corbett Meaning in Odia (Oriya). ( corbett ଶବ୍ଦର ଓଡିଆ ଅର୍ଥ)
କର୍ବେଟ୍,
ଯୁକ୍ତରାଷ୍ଟ୍ର ହେଭିୱେଟ୍ ବକ୍ସିଂ ଚାମ୍ପିଅନ୍ (1866-1933),
Noun:
ଇଚ୍ଛା,
People Also Search:
corbettscorbiculas
corbie
corbies
corby
corcass
corchorus
cord
cord blood
corda
cordage
cordages
cordaitaceae
cordaites
cordate
corbett తెలుగు అర్థానికి ఉదాహరణ:
କର୍ବେଟ୍ ଜଙ୍ଗଲରେ ଦେଖାଯାଉଥିବା ଛୋଟ ବିଲେଇ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବଣଭୁଆ, ମାଛଖିଆ ବଣ ବିଲେଇ ଓ ଚିତା ବିଲେଇ ଅନ୍ୟତମ ।
ସେହି ସମୟରେ ତା'ଙ୍କ ଘନିଷ୍ଠ ବନ୍ଧୁ ଓ ଅକ୍ସ୍-ଫୋର୍ଡ୍ ପ୍ରେସ୍ର ଭାରତୀୟ ଶାଖାର ପ୍ରବନ୍ଧକ ଆର୍. ଇ. ହକିନ୍ସ୍ଙ୍କ ଅନୁରୋଧକ୍ରମେ, ୧୯୩୫ର ଜଙ୍ଗଲ କାହାଣୀମାନଙ୍କୁ ଆଧାର କରି କର୍ବେଟ୍ ଏହି ପୁସ୍ତକଟିକୁ ଲେଖିଥିଲେ ।
|ଜିମ୍ କର୍ବେଟ୍ଙ୍କ ଲିଖିତ ଦ ମ୍ୟାନ୍-ଇଟର୍ସ୍ ଅଫ୍ କୁମାଓଁ (Man-Eaters of Kumaon) ପୁସ୍ତକଟିରେ ତତ୍କାଳୀମ କୁମାୟୁଁ ଅଞ୍ଚଳର ନରଭକ୍ଷୀ ମହାବଳ ବାଘ ଓ କଲରାପତ୍ରିଆ ବାଘଙ୍କ ବିଷୟରେ ବର୍ଣ୍ଣନା ରହିଛି ।
|କୌଣସି ବାଘ ମଣିଷ ମାରିବା ସିଦ୍ଧ ନ ହେଲାଯାଏଁ କର୍ବେଟ୍ ତାହାର ଶିକାର କରିବା ପାଇଁ ମନ ବଳାଉନଥିଲେ ବୋଲି ଜନସାଧାରଣରେ କଥିତ ଥିଲା ।
ଏହାର ସ୍ଥାପନରେ ଜିମ୍ କର୍ବେଟ୍ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିବାରୁ ଏହି ଜାତୀୟ ଉଦ୍ୟାନ ପରେ ତାଙ୍କରି ନାମରେ ନାମିତ ହୋଇଥିଲା ।
| ଜଳବାୟୁ |ଭାରତର ଅନ୍ୟାନ୍ୟ ସଂରକ୍ଷିତ ଜଙ୍ଗଲ ତୁଳନାରେ କର୍ବେଟ୍ ଉଦ୍ୟାନର ଜଳବାୟୁ ସାମାନ୍ୟ ସମଶୀତୋଷ୍ଣ ।
ତାଙ୍କ ସମ୍ମାନରେ ୧୯୫୭ ମସିହାରେ ଏହାକୁ କର୍ବେଟ୍ ଜାତୀୟ ଉଦ୍ୟାନ (କର୍ବେଟ୍ ଅଭୟାରଣ୍ୟ) ବୋଲି ନାମିତ କରାଗଲା ।
କେନିଆରେ ମଧ୍ୟ କର୍ବେଟ୍ କ୍ରମଶଃ ବିଲୋପ ହେଉଥିବା ବାଘମାନଙ୍କ ସଂରକ୍ଷଣର ବାର୍ତ୍ତା ପ୍ରଚାର କରୁଥିଲେ ।
|୨୦୧୪ ମସିହା ଜାନୁଆରୀ ୧୦ ତାରିଖ ସୁଦ୍ଧା କର୍ବେଟ୍ ଜାତୀୟ ଉଦ୍ୟାନର ବାଘଙ୍କ ଆକ୍ରମଣରେ ୯ ଜଣ ସ୍ଥାନୀୟ ବାସିନ୍ଦା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।
ତାଙ୍କ ପିତା ଖ୍ରୀଷ୍ଟୋଫର୍ ୱିଲିୟମ୍ କର୍ବେଟ୍ ଓ ମାତା ମେରି ଜେନଙ୍କ ପରିବାରରେ ସମୁଦାୟ ୧୬ ଜଣ ସନ୍ତାନ ସନ୍ତତି ଥିଲେ ।
| ଶିକାରୀରୁ ସଂରକ୍ଷଣବାଦୀ |ନିଜ ବନ୍ଧୁ ଫ୍ରେଡରିକ୍ ୱାଲ୍ଟର୍ ଚାମ୍ପିୟନଙ୍କଦ୍ୱାରା ଅନୁପ୍ରାଣିତ ହୋଇ କର୍ବେଟ୍ ୧୯୨୦ ମସିହାରେ ନିଜ ପ୍ରଥମ କ୍ୟାମେରା କିଣିଥିଲେ ଓ ବଣରେ ବାଘମାନଙ୍କ ଚିତ୍ର ଉତ୍ତୋଳନ କରିବାକୁ ଲାଗିଲେ ।
ଖ୍ରୀଷ୍ଟୋଫର୍ କର୍ବେଟ୍ ୧୮୬୨ରେ ସାମରିକ ସେବାରୁ ଅବ୍ୟାହତି ନେଇ ନୈନିତାଲକୁ ଆସିଥିଲେ ଓ ସେଠାରେ ଡାକସେବାରେ କାମ କରିବା ଆରମ୍ଭ କଲେ ।