costner Meaning in Odia (Oriya). ( costner ଶବ୍ଦର ଓଡିଆ ଅର୍ଥ)
ବ୍ୟୟବହୁଳ,
Noun:
ଅସୁବିଧା,
People Also Search:
costrelcosts
costume
costume designer
costumed
costumer
costumers
costumes
costumier
costumiers
costuming
cosurety
cosy
cosying
cot
costner తెలుగు అర్థానికి ఉదాహరణ:
| ଆଧାର |ଓଡ଼ିଆ ଲୋକ|ଜୀବିତ ବ୍ୟକ୍ତି|ବାଲେଶ୍ୱର ଜିଲ୍ଲାର ଲୋକ|୧୫ଶ ଓଡ଼ିଶା ବିଧାନ ସଭାର ସଭ୍ୟ ଫର୍ମୁଲା ୱାନ୍ ବା ଫର୍ମୁଲା-୧ (ଇଂରାଜୀରେ Formula One ବା Formula 1 ବା F1,ଇଂରାଜୀ ଉଚ୍ଚାରଣ ଫୋର୍ମ୍ୟୁଲା ୱନ୍) ବିଶ୍ୱର ସର୍ବୋତ୍କୃଷ୍ଟ ଓ ବ୍ୟୟବହୁଳ ମୋଟର ଦୌଡ଼ ପ୍ରତିଯୋଗିତା ।
ବିଶ୍ୱରେ ଏଯାବତ୍ ହୋଇଥିବା ସମସ୍ତ ମଙ୍ଗଳ ଅଭିମୁଖୀ ଅଭିଯାନ ମଧ୍ୟରେ ଏହା ସବୁଠାରୁ କମ୍ ବ୍ୟୟବହୁଳ ଅଭିଯାନ ଭାବେ ପରିଚିତ ।
|ଆଧୁନିକ ବୈଷୟିକ ଜ୍ଞାନକୌଶଳ ସତ୍ତ୍ୱେ ଆଣ୍ଡିଜର ପଥୁରିଆ ପାହାଡ଼ ଭେଦି ସଡ଼କପଥ ବା ରେଳପଥ ନିର୍ମାଣ କରିବା ଏକ ବ୍ୟୟବହୁଳ ବ୍ୟାପାର ।
ଏହି ସମୟରେ ଆନିସିୟସ୍ ମାକ୍ସିମସ୍ ପାରିଷଦ ହେବା ଖୁସିରେ ଏକ ବ୍ୟୟବହୁଳ ଶିକାର କ୍ରୀଡ଼ାର ଆୟୋଜନ କରାଇଥିଲେ ।
୧୯୫୦ ମସିହା ବେଳକୁ ପୂର୍ବତନ ରାଜପରିବାର ଏହି ମହଲ ତଥା ଏଠାରେ ଥିବା ୪୭ ଏକର ସ୍ଥାନରେ ଥିବା ବଗିଚା ରକ୍ଷଣା ବେକ୍ଷଣ ଅତ୍ୟନ୍ତ୍ୟ ବ୍ୟୟବହୁଳ ହେଇଯିବାରୁ ୧୯୫୭ରେ ସେମାନେ ଏହାକୁ ଏକ ବିଳାସପୂର୍ଣ ହୋଟେଲରେ ପରିଣତ କଲେ ।
ବ୍ୟୟବହୁଳ ଚିକିତ୍ସା ପଦ୍ଧତିରୁ ଦରିଦ୍ର ଜନସାଧାରଣଙ୍କୁ ରକ୍ଷା କରିବାପାଇଁ ସେ ଇଚ୍ଛୁକ ଥିଲେ ।
କିନ୍ତୁ ଉରୁଗୁଏ ପହଞ୍ଚିବା ପାଇଁ ୟୁରୋପୀୟ ଦଳମାନଙ୍କୁ ଆଟ୍ଲାଣ୍ଟିକ୍ ମହାସାଗର ଅତିକ୍ରମ କରି ଏକ ଲମ୍ବା ଓ ବ୍ୟୟବହୁଳ ଯାତ୍ରାରେ ଯିବାକୁ ପଡ଼ୁଥିଲା ।
ବର୍ତ୍ତମାନ ବିଶ୍ୱର ବିଭିନ୍ନ ଅଞ୍ଚଳରେ ପ୍ରକୃତିକ ମୁକ୍ତା ଆହରଣ ବ୍ୟୟବହୁଳତା ଯୋଗୁ ଏହା ବନ୍ଧ ହେଇ ଯାଇଥିବା ବେଳେ ମାନ୍ନାରରେ ଏହାର ଆହରଣ ତଥାପି ସମ୍ଭବ ହେଇଆସୁଛି ।
|ଉଦ୍ଦେଶ୍ୟ|ଓଡ଼ିଶାବାସୀଙ୍କୁ ବିଭିନ୍ନ ପ୍ରକାରର ଜୀବନରକ୍ଷକ ବ୍ୟୟବହୁଳ ଔଷଧଗୁଡ଼ିକୁ ବିନାମୂଲ୍ୟରେ ଯୋଗାଇଦେବା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଏକ ପ୍ରୟାସ ।
ଏହା ବ୍ୟୟବହୁଳ ହୋଇଥିବାରୁ ରଙ୍ଗ-ସବ୍ଲିମେସନ ପ୍ରିଣ୍ଟିଂ, ଲେଜର ଖୋଦେଇ ପରି ପ୍ରଣାଳୀ ବିକଶିତ ହେଲା।
ଏଣୁ ଏହି ବ୍ୟୟବହୁଳ ପ୍ରକଳ୍ପକୁ ସେତେବେଳେ କାର୍ଯ୍ୟକାରୀ କରାଯାଇପାରିନଥିଲା ।
ଏତେ ବ୍ୟୟବହୁଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସେବେଠାରୁ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଏବଂ ସେହିଠାରୁ ହିଁ ପୋଲଭରମ ପ୍ରକଳ୍ପର ବିବାଦୀୟ ଅଧ୍ୟାୟର ପ୍ରାରମ୍ଭ ଘଟିଥିଲା ।