<< corbans corbeau >>

corbe Meaning in Odia (Oriya). ( corbe ଶବ୍ଦର ଓଡିଆ ଅର୍ଥ)



କର୍ବେ,

Noun:

ଭିତର ଭଣ୍ଡାର |, ସାର, ଆନ୍ତରିକତା, ଶେଲ୍ସ |,

People Also Search:

corbeau
corbeil
corbeils
corbel
corbeled
corbeling
corbelled
corbelling
corbels
corbett
corbetts
corbiculas
corbie
corbies
corby

corbe తెలుగు అర్థానికి ఉదాహరణ:

କର୍ବେଟ୍ ଜଙ୍ଗଲରେ ଦେଖାଯାଉଥିବା ଛୋଟ ବିଲେଇ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବଣଭୁଆ, ମାଛଖିଆ ବଣ ବିଲେଇ ଓ ଚିତା ବିଲେଇ ଅନ୍ୟତମ ।

ସେହି ସମୟରେ ତା'ଙ୍କ ଘନିଷ୍ଠ ବନ୍ଧୁ ଓ ଅକ୍ସ୍-ଫୋର୍ଡ୍ ପ୍ରେସ୍ର ଭାରତୀୟ ଶାଖାର ପ୍ରବନ୍ଧକ ଆର୍. ଇ. ହକିନ୍ସ୍ଙ୍କ ଅନୁରୋଧକ୍ରମେ, ୧୯୩୫ର ଜଙ୍ଗଲ କାହାଣୀମାନଙ୍କୁ ଆଧାର କରି କର୍ବେଟ୍ ଏହି ପୁସ୍ତକଟିକୁ ଲେଖିଥିଲେ ।

|ଜିମ୍ କର୍ବେଟ୍‍ଙ୍କ ଲିଖିତ ଦ ମ୍ୟାନ୍-ଇଟର୍ସ୍ ଅଫ୍ କୁମାଓଁ (Man-Eaters of Kumaon) ପୁସ୍ତକଟିରେ ତତ୍କାଳୀମ କୁମାୟୁଁ ଅଞ୍ଚଳର ନରଭକ୍ଷୀ ମହାବଳ ବାଘ ଓ କଲରାପତ୍ରିଆ ବାଘଙ୍କ ବିଷୟରେ ବର୍ଣ୍ଣନା ରହିଛି ।

| କର୍ବେଟଙ୍କଦ୍ୱାରା ଲିଖିତ ପୁସ୍ତକ | ଆଧାର |ଲେଖକ ସାଲାଇନ (ଇଂରାଜୀ ଭାଷାରେ Saline, ଅନ୍ୟ ନାମ ସାଲାଇନ ସଲ୍ୟୁସନ/saline solution) ଏକ ଦ୍ରବଣ ଯେଉଁଥିରେ ସୋଡ଼ିଅମ କ୍ଲୋରାଇଡ (sodium chloride) ଓ ପାଣି ମିଶିଥାଏ; ଏହା ଅନେକ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ହୁଏ ।

|କୌଣସି ବାଘ ମଣିଷ ମାରିବା ସିଦ୍ଧ ନ ହେଲାଯାଏଁ କର୍ବେଟ୍ ତାହାର ଶିକାର କରିବା ପାଇଁ ମନ ବଳାଉନଥିଲେ ବୋଲି ଜନସାଧାରଣରେ କଥିତ ଥିଲା ।

ଏହାର ସ୍ଥାପନରେ ଜିମ୍ କର୍ବେଟ୍ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିବାରୁ ଏହି ଜାତୀୟ ଉଦ୍ୟାନ ପରେ ତାଙ୍କରି ନାମରେ ନାମିତ ହୋଇଥିଲା ।

ଜଙ୍ଗଲ ତଥ୍ୟ (ଈଂରାଜୀରେ Jungle Lore) ନାମକ କର୍ବେଟଙ୍କ ଚତୁର୍ଥ ପୁସ୍ତକ ତାଙ୍କ ଆତ୍ମଜୀବନୀ କହିଲେ ଅତ୍ୟୁକ୍ତି ହେବନାହିଁ ।

| କେନିଆରେ ଅବସର ଜୀବନ |ନିଜ ଭଉଣୀ ମେଗି କର୍ବେଟଙ୍କ ସହିତ ଜିମ୍ “ଗର୍ନି ହାଉସ୍”ରେ ରହୁଥିଲେ ।

| ଜଳବାୟୁ |ଭାରତର ଅନ୍ୟାନ୍ୟ ସଂରକ୍ଷିତ ଜଙ୍ଗଲ ତୁଳନାରେ କର୍ବେଟ୍ ଉଦ୍ୟାନର ଜଳବାୟୁ ସାମାନ୍ୟ ସମଶୀତୋଷ୍ଣ ।

ତାଙ୍କ ସମ୍ମାନରେ ୧୯୫୭ ମସିହାରେ ଏହାକୁ କର୍ବେଟ୍ ଜାତୀୟ ଉଦ୍ୟାନ (କର୍ବେଟ୍ ଅଭୟାରଣ୍ୟ) ବୋଲି ନାମିତ କରାଗଲା ।

କେନିଆରେ ମଧ୍ୟ କର୍ବେଟ୍ କ୍ରମଶଃ ବିଲୋପ ହେଉଥିବା ବାଘମାନଙ୍କ ସଂରକ୍ଷଣର ବାର୍ତ୍ତା ପ୍ରଚାର କରୁଥିଲେ ।

|୨୦୧୪ ମସିହା ଜାନୁଆରୀ ୧୦ ତାରିଖ ସୁଦ୍ଧା କର୍ବେଟ୍ ଜାତୀୟ ଉଦ୍ୟାନର ବାଘଙ୍କ ଆକ୍ରମଣରେ ୯ ଜଣ ସ୍ଥାନୀୟ ବାସିନ୍ଦା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

କେଦାରନାଥ ଓ ବଦ୍ରିନାଥ ଯାଉଥିବା ତୀର୍ଥଯାତ୍ରୀଙ୍କ ପାଇଁ କାଳ ସାଜିଥିବା ଓ ପ୍ରାୟ ୧୨୬ଟି ଜୀବନହାନି ଘଟାଇଥିବା ରୁଦ୍ରପ୍ରୟାଗର ନରଖାଦକ କଲରା ପତରିଆ ବାଘ ୧୯୨୬ ମସିହାରେ କର୍ବେଟଙ୍କଦ୍ୱାରା ନିହତ ହୋଇଥିଲା ।

corbe's Usage Examples:

The wing of the building to the right has a circular lower storey in brick over which, supported by corbels, is an octagonal timber framed upper storey.


Inside, the ribs of a fine vaulted ceiling supporting the priest room above spring from carved corbels.


Such veils were discontinued in the English Reformation, and these corbels are.


Saint-Nicolas Keris La Souris de terre et le corbeau gris La Hutte du sabotier Le Diable devenu recteur Les Korils de Plaudren Peronnik l"idiot Les Pierres.


tower is highlighted by a semi-circular tower window and corbels with baldachins.


The building is face brick, partly painted and has two brick chimneys with dentilated and corbelled tops.


features a decorative brick corbel, small pedimented dormer, and three great flaring capped chimneys.


Usually, they are rib vaults supported by funnel-like corbe s.


The building features pilasters, corbeling, canted-brick courses, and contrasting stone trim around and between the.


It features a large corbelled brick cornice, sandstone sills and lintels, and three large brick chimneys with corbelled caps.


It has a tall front parapet with dentil-like corbels.


Brick corbeling serves as a frieze across the facade under the roof.


corbelled eaves course, corbelled stone parapet to tower, random rubble stone walling, stone quoins, stone string course to parapet, pointed archways, square-headed.



corbe's Meaning in Other Sites