<< december decembers >>

decemberly Meaning in Odia (Oriya). ( decemberly ଶବ୍ଦର ଓଡିଆ ଅର୍ଥ)



ଡିସେମ୍ବର,

Noun:

ଡିସେମ୍ବର,

decemberly తెలుగు అర్థానికి ఉదాహరణ:

୨୦୧୮ ଡିସେମ୍ବର ୫ରେ ଏଏଫ୍‌ଏସ୍‌ ସୂର୍ଯ୍ୟଲଙ୍କା ପକ୍ଷରୁ ମିଳିତ ଭାବେ ଜିଡବ୍ଲ୍ୟୁଏଫ୍‌ଆର୍‌ ଆୟୋଜନ କରାଯାଇଥିଲା।

|ପ୍ରାରମ୍ଭିକ ଜୀବନ|୧୯୫୩ ଡିସେମ୍ବର ୧୯ରେ ସଚ୍ଚିଦାନନ୍ଦ ମହାନ୍ତି କଟକଠାରେ ଜନ୍ମଗ୍ରହଣ କରିଥଲେ ।

୧୫ ଡିସେମ୍ବର-ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହା ଆଲେକ୍ସଜେଣ୍ଡର ଷ୍ଟିଫେନ ଓ ସନ୍‌ସ, ଗୋଭାନ ଜାହାଜ କାରଖାନାରେ ମରାମତି ହେଉଥିଲା ଓ ଏହା ପରେ ପୁଣିଥରେ ଫ୍ଲୋଟିଲାକୁ ଫେରିଲା ।

କିଛି ଦିନ ପରେ ୨୭ ଡିସେମ୍ବର ୨୦୦୭ ମସିହାରେ ତାଙ୍କୁ ଏକ ନିର୍ବାଚନର ରାଲିରେ ହତ୍ୟା କରାଯାଇଥିଲା ।

|ଯୁଗଲ କିଶୋର ୧୯୨୮ ମସିହା ଡିସେମ୍ବର ୨୪ତାରିଖ ଦିନ ଯାଜପୁର ଜିଲ୍ଲାର ମହେଶ୍ୱରପୁରଠାରେ ଜନ୍ମଗ୍ରହଣ କରିଥିଲେ ।

୧୯୮୪ ମସିହା ସାଧାରଣ ନିର୍ବାଚନ ପରେ ଏହି ଲୋକ ସଭା ୩୧ ଡିସେମ୍ବର ୧୯୮୪ରେ ଗଠିତ ହୋଇ ପାଞ୍ଚ ବର୍ଷ ପରେ ୨୭ ନଭେମ୍ବର ୧୯୮୯ରେ ଭଙ୍ଗ ହୋଇଥିଲା ।

୧୮୪୪ ମସିହା ଡିସେମ୍ବର ମାସରେ “ଦ କ୍ରିସ୍ମସ୍ ଟ୍ରି” ନାମକ ଏକ ପୁସ୍ତକ ପ୍ରକାଶ ପାଇଥିଲା ଯେଉଁଥିରେ କ୍ରିସ୍ମସ୍ ଗଛ ସମ୍ପର୍କିତ ଅନେକ ତଥ୍ୟ ରହିଥିଲା ।

| ମୃତ୍ୟୁ |ଶରତ ଚନ୍ଦ୍ର ସିଂହ ଦେଓ ୧୯୭୫ ମସିହାର ଡିସେମ୍ବର ୫ ତାରିଖରେ ତାରିଖରେ ୪୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

| ଆଧାର |ମରୁଭୂମି ଭାଗବତ ପ୍ରସାଦ ମହାନ୍ତି (୨୭ ନଭେମ୍ବର ୧୯୨୯ - ୮ ଡିସେମ୍ବର ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।

|ଇଜିପ୍ଟ,, ଯୁକ୍ତ ରାଜ୍ୟର ବଂକିଙ୍ଗହାମ ପେଲେସ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ଶୁଟିଂ ହୋଇଥିବା ଏହି ଚଳଚ୍ଚିତ୍ରଟି ୧୪ ଡିସେମ୍ବର ୨୦୦୧ରେ ମୁକ୍ତିଲାଭ କରିଥିଲା ।

| ସମ୍ମାନ ଓ ପୁରସ୍କାର |ଓଡ଼ିଶା ଲଳିତ କଳା ଏକାଡେମୀ ସମ୍ମାନ - ୧୯୮୯|ଓଡ଼ିଶା ଆଇକନ ସମ୍ମାନ - ୨୦୧୧ ( ଟାଇମ୍ସ ଅଫ ଇଣ୍ଡିଆ ଗୃପଦ୍ୱାରା ପ୍ରଦତ୍ତ)|ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ - ୨୦୨୧ ( ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ)| ଆଧାର |ଓଡ଼ିଆ ବ୍ୟକ୍ତିତ୍ୱ|ଓଡ଼ିଶାର ଲୋକ|ଚିତ୍ରଶିଳ୍ପୀ ଯତୀନ ଦାସ (ଜନ୍ମ: ୦୨ ଡିସେମ୍ବର ୧୯୪୧) ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ଦେଉଳସାହିଠାରେ ଜନ୍ମିତ ଜଣେ ଚିତ୍ରଶିଳ୍ପୀ ।

decemberly's Meaning in Other Sites