<< contributing contributions >>

contribution Meaning in Odia (Oriya). ( contribution ଶବ୍ଦର ଓଡିଆ ଅର୍ଥ)



ସଦସ୍ୟତା, କର, ଯୋଗୋଦାନ, ପ୍ରଦତ୍ତ ବସ୍ତୁ,

Noun:

କର, ଯୋଗୋଦାନ, ସଦସ୍ୟତା,

contribution తెలుగు అర్థానికి ఉదాహరణ:

|୧୯୭୯ରେ ଜନତାପାର୍ଟି ସରକାର ଭାଙ୍ଗିବା ପରେ ଏବଂ ମୂଳ ଜସସଂଘର ନେତାମାନଙ୍କର ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ-ଏହି ଦ୍ୱୈତ ସଦସ୍ୟତାକୁ ଦେଇ ବିବାଦ ଉପୁଜିବାରୁ ଅଟଳଙ୍କ ନେତୃତ୍ୱରେ ନାନାଜୀ ଦେଶମୁଖ, ଲାଲକୃଷ୍ଣ ଆଡ଼ଭାନୀ ଓ ବଲରାଜ ମାଧୋକ ପ୍ରମୁଖ ନେତାମାନେ ଜନତାପାର୍ଟିରୁ ଅଲଗା ହୋଇ ଭାରତୀୟ ଜନତା ପାର୍ଟି ଗଠନ କଲେ ।

ଏତଦ୍ ବ୍ୟତୀତ ଫ୍ରାନ୍ସର ସମ୍ରାଟ, ଡେନମାର୍କର ରାଜା, ସ୍ପେନର ରାଣୀଙ୍କ ଠାରୁ ଅନେକ ପୁରସ୍କାର ପାଇବା ସହିତ ଆମେରିକାର ଅନେକ ବିଜ୍ଞାନ ଓ କଳା ସଂଗଠନରେ ସଦସ୍ୟତା ପାଇଥିଲେ।

୨୦୧୪ ବେଳକୁ ଏହାର ସଦସ୍ୟତା ଥିଲା ୫୦-୬୦ ଲକ୍ଷ (୫-୬ ନିୟୁତ) ।

୧୯୬୮ ମସିହାଠାରୁ ଜବାହରଲାଲ ନେହେରୁ ସ୍ମାରକ ପାଣ୍ଠି ପକ୍ଷରୁ ଜବାହରଲାଲ ନେହେରୁ ସ୍ମାରକ ଅଧିସଦସ୍ୟତା (Jawaharlal Nehru Memorial Fellowship) ପୁରସ୍କାର ମଧ୍ୟ ଦିଆଯାଉଛି ।

ଏହି ବିବାଦ ଯୋଗୁଁ ସେ ୧୯୦୬ ମସିହାରେ ବ୍ରହ୍ମ‌ବିଦ୍ୟା ସମାଜରେ ନିଜର ସଦସ୍ୟତା ତ୍ୟାଗ କରିଥିଲେ।

ପ୍ରତି ଦୁଇ ବର୍ଷରେ ସଦନର ଏକ ତୃତୀୟାଂଶ ସଦସ୍ୟଙ୍କ ସଦସ୍ୟତା ସମାପ୍ତ ହୋଇଥାଏ ।

ହାଉସ ରୁଲ୍ସ କମିଟିର ସଦସ୍ୟତା ବଢ଼ାଇବା ଲାଗି ଦରକାର ଭୋଟ ପାଇଁ ଏହା ଆବଶ୍ୟକ ଥିଲା ଓ ଏହାଦ୍ୱାରା ଆଇନ ପ୍ରସ୍ତୁତି ବିଧିରେ ଡେମୋକ୍ରାଟ ମାନଙ୍କୁ ବହୁମତ ମିଳିପାରିଲା ।

|ସଦସ୍ୟତା|ପ୍ରତ୍ୟେକ ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ ।

୧୮୫୮ରେ ରୟାଲ ସ୍ୱେଡିସ ଏକାଡେମିର ବିଦେଶୀ ସଦସ୍ୟ ଭାବେ ତାଙ୍କୁ ସଦସ୍ୟତା ମିଳିଥିଲା।

୨୦୧୯ ସୁଦ୍ଧା ଏହା ଜାତୀୟ ସଂସଦ ତଥା ରାଜ୍ୟସଭାରେ ପ୍ରତିନିଧିତ୍ୱ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜନୈତିକ ଦଳ ଏବଂ ପ୍ରାଥମିକ ସଦସ୍ୟତା ଦୃଷ୍ଟିରୁ ଏହା ବିଶ୍ୱର ସର୍ବବୃହତ ଦଳ ।

contribution's Usage Examples:

Authorized by an act of Congress on June 7, 1924, funds to construct the memorial were provided by the contributions of both organizations and individual citizens of the District.


Towards the end of his life the government recognized him as a Living National Treasure for his contribution to Japanese culture.


German zoologist who made contributions in the fields of herpetology, carcinology and ichthyology.


(male) contribution to seed is always a doubleness allele, while the female contribution is either a doubleness or a singleness allele.


Using these re-estimations, the contribution of TFP was substantially lower.


Their roster has also featured contributions from American hip hop artists including Bigg Jus, Busdriver, Mike Ladd and French hip hop group TTC.


The publication included contributions by Ann Cvetkovich, Vaginal Davis, Jennifer Doyle, Jack Halberstam, Catherine Lord, Richard Meyer, Ulrike Müller, and Dean Spade.


Finally, integrate all infinitesimally thin spherical shell with mass of and we can obtain the total gravity contribution of a solid ball to the object outside the ballF_{total} \int dF_r \frac{Gm}{r^2} \int dM.


Partisan groups in Latvia, Lithuania, and Estonia made a significant contribution to the Soviet victory.


A dormant partnership (stille Gesellschaft) comes into existence when a person makes a contribution to an existing enterprise (company, partnership, sole proprietorship) and shares in the latter's profits.


made contributions to the departments of Christian literature, polemics, exegetics, and apologetics.



Synonyms:

effort, end, part, endeavor, share, attempt, try, endeavour,

Antonyms:

abstain, refrain, inactivity, worst, best,

contribution's Meaning in Other Sites