<< cost efficient cost increase >>

cost free Meaning in Odia (Oriya). ( cost free ଶବ୍ଦର ଓଡିଆ ଅର୍ଥ)



ମାଗଣା,

cost free తెలుగు అర్థానికి ఉదాహరణ:

କେନ୍ଦ୍ରସରକାରଙ୍କ ନୀତି ଅନୁସାରେ, ଯଦି ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଗୁଣବତ୍ତା ନିର୍ଦ୍ଦେଶାବଳୀର ସଫଳ ରୂପାୟନ ହୁଏ, ତେବେ ପ୍ରୋତ୍ସାହନ ଆକାରରେ ୫% ଅଧିକ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଣ୍ଠି ମିଳିବ ।

ଯେଉଁମାନଙ୍କର କର ଦେବାରେ ସାମର୍ଥ୍ୟ ନଥିଲା ସେମାନଙ୍କ ପାଇଁ ସପ୍ତାହରେ ଗୋଟିଏ ଦିନ ମାଗଣା ଯିବାର ବ୍ୟବସ୍ଥା ଥିଲା ।

| ବିସ୍ତୃତ କାହାଣୀ | ଆଧାର |ମହାଭାରତର ଚରିତ୍ର ବଙ୍ଗଳା ଉଇକିପିଡ଼ିଆ ବା ବାଂଲା ଉଇକିପିଡ଼ିଆ (বাংলা উইকিপিডিয়া) ହେଉଛି ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିପିଡ଼ିଆର ବଙ୍ଗଳା ଭାଷା ସଂସ୍କରଣ, ଯାହାକି ଏକ ମାଗଣା ଅନଲାଇନ୍ ଏନ୍‌ସାଇକ୍ଲୋପିଡ଼ିଆ ।

ଫେଡ଼ୋରା ପ୍ରକଳ୍ପ ଖୋଲା ଓ ମାଗଣା ସଫ୍ଟବେରକୁ ଉନ୍ନତ କରିବା ନିମନ୍ତେ ତିଆରି ।

|କେମିତି ପାଇବେ|ମୋ ସାଥୀ ଆପ ଗୁଗୁଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନଲୋଡ କରିହୁଏ ।

ଗୁଗଲ ଡୁଓ ଦୁଇ ଦିନ ମଧ୍ୟରେ ଗୁଗଲ ପ୍ଲେରେ ମାଗଣା ଆପ୍ଲିକେସନ୍ମାନଙ୍କ ମଧ୍ୟରେ ୧ ନମ୍ବର ସ୍ଥାନ ଅଧିକାର କଲା ।

ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଗ୍ରାମାଞ୍ଚାଳରେ ଆଶାକର୍ମୀଙ୍କ ସହାୟତାରେ ରିହାତି ଦରରେ ମହିଳାମାନଙ୍କୁ ମାଗଣାରେ ସାନିଟାରି ପ୍ୟାଡ୍‌ ଯୋଗାଇ ଦିଆଯିବ।

| ବିଶେଷତା |ସ୍କାଇପଦ୍ୱାରା ମାଗଣା ଭିଡିଓ କଲ କରିହୁଏ, ଯେଉଁଥିରେ ଆର ପଟ ଲୋକଂକୁ ଶୁଣିବା ସହ ଦେଖି ମଧ୍ୟ ହୁଏ ।

ଜନସାଧାରଣଙ୍କୁ ମାଗଣା ଚିକିତ୍ସା ଏବଂ ମାଗଣା ଔଷଧ ଯେଭଳି ହାତ ପାଆନ୍ତାରେ ମିଳିବ ସେଥିନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିରାମୟ ଯୋଜନା କାର୍ଯ୍ୟକାରୀ କରାଯାଇଛି ।

| ଇ-ଭାଷାକୋଷ |ସୃଜନିକା ତରଫରୁ ଏହି ୭ ଖଣ୍ଡ ବହିକୁ ଏକ ସିଡ଼ି (କମ୍ପ୍ୟୁଟର)ରେ ରଖାଯାଇ ମାଗଣା ଲାଇସେନ୍ସ ଜରିଆରେ ବଣ୍ଟନ କରାଯାଉଛି ।

ଉଇକିମିଡ଼ିଆ କମନ୍ସରେ ଯେଉଁ ଲାଇସେନ୍ସ ଅନୁମତିତ ହୋଇଥାଏ ସେଗୁଡିକ ସବୁ ଜି.ଏନ୍. ୟୁ ଫ୍ରି ଡକୁମେଣ୍ଟ ଲାଇସେନ୍ସ, କ୍ରିଏଟିଭ୍ କମନ୍ସ ଆଟ୍ରିବ୍ୟୁସନ, ଓ ଆଟ୍ରିବ୍ୟୁସନ/ସେର୍ ଆଲାଇକ୍ ଲାଇସେନ୍ସ, ଅନ୍ୟାନ୍ୟ ମାଗଣା ତଥ୍ୟ ଏବଂ ଫ୍ରି ସଫ୍ଟୱେର ଲାଇସେନ୍ସ, ପବ୍ଲିକ ଡୋମେନଦ୍ୱାରା ମଧ୍ୟ ଅନୁମତିତ ହେଇଥାଏ ।

|ମାଗଣା ଦୁରଭାଷ ପାଇଁ, ହାଇକ୍ କମ୍ପାନୀ ଜିପ୍ ଫୋନ୍ସ ନାମକ ଏକ କମ୍ପାନୀକୁ କ୍ରୟ କରିଥିଲା ।

cost free's Usage Examples:

were decisions to be made that require no sacrifice then these would be cost free decisions with zero opportunity cost.


Adani Foundation has established cost free schools, the Adani Vidya Mandir, at 3 different locations in Ahmedabad.



Synonyms:

payment, charge, cost overrun, marketing cost, distribution cost, price, capital expenditure, disbursal, portage, handling cost, damage, production cost, outlay, physical value, disbursement, ransom money, borrowing cost, ransom, cost of living, terms, handling charge, spending, expenditure, replacement cost, reproduction cost, unit cost, outgo, expense, opportunity cost,

Antonyms:

nonpayment, income, empty, negative charge, positive charge,

cost free's Meaning in Other Sites