damagingly Meaning in Odia (Oriya). ( damagingly ଶବ୍ଦର ଓଡିଆ ଅର୍ଥ)
କ୍ଷତିକାରକ,
କ୍ଷତିକାରକ |,
People Also Search:
damandamans
damar
damars
damascene
damascened
damascenes
damascening
damascus
damascus steel
damask
damask violet
damasked
damasking
damasks
damagingly తెలుగు అర్థానికి ఉదాహరణ:
|୨୦୦୪ ମସିହାର ଏକ ଗବେଷଣା ଅନୁସାରେ ସୀସା କାରକ ବ୍ୟବହୃତ କୃତ୍ରିମ ଗଛ ବିଷାକ୍ତ ପ୍ରତିକ୍ରିୟା ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ।
|କ୍ଷତିକାରକ ଔଷଧ ଗୁଡିକୁ ଏ.ବି.ସି.ଡି ଏବଂ ଏକ୍ସ ନାମରେ ଏଫ୍.ଡି.ଏ. ରେଟିଙ୍ଗ କରାଯାଇଛି ।
୨୦୨୫ ସୁଦ୍ଧା ବିଶ୍ୱରେ ମଦ୍ୟପାନକାରୀଙ୍କ ସଂଖ୍ୟା ୧୦%କୁ ହ୍ରାସ କରିବା ନିମନ୍ତେ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପୂରଣ ଲାଗି ଏଭଳି କ୍ଷତିକାରକ ପାନୀୟଠାରୁ ନିବୃତ୍ତ ରହିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମ୍ପୃକ୍ତ ଦେଶଗୁଡିକୁ ପରାମର୍ଶ ଦେଇଛି ।
ଯେଉଁମାନେ ଲୋକଙ୍କୁ ମଦ୍ୟପାନ କରିବା କ୍ଷତିକାରକ ବୋଲି ମୁହଁରେ କହି ଲୁଚି ଲୁଚି ସେହି ଭୁଲ କରନ୍ତି, ସେମାନଙ୍କୁ ସେ ଘୃଣା କରନ୍ତି ।
|କ୍ଷତିକାରକ ଔଷଧ ଦୂର କରି ଓ ଉପଯୁକ୍ତ ଖାଦ୍ୟ ଗ୍ରହଣ କରି ଏହି ରୋଗକୁ ପ୍ରତିରୋଧ କରାଯାଏ ।
ଅନ୍ୟ ଦେବୀଙ୍କ ଭଳି ତାଙ୍କର କୌଣସି କ୍ଷତିକାରକ ଗୁଣ ନାହିଁ ଯଦିଓ ସେ ନଦୀର ଗୁଣ ଧାରଣ କରିଛନ୍ତି ।
ଶିବଙ୍କ କ୍ରୋଧକୁ ଯାହା ଜନସମାଜ ପାଇଁ କ୍ଷତିକାରକ ହୃଦୟଙ୍ଗମ କରି ବିଷ୍ଣୁ ଚକ୍ରଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ ।
ସମୁଦ୍ର ଜଳ ଶରୀର ପକ୍ଷେ କ୍ଷତିକାରକ ନ ହେଲେ ମଧ୍ୟ ଏହା ପାନୀୟ ଯୋଗ୍ୟ ନୁହେଁ ।
କାରଣ ଏହି ଓଜୋନ ସ୍ତର ସୂର୍ଯ୍ୟରୁ ନିର୍ଗତ କେତେକ ଅରିବାଇଗଣୀ ରଶ୍ମୀ, ଯାହାକି ମାନବ ଶରୀର ପାଇଁ କ୍ଷତିକାରକ, ଗ୍ରହଣ କରିନିଏ ।
ଏହି କୋଷଗୁଡ଼ିକର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରେ ପ୍ରବେଶ କରୁଥିବା କ୍ଷତିକାରକ ଅଣୁଜୀବ ଆଦିକୁ ଭକ୍ଷଣ କରି ସୁରକ୍ଷା ପ୍ରଦାନ କରିବା ।
ସୂର୍ଯ୍ୟର କ୍ଷତିକାରକ ଅତିବାଇଗଣୀ ରଶ୍ମିରୁ ରକ୍ଷା କରୁଥିବା ଓଜୋନ୍ ସ୍ତର ମଧ୍ୟ ଏହି ଅମ୍ଳଜାନରୁ ତିଆରି ହେଲା ।
damagingly's Usage Examples:
ramp would have "impinged on any northern temple construction even more damagingly".
More damagingly, the work perpetuates and popularizes an outdated view of both African and imperial history.
"strip-to-drive ratio" between the torques needed to drive the screw in or to damagingly strip the threads out.
More damagingly, the work perpetuates and popularizes an outdated view of both African.
Perhaps most damagingly of all, in 1847 the Great Hall of Berwick Castle was demolished to make.
What the movie damagingly lacks is a personality of its own.
At other times, and probably more damagingly, they either subtly devalue or patronize the work in question, praising.
The band was known for its ear-damagingly loud live shows.
But perhaps most damagingly, Clarke claims that the administration has done "a terrible job" fighting.
Perhaps most damagingly, the war as proposed would subjugate the Confederacy piecemeal, with by.
The nasally vocals are also damagingly pedestrian and taste rather stale at this point.
Much more damagingly, he"s added a 20-minute present-day epilogue in which he and Stewart sit.
Most damagingly, he had called the Reformed Synod a lunatic asylum ("Een Sothuys van de.