<< contribution contributive >>

contributions Meaning in Odia (Oriya). ( contributions ଶବ୍ଦର ଓଡିଆ ଅର୍ଥ)



ଅବଦାନ, କର, ଯୋଗୋଦାନ, ସଦସ୍ୟତା,

Noun:

କର, ଯୋଗୋଦାନ, ସଦସ୍ୟତା,

contributions తెలుగు అర్థానికి ఉదాహరణ:

|ନଭେମ୍ବର ୨୦୧୧ରେ ଭାରତୀୟ କମ୍ପ୍ୟୁଟର ସୋସାଇଟି ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଇ-ଗଭର୍ଣାନ୍ସ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଇ-ରତ୍ନ ପୁରସ୍କାର ଦିଆଯାଇଥିଲା ସୂଚନା ଓ ଯୋଗାଯୋଗ ବୈଷିୟିକି (ଆଇସିଟି)କୁ ବିଭାଗୀୟ ସ୍ତରରେ ସଫଳ କରାଇଥିବା କାରଣରୁ ତାଙ୍କୁ ସିଏସ୍ଆଇ ନିହିଲେଣ୍ଟ ଇ-ଗଭର୍ଣାନ୍ସ ପୁରସ୍କାର ୨୦୧୧ ପୁରସ୍କାର ପ୍ରଦାନ କରାଯାଇଥିଲା ।

ବିଜ୍ଞାନର ଅବଦାନ ଅତୁଳନୀୟ କିନ୍ତୁ ସମ୍ଭବତଃ ଦେଖିବାକୁ ଗଲେ ଆମେ ଦେଖିବା ପ୍ରକୃତରେ ଏହା ସୂର୍ଯ୍ୟଙ୍କର ଯେଗୁଁ ସମ୍ଭବ।

ବିଜ୍ଞାନ ଓ ସାହିତ୍ୟରେ ପାରଦର୍ଶିତା ଲାଭ କରିଥିବା, ନୃସିଂହ ଚରଣ ଉଭୟ କ୍ଷେତ୍ରରେ ନିଜର ଅବଦାନ ନିମନ୍ତେ ବହୁବାର ପୁରସ୍କୃତ ହେଇଥିଲେ ।

ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ତାଙ୍କୁ ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା ବୋଲି କହିଛନ୍ତି ।

| ଟେଲିଭିଜନ ଧାରାବାହିକ |ଅମ୍ବର ଧାରା (ଧରା)|ଦୋ ସହେଲିଆଁ (ମୈଥିଲୀ)|ବିଦାୟି (ସାକ୍ଷୀ ରାଜବଂଶ୍)| ଚଳଚ୍ଚିତ୍ର ଜଗତକୁ ଅବଦାନ |ମର୍ଡର ୨ (୨୦୧୧) - ରେଶମା| ଆଧାର | ବାହାର ଆଧାର |ଓଲିଉଡ଼|ଓଡ଼ିଆ ସିନେ ଅଭିନେତ୍ରୀ|ଜୀବିତ ବ୍ୟକ୍ତି ବୁଦ୍ଧିଆ ସିଂ ଭାରତର ଓଡ଼ିଶାରେ ରହୁଥିବା ଏକ ବାଳକ ।

ଶିରିଡି ସାଇବାବା ଅଷ୍ଟୋତ୍ତରଶତନାମାବଳୀ ସାଇଙ୍କୁ ପ୍ରସନ୍ନ କରିବାପାଇଁ ଭକ୍ତମାନଙ୍କର ଅବଦାନ ବୋଲି ବିଶ୍ୱାସ କରାଯାଏ ।

ଉଭୟ ରାଜ୍ୟ ସରକାରଙ୍କର ବଜେଟ ଏବଂ ସାଧାରଣ ଜନତାଙ୍କର ସିଧା ସଳଖ ଅବଦାନରୁ ଏଥିରେ ପାଣ୍ଠି ଯୋଗାଡ଼ ହୋଇଥାଏ ।

ଓଡ଼ିଆ କବିତା, ଗଳ୍ପ, ନାଟକ ଓ ଅଭିନୟ ତଥା ଚିତ୍ରଶିଳ୍ପ ଓ ସ୍ଥାପତ୍ୟ ଆଦିରେ ଅବଦାନ ରହିଛି ।

ତାଙ୍କର ଉଲ୍ଲେଖନୀୟ ଅବଦାନ ବାଇଗଣ ଓ ଆଖୁ ଉପରେ ପର୍ଯ୍ୟବସିତ ଥିଲା ।

| ମେଘନାଦଙ୍କର ଅବଦାନ |ସେ ଭାରତରେ ବିଜ୍ଞାନର ପ୍ରସାର ଓ ପ୍ରଚାର ପାଇଁ ଆଲାହାବାଦରେ ବିଜ୍ଞାନ ଏକାଡେମୀ ପ୍ରତିଷ୍ଠା କରାଇଥିଲେ ।

|ତାଙ୍କର ତତ୍ତ୍ୱମୂଳକ ପଦାର୍ଥ ବିଜ୍ଞାନରେ ବିଶେଷ ଅବଦାନ ରହିଛି, ତନ୍ମଧ୍ୟରେ ରୋଜର ପେନରୋଜଙ୍କ ସହ ସାଧାରଣ ଅପେକ୍ଷିକବାଦ ଉପରେ ପର୍ଯ୍ୟବସିତ ମହାକର୍ଷଣ ଶକ୍ତି ଓ କୃଷ୍ଣଗର୍ତ୍ତର ବିକିରଣ ସମ୍ପର୍କରେ ତାଙ୍କର ଅବଦାନ ଅନ୍ୟତମ ।

contributions's Usage Examples:

Authorized by an act of Congress on June 7, 1924, funds to construct the memorial were provided by the contributions of both organizations and individual citizens of the District.


German zoologist who made contributions in the fields of herpetology, carcinology and ichthyology.


Their roster has also featured contributions from American hip hop artists including Bigg Jus, Busdriver, Mike Ladd and French hip hop group TTC.


The publication included contributions by Ann Cvetkovich, Vaginal Davis, Jennifer Doyle, Jack Halberstam, Catherine Lord, Richard Meyer, Ulrike Müller, and Dean Spade.


made contributions to the departments of Christian literature, polemics, exegetics, and apologetics.


Eadie Medal is an award of the Royal Society of Canada for contributions in engineering and applied science.


Grant, as well as his contributions to a reevaluation of the Reconstruction era, and for advancing the field of African-American.


Mississippi artists and celebrates the contributions of arts and entertainment enterprisers in every artistic discipline.


He was also the maintainer of GNU Emacs for a time, and made many contributions to the software that was created for the GNU Project between 1986 and 1994.


One of her contributions to the Harlem Renaissance was her literary acclaimed short novel Poets Evening; it helped the understanding within the African-American communities, resulting in many African Americans coming to terms with identifying and accepting themselves.


He also added a new preface denouncing Lindbergh"s contributions to the technology of terror bombing as well.



Synonyms:

effort, end, part, endeavor, share, attempt, try, endeavour,

Antonyms:

abstain, refrain, inactivity, worst, best,

contributions's Meaning in Other Sites