<< decent decentralisation >>

decently Meaning in Odia (Oriya). ( decently ଶବ୍ଦର ଓଡିଆ ଅର୍ଥ)



ସୁନ୍ଦର ଭାବରେ, ଭଦ୍ର ଭାବରେ,

Adverb:

ଭଦ୍ର ଭାବରେ,

decently తెలుగు అర్థానికి ఉదాహరణ:

କାବ୍ୟଟିରେ କବି ଚମ୍ପାନଗରୀର ରାଜା ବିଶ୍ୱାସନନ୍ଦକ ଓ ରାଣୀ ବିଚିତ୍ରକଳାଙ୍କର କନ୍ୟା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କର କଥାକୁ ବର୍ଣ୍ଣନା କରିଛନ୍ତି. ରାଜାରାଣୀ ଝିଅଟିକୁ କେମିତି ଲାଭ କଲେ, କିପରି ତାର ଲାଳନ ପାଳନ କଲେ ଏସବୁ କଥା ଅତି ସୁନ୍ଦର ଭାବରେ ଲେଖିଛନ୍ତି ।

|ମନ୍ଦିର ଗଠନ ଶୈଳୀରେ ଦେଖିବାକୁ ମିଳେ ଯେ ଅନୁ ରଥ ଓ କନିକା ପଗର ସନଯୋଗ ସ୍ଥାନରେ ଛୋଟ ଛୋଟ କଇ ଫୁଲର ଆକାରରେ ସୁନ୍ଦର ଭାବରେ କାରୁକାର୍ଯ୍ୟ କରାଯାଇଛି ।

ସେ ଇନ୍ଦ୍ର ଦରବାରରେ ଜଣେ ମହାକାଶ କନ୍ୟା ଥିଲେ ଏବଂ ତାଙ୍କୁ ସମସ୍ତ ଅପ୍ସରାମାନଙ୍କମଧ୍ୟରୁ ସବୁଠାରୁ ସୁନ୍ଦର ଭାବରେ ବିବେଚନା କରାଯାଉଥିଲା ।

ସେଠାରେ ଘରୋଇ କାମ, ସାମାଜିକ ଜୀବନ ଓ କଳାତ୍ମକ ପେଷାକୁ ସେ ସୁନ୍ଦର ଭାବରେ ପରିଚାଳନା କରିଥିଲେ ।

ସେ ଅବ୍ୟବସ୍ଥିତ ପ୍ରକୃତି ତଥା ମଣିଷମାନଙ୍କର ମନକୁ ନେଇ ଅତି ସୁନ୍ଦର ଭାବରେ ଚିତ୍ର ପ୍ରସ୍ତୁତ କରିପାରୁଥିଲେ ।

ପାଟଳିପୁତ୍ରର ରାଜପୁତ୍ର ପୁଷ୍ପକେତୁଙ୍କ ସହିତ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ବିବାହ କବିଙ୍କ ଲେଖନୀମୁନରେ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି. ବିଭିନ୍ନ ଅଳଙ୍କାର, ରସ, ଭାବ ଓ ଶବ୍ଦ ବିନ୍ୟାସଦ୍ୱାରା କାବ୍ୟଟି ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇପାରିଛି. ଜଗନ୍ନାଥଙ୍କର ଲୀଳାକୁ ମଧ୍ୟ ଉପେନ୍ଦ୍ର ଏହି କାବ୍ୟରେ ଅତି ସୁନ୍ଦର ଭାବରେ ରୂପାୟିତ କରିପାରିଛନ୍ତି।

ସେହି ସମୟର ଓଡ଼ିଶାର ଗ୍ରାମ୍ୟ ଜୀବନର ଏକ ସୁନ୍ଦର ଚିତ୍ର ଓ ଜଗନ୍ନାଥଙ୍କୁ ନେଇ ସାଧାରଣ ଲୋକଙ୍କ ଚିନ୍ତାଧାରା ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।

ଏଣୁ ଦୁର୍ଗାପୂଜାର ନବମୀ ରାତ୍ରିରେ କେତେକ ବ୍ରାହ୍ମଣ ବଂଶୀୟ ସାତରୁ ଆଠ ବର୍ଷର କନ୍ୟାକୁ ପାଦରେ ଅଳତା, ଆଖିରେ କଜ୍ଜଳ ଓ କପାଳରେ ଚନ୍ଦନ ଟିପା ଦେଇ ସୁନ୍ଦର ଭାବରେ ସଜାଇ ନୂତନ ଶାଢ଼ି ପରିଧାନ କରାଇ ବିଭିନ୍ନ ଉପଢ଼ୌକନ ଦେଇ ପୂଜା କରାଯାଏ ।

ସାଧାରଣତଃ ଏଗୁଡ଼ିକୁ ପାରମ୍ପରିକ ଢଙ୍ଗରେ ଚମଡା କିମ୍ବା ରବର ଉପରେ ସୁନେଲି ,ରୁପେଲି ରଙ୍ଗର ପତଳା ତାର ଓ ସୂତାରେ ବାନ୍ଧେଣୀ କାମ କରି ବଡ଼ ସୁନ୍ଦର ଭାବରେ ତିଆରି କରାଯାଇଥାଏ ।

ଶ୍ୱିନ ମାସର ଦଶହରା ପର୍ବ ଅତି ସୁନ୍ଦର ଭାବରେ ବାଦ୍ୟ ବାଜଣା ଓ ପଟୁଅ।

|ବିଖ୍ୟାତ କବି ମାଇକେଲ ସ୍ମିଥଙ୍କ ମତରେ ତାଙ୍କ କବିତା ଖୁବ ସୁନ୍ଦର ଭାବରେ ଗତିଶୀଳ ଓ ବର୍ଣ୍ଣନାତ୍ମକ ହେବା ସହ ସାବଲୀଳତା ମଧ୍ୟ ରଖିଥାଏ ।

ଏହି ରୂପକ ସାହାଯ୍ୟରେ ସୁନ୍ଦର ଭାବରେ ଦେଖାଇ ଦିଆଯାଇଛି ଯେ ପ୍ରାଣର ନିୟନ୍ତ୍ରଣଦ୍ୱାରା କେଉଁ ଭାବରେ କ୍ରମେ ମନୋରାଜ୍ୟ ଜୟ କରାଯାଇପାରେ ।

decently's Usage Examples:

In June 2014, Western Australian police charged Davis with having indecently assaulted a 13-year-old boy in 1969, before he had been ordained.


During a period of over 40 years, Smyth sexually abused and indecently assaulted at least 143 children in parishes in Belfast, Dublin and the.


book "a deeply moving elegy to all those young dreamers who tried to live decently in an indecent world".


The song was a chart success, performing decently on both Billboard"s Alternative Songs and Mainstream Rock chart.


One count, that Harris indecently assaulted an eight-year-old girl in Portsmouth, was overturned as unsafe.


come to an end? Will a Jew be permitted to live honestly, decently, and peaceably like the rest of mankind? What has become of the golden rule?" In response.


of representation within more powerful sets of rulers, contributing to decently representative political outcomes that reflect the collective needs of.


rationale as follows: To dance indecently; eat excessively; make love diabolically; commit atrocious acts of sodomy; blaspheme scandalously; avenge themselves.


Fourie is a middle order batsman and a decently paced bowler in the Irish attack.


playing for Southern United, Bala was discharged without conviction for indecently assaulting a woman in a Dunedin club.


His son Fr Piers Grant-Ferris pleaded guilty at Leeds Crown Court to indecently assaulting 15 boys while teaching at Gilling Castle, North Yorkshire,.


Clark revealed that she had been indecently assaulted, by Perry, during an interview with Tracee Hutchison on television current affairs show, Today Tonight just before Perry (as Zig) with McKenzie (as Zag), were due to be crowned.


Commentators have found little evidence that he behaved indecently, or molested the girls; he bought them tea, found them rooms, listened to their problems and sometimes found them work on the stage or in domestic service.



Synonyms:

decent, the right way, in good order, right, properly,

Antonyms:

false, incorrect, incorrectness, wrong, improperly,

decently's Meaning in Other Sites