costumed Meaning in Odia (Oriya). ( costumed ଶବ୍ଦର ଓଡିଆ ଅର୍ଥ)
ପୋଷାକ,
Adjective:
ପରିଧାନ,
People Also Search:
costumercostumers
costumes
costumier
costumiers
costuming
cosurety
cosy
cosying
cot
cotacachi
cotangent
cotangents
cote
cote d'ivoire franc
costumed తెలుగు అర్థానికి ఉదాహరణ:
ଯେଉଁମାନେ ଏହି ବ୍ରତ ପାଳନ କରିଥାନ୍ତି ସେମାନେ ଗରିବ ଓ ଅସହାୟ ଲୋକଙ୍କୁ ଶୀତବସ୍ତ୍ର, ଅନ୍ୟ ପୋଷାକ, ଖାଦ୍ୟ ନିଜହସ୍ତରେ ଦାନ କଲେ ତାଙ୍କର ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ।
ରବିନ୍ଦ୍ରନାଥ ଟାଗୋରଙ୍କ ଲିଖିତ ନାଟକ 'ଚିତ୍ରା'ରେ ଏହି ବିଷୟ ବର୍ଣ୍ଣନା କରାଯାଇଛି, ଯେଉଁଠାରେ ଟାଗୋର ଚିତ୍ରାଙ୍ଗଦାଙ୍କୁ ପୁରୁଷ ପୋଷାକ ପରିହିତ ଯୋଦ୍ଧା ଭାବରେ ଚିତ୍ରଣ କରିଛନ୍ତି ।
ତାଙ୍କ ଡିଜାଇନ୍ ଭିତରେ ପିନ୍ଧିବା ପାଇଁ ପ୍ରସ୍ତୁତ ଥିବା ଜୋତା, ପୋଷାକ, ଘଣ୍ଟା, ଭେନିଟ୍ ବ୍ୟାଗ୍, ଘର ସଜା ଜିନିଷ, ସୌନ୍ଦର୍ଯ୍ୟପୂର୍ଣ୍ଣ ଜିନିଷ ଆଦି ଉପଲବ୍ଧ ।
|ମଇଲମ ଓ ବେଶ: ସାହାଣମେଲା ପରେ ବେଶଲାଗି ହୁଏ ଓ ସ୍ୱତ୍ୱଲିପି ବର୍ଣ୍ଣିତ ମତେ ଭିନ୍ନ ଭିନ୍ନ ଋତୁରେ ଠାକୁରମାନେ ବିଭିନ୍ନ ପୋଷାକ ପିନ୍ଧିଥାନ୍ତି ।
ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ନୃସିଂହ ବେଶ ଧାରଣ କରିଥାନ୍ତି ।
ସାଧାରଣତଃ ବାର୍ସେଲୋନା ଫୁଟବଲ ଦଳର ଖେଳାଳିମାନେ ନୀଳ ଓ ଲାଲ୍ ପଟି ପଡ଼ିଥିବା ପୋଷାକ ପିନ୍ଧି ଖେଳୁଥିବାରୁ ଏହି କ୍ଲବ୍ର ଆଉ ଏକ ଡାକ ନାମ ହେଲା ବ୍ଲାଉଗ୍ରାନା (Blaugrana) (ବ୍ଲାଉ – ନୀଳ, ଗ୍ରାନା – ରକ୍ତ ପରି ଲାଲ) ।
ଏହା ବିଭିନ୍ନ ବାଟରେ ସୃଷ୍ଟି ହୋଇପାରେ ସର୍ବାଧିକ ଲୋକ ଥିବା ଏଲିଭେଟର, ଝରକାନଥିବା କୋଠରୀ ଏବଂ ଏଭଳି ବେକ ଚିପା ପୋଷାକରୁ ତିଆରି ଉଦ୍ଦୀପନାଦ୍ୱାରା ଆରମ୍ଭ ହୋଇଯାଇପାରେ ।
| ପୋଷାକ ପରିଧାନ |ଲାଞ୍ଜିଆ ସମାଜର ପୁରୁଷମାନେ ଏକ ଝିନ ଲୁଗା ପରିଧାନ କରିଥାନ୍ତି ଯାହାର ଦୁଇ ଚିତ୍ରିତ ମୁଣ୍ଡ ଦେହର ଆଗ ଓ ପଛଭାଗକୁ ଆବୃତ କରି ଓହଳିଥାଏ ।
ଏହି ପୋଷାକର ରଙ୍ଗ ହଳଦିଆ ବା ନାଲି ରଙ୍ଗର ହୋଇଥାଏ ।
ମହିଳାମାନେ ମଧ୍ୟ ଚୁନୀ, ବେକରେ ଗୁଡ଼ା ଯାଉଥିବା ରଙ୍ଗୀନ ପୋଷାକ ପିନ୍ଧିଥାଆନ୍ତି ।
ନିକଟ ଅତୀତରେ ଆମେରିକାର ପ୍ରଥମ ମହିଳା, ରାଷ୍ଟ୍ରପତି ବରାକ ଓବାମାଙ୍କ ପତ୍ନୀ ମିସେଲ ଓବାମା ମଧ୍ୟ ବିଭୁ ମହାପାତ୍ରଙ୍କଦ୍ୱାରା ପ୍ରସ୍ତୁତ ପୋଷାକ ପରିଧାନ କରିଥିଲେ ।
|ଦଫା ୧୭୧- ଯେ କେହି କୌଣସି ନିଦ୍ଦିଷ୍ଟ ଶ୍ରେଣୀର ସରକାରୀ କର୍ମଚାରୀ ନ ହୋଇ, ସେହି କର୍ମଚାରୀମାନଙ୍କଦ୍ୱାରା ବ୍ୟବହୃତ ପୋଷାକ ବା ଅନୁରୂପ ପୋଷାକ ପରିଧାନ କରନ୍ତି ଏବଂ ତାଙ୍କର ଏହି ଅଭିପ୍ରାୟ ଥାଏ ଯେ ଜନସାଧାରଣ ତାଙ୍କୁ ସେହି ବର୍ଗର ସରକାରୀ କର୍ମଚାରୀ ବୋଲି ବିଶ୍ୱାସ କରିବେ ତା’ହେଲେ ତାଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ହେବ ।
ସେ ୬ଷ୍ଠ କିମ୍ବା ୭ମ ଶ୍ରେଣୀରେ ପଢ଼ୁଥିଲା ବେଳେ ତାଙ୍କର ଜଣେ ପଡ଼ୋଶୀଙ୍କର ପୋଷାକ ତିଆରି କରିଥିଲେ ।
costumed's Usage Examples:
The male masquers, costumed in "carnation cloth of silver.
costumed flash mobs to occur at campaign events, in an effort to be as flippant a candidate as possible.
The Hand's most dangerous adversary is The Chaste, a band of warriors once led by Stick, the late, blind martial arts master and former mentor of the man who grew to become the costumed crime-fighter Daredevil (Matt Murdock).
current standards of costumed musical romances, "The Night Is Young" is invincibly correct".
The first costumed Willie mascot appeared in 1947.
A costumed character wears a costume that usually, (but not always) covers the performer"s face.
end of a 1949 broadcast) joked, preened, pratfell, danced, costumed, and clowned his way to stardom, with Americans discovering television as a technological.
The name "Shasta" refers to both a live and an anthropomorphic costumed cougar mascot.
goldfish on Sesame Street owned by Elmo Dorothy the Dinosaur, a costumed green dinosaur who appears with The Wiggles Dorothy, the title of an Old English dance.
Bulldogs in Starkville, Mississippi, and the name is given to both the costumed mascot and the live bulldog that appears at State games.
annual Christmastime event includes "costumed characters, live animals and carollers".
He was a reporter who became a costumed adventurer after seeing Captain America in action, and was later a member of the World War II superhero team the Liberty Legion.
method includes having provocatively costumed women perform the parts of temptresses in the bible, such as Jezebel and Delilah.
Synonyms:
clothed, clad,
Antonyms:
unsheathed, unadorned, unclothed,