damaged Meaning in Odia (Oriya). ( damaged ଶବ୍ଦର ଓଡିଆ ଅର୍ଥ)
କ୍ଷତିଗ୍ରସ୍ତ,
Adjective:
କ୍ଷତିଗ୍ରସ୍ତ |,
People Also Search:
damagerdamages
damaging
damagingly
daman
damans
damar
damars
damascene
damascened
damascenes
damascening
damascus
damascus steel
damask
damaged తెలుగు అర్థానికి ఉదాహరణ:
ଉଚ୍ଚ ରକ୍ତ ଶର୍କରା ସ୍ତର ଯୋଗୁ ବୃକ୍କରେ ଥିବା କ୍ଷୁଦ୍ର ରକ୍ତନଳୀ କ୍ଷତିଗ୍ରସ୍ତ ହୁଏ ଏବଂ ପୋଡୋସାଇଟ ଅକ୍ଷମତା ହୋଇଥାଏ | ଗ୍ଲୋମେରୁଲାର ଫିଲଟ୍ରେସନ ହାର କମ୍ ଓ ପରିସ୍ରାରେ ଆଲବୁମିନ ହ୍ରାସ ହେଉଥିଲେ ତଥା ଅନ୍ୟାନ୍ୟ ସମ୍ଭାବ୍ୟ ରୋଗର ଅନୁପସ୍ଥିତି ନିଶ୍ଚିତ କରିବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଏ।
୨ୟ ବିଶ୍ୱଯୁଦ୍ଧରେ ଏହି ନଗରୀ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।
କ୍ରମାଗତ ଦୁଇ ବର୍ଷ ବନ୍ୟା ହେବା ଯୋଗୁଁ ଦେଶର ଏକ ବୃହତ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା ।
ଅନେକ ଆର୍ଦ୍ରଭୂମି କୃଷିକ୍ଷେତ୍ର ଓ ମନୁଷ୍ୟଙ୍କ ବସବାସ କ୍ଷେତ୍ରରେ ପରିଣତ ହେବାରୁ ବାରଶିଂଘାଙ୍କ ପରିବାସ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।
ଅଗ୍ନିଦେବତା କାଗୁତ୍ସୁଚୀଙ୍କୁ ଜନ୍ମ ଦେବା ସମୟରେ ଇଜାନାମୀ ବହୁତ କ୍ଷତିଗ୍ରସ୍ତ ହେଲେ ଏବଂ ପରିଶେଷରେ ମୃତ୍ଯୁ ବରଣ କଲେ ।
ମୂର୍ତ୍ତିର ମୁଣ୍ଡ, ଭ୍ରୁଲତା ଓ ଆଙ୍ଗୁଠିର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲା ।
ବୟସାଧିକ୍ୟ ହେଲେ ସମ୍ମୁଖ ଭାଗ, କର୍ଟିଲୋସ୍ଟିରଏଡ୍ଦ୍ୱାରା ହେଲେ ପୃଷ୍ଠ ଭାଗ କ୍ଷତିଗ୍ରସ୍ତ ହୁଏ ।
ବିଧାନ ସଭା ମଧ୍ୟରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କଠାରୁ ଖଜଣା ଆଦାୟ ବନ୍ଦ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ ।
|ହୃତ୍ପିଣ୍ଡର ମାଂସପେଶୀ କ୍ଷତିଗ୍ରସ୍ତ ହେବା ଯୋଗୁ ବାମ ନିଳୟରୁ ରକ୍ତ ବାହାରି ପାରେ ନାହିଁ ।
ଫ୍ଲୋରେସିନ ଏକ ରଙ୍ଗ ଯାହାକୁ କ୍ଷତିଗ୍ରସ୍ତ କର୍ଣ୍ଣିଆ ଗ୍ରହଣ କରିବା ପରେ କୋବାଲ୍ଟ ନୀଳ ଆଲୋକରେ ଶାଗୁଆ ଦେଖାଯାଏ ।
ବ୍ୟାପକ ଜଙ୍ଗଲ ଉଚ୍ଛେଦ ଓ ମନୁଷ୍ୟମାନଙ୍କ ହସ୍ତକ୍ଷେପ ଯୋଗୁଁ ସିୱାଲିକ୍ ପର୍ବତର ଭୌଗୋଳିକ ପରିସ୍ଥିତି, ସେଠାକାର ବନରାଜି ଓ ପରିବେଶ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।
ହୁଡ଼୍ହୁଡ଼୍ ମହାବାତ୍ୟାଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକର ମରାମତି ନିମନ୍ତେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ସହାୟତା ସଂସ୍ଥାକୁ ମହେଶ ୨୫ଲକ୍ଷ ଟଙ୍କା ଦାନ କରିଥିଲେ ।
ସୀମା ବିବାଦ ଜଟିଳ ହେଲେ ଚୀନ ସହିତ ଭୁଟାନ୍ର ବାଣିଜ୍ୟ, ଆମଦାନୀ-ରପ୍ତାନୀ ଓ ରାଜନୈତିକ ସମ୍ପର୍କ କ୍ଷତିଗ୍ରସ୍ତ ହେବ ବୋଲି ମଧ୍ୟ ଲୋକଙ୍କ ମନରେ ଚିନ୍ତା ଥିଲା ।
damaged's Usage Examples:
In the confusion of the battle, her rudder was damaged by misdirected fire from the neighbouring Généreux.
building of tourist bungalow exists, boating Bay is damaged, garden is also unkept.
March after it was damaged as a result of heavy rains, traffic has been detoured, adding 40 minutes to journeys and creating a major challenge for both.
flowers at the base of the strig are more protected by the foliage and are less likely to be damaged.
The arils mature 6 to 9 months after pollination, and with the seed contained, are eaten by thrushes, waxwings and other birds, which disperse the hard seeds undamaged in their droppings.
But the real tragedy came when friendly fire brought down 23 aircraft and damaged 37 more; 318 paratroopers and airmen were killed or wounded.
Thunderstorm winds damaged some buildings and mobile homes.
His doctors were of the opinion that multiple concussions during his career damaged his frontal lobe, which caused cognitive dysfunction.
to be caused by his thyroid gland being damaged at birth during a forceps delivery and, until later life, he could easily pass for an 11-year-old, which.
At the end of long travellings, his health damaged, handed over his company to his son, Arthur.
In 1935, the mill was damaged in a gale and lost its fantail.
When his galleys closed, often from the sides of the enemy galleys (which damaged their oars), these skirmishers were much more agile than the heavily armored knights with swords his enemies often used, especially on the moving deck of a galley at sea.
Synonyms:
bedraggled, knocked-out, tatterdemalion, beat-up, storm-beaten, ramshackle, dilapidated, destroyed, broken-down, battered, hurt, dented, broken-backed, derelict, blemished, crumpled, tumble-down, impaired, injured, bent, busted, riddled, broken, weakened, beaten-up,
Antonyms:
undamaged, unblemished, unbroken, uninjured, preserved, unimpaired,