<< contrario contrariwise >>

contrarious Meaning in Odia (Oriya). ( contrarious ଶବ୍ଦର ଓଡିଆ ଅର୍ଥ)



ବିରୋଧୀ,

ମୁକାବିଲା କରିବା କଷ୍ଟକର |,

contrarious తెలుగు అర్థానికి ఉదాహరణ:

ସରକାର ଭାରତୀୟ ସମ୍ବିଧାନର ଧାରା ୨୧ଦ୍ୱାରା ଅଧିକୃତ ହୋଇ ଏଭଳି ଅଧିନିୟମ ଜାରୀ କରିପାରିବେ ବୋଲି ଉଲ୍ଲେଖ କରିବା ସତ୍ତ୍ୱେ ପ୍ରଖ୍ୟାତ ଆଇନବିତ୍ ନାନାଭୋୟ୍ ପାଲକିବାଲା କେଶବାନନ୍ଦଙ୍କୁ ଏହି ଅଧିନିୟମ ସମ୍ବିଧାନ ବିରୋଧୀ ଏବଂ ଏହା ବିରୁଦ୍ଧରେ ମାମଲା ଦାୟର କରିବାପାଇଁ ପ୍ରବର୍ତ୍ତାଇଥିଲେ ।

ମଣ୍ଡେଲା ଏହାକୁ ବିରୋଧ କରିଥିଲେ ଯେହେତୁ ଏହା ଅଣ ଜାତୀୟ କଂଗ୍ରେସ ନେତୃତ୍ୱରେ ହୋଇଥିଲା; କିନ୍ତୁ ଅନେକ କଳା ଆଫ୍ରିକୀୟ ଏଥିରେ ଭାଗ ନେବାରୁ "ସପ୍ରେସନ ଅଫ କମ୍ୟୁନିଷ୍ଟ ଆକ୍ଟ, ୧୯୫୦"ର ପ୍ରଣୟନ ହୋଇଥିଲା ଏବଂ ସମସ୍ତ ବିରୋଧୀ ଦଳକୁ ଏହି ନିୟମ ପ୍ରଭାବିତ କରିଥିଲା ।

|ଆଧାର|ବାହାର ଆଧାର|୧୯୫୧ ଜନ୍ମ|ଜୀବିତ ବ୍ୟକ୍ତି|୮ମ ଓଡ଼ିଶା ବିଧାନ ସଭାର ସଭ୍ୟ|୯ମ ଓଡ଼ିଶା ବିଧାନ ସଭାର ସଭ୍ୟ|୧୧ଶ ଓଡ଼ିଶା ବିଧାନ ସଭାର ସଭ୍ୟ|୧୪ଶ ଓଡ଼ିଶା ବିଧାନ ସଭାର ସଭ୍ୟ|୧୬ଶ ଓଡ଼ିଶା ବିଧାନ ସଭାର ସଭ୍ୟ|ଭାରତୀୟ ନେତା|ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସାଂସଦ|ଓଡ଼ିଶା ବିଧାନ ସଭାର ବିରୋଧୀ ଦଳ ନେତା ଆଳୁ ଭଜା ଭାତ ଓ ରୁଟି ସହିତ ଖିଆ ଯାଉଥିବା ଏକ ପାର୍ଶ୍ୱ ଭୋଜନ ।

ଆଣ୍ଟିଫଙ୍ଗାଲ (ଫିମ୍ପିବିରୋଧୀ) ଔଷଧ ଦେଇ ଏହାର ଚିକିତ୍ସା କରାଯାଏ ।

ଏହି ଯୁଗ୍ମ ଔଷଧରେ ସଲଫାଡକ୍‌ସିନ (sulfadoxine) ନାମ ଥିବା ଏକ ପ୍ରକାର ସଲଫୋନାମାଇଡ (sulfonamide) ଓ ପାଇରିମେଥାମିନ (pyrimethamine) ଭଳି ଏକ ପ୍ରୋଟୋଜୋଆ ବିରୋଧୀ (antiprotozoal) ଔଷଧ ଥାଏ ।

ସେମାନଙ୍କର ଅନୁସନ୍ଧାନରୁ ଏହା ମଧ୍ୟ ସିଦ୍ଧାନ୍ତ ନିଆଯାଇଛି ଯେ ଯେଉଁମାନଙ୍କର ଭାବପ୍ରବଣତାର ଅଭାବ ରହିଛି ସେମାନେ ସାମାଜିକ ବିରୋଧୀ ଆଚରଣ (ଯେପରିକି ଡ୍ରଗ୍ ଏବଂ ମଦ୍ୟପାନ, ଶାରୀରିକ ଝଗଡ଼ାଝାଟି, ଭଙ୍ଗାରୁଜା) ପ୍ରତି ପ୍ରବୃତ୍ତ ଅଟନ୍ତି, ଯାହା ମାନସିକ ସ୍ୱାସ୍ଥ୍ୟ ଏବଂ ଚାପଗ୍ରସ୍ତ ଭାବନାକୁ ପ୍ରତିଫଳିତ କରିଥାଏ ।

|ଗୀତ|ଆଧାର|ବାହାର ଆଧାର|୧୯୮୫ର ଓଡ଼ିଆ କଥାଚିତ୍ର ଇଟ୍ରାକନାଜଲ (ଇଂରାଜୀ ଭାଷାରେ Itraconazole) ଏକ କବକ ବିରୋଧୀ ବା ଆଣ୍ଟିଫଙ୍ଗାଲ ଔଷଧ (antifungal medication) ଯାହା କବକ ସଂକ୍ରମଣ (fungal infections) ଚିକିତ୍ସାରେ ବ୍ୟବ‌ହାର କରାଯାଏ ।

|ଅପରପକ୍ଷରେ ଗବେଷକ ଡଃ ନୀଳକଣ୍ଠ ମିଶ୍ର ଉଲ୍ଲେଖ କରିଛନ୍ତି ଯେ, ଖ୍ରୀ.ଅ ୧୨୭୦ରେ ମାଧବାଚାର୍ଯ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ କାଳରେ ଏକ ଯାତ୍ରାରେ ଦୁଇ ପ୍ରକାର ରଥ ବ୍ୟବହାର ଶାସ୍ତ୍ର ବିରୋଧୀ ବୋଲି ମତ ଦେଇ ମାଳିନୀ ନଦୀ ପୋତି ବଡ଼ଦାଣ୍ଡରେ ମାତ୍ର ତିନି ଗୋଟି ରଥରେ ରଥଯାତ୍ରା ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ ।

ଛାୟା ପୋକେମୋନ ହେଉଛନ୍ତି ସେହି ପୋକେମୋନ ଯାହାର ହୃଦୟଟି ସିଫରଦ୍ୱାରା ଏକ ବିରୋଧୀ ଦଳଦ୍ୱାରା ମଇଳା କରିଦିଆ ଯାଇଥାଏ ।

|ପ୍ରତିକ୍ରିୟା|ବିଜେପି ସେ ସମୟରେ ସଂସଦର ବିରୋଧୀ ଭୂମିକା ତୁଲାଉଥିଲେ ।

ଅମର୍ତ୍ତ୍ୟସମ୍ପତ୍ ଅନୁସରଣ କରୁଥିବା ବ୍ୟକ୍ତି ; ଅର୍ଥାତ୍ ଯେ ସୁପ୍ରଶିକ୍ଷିତ, ଦୂରଦୃଷ୍ଟିସମ୍ପନ୍ନ, ଉତ୍ତମ ସ୍ମରଣଶକ୍ତିର ଅଧିକାରୀ, ସାହସୀ, ସୁଭାଷୀ, ଉତ୍ସାହୀ, ନିଜ ବିଦ୍ୟାରେ ପାରଙ୍ଗମ, ଚରିତ୍ରବାନ୍, ସୁସ୍ଥ, ପରୋପକାରୀ, ଟାଳଟୁଳ ନୀତିର ବିରୋଧୀ, ସ୍ଥିରମନା, ଧର୍ମ ଅନୁସରଣକାରୀ, ଶତ୍ରୁତା ଓ ଘୃଣାଭାବରୁ ଦୂରେଇ ରହୁଥିବା ବ୍ୟକ୍ତି ; ଅମର୍ତ୍ତ୍ୟ ହେବାକୁ ଯୋଗ୍ୟ ବୋଲି ଅର୍ଥଶାସ୍ତ୍ର କୁହେ ।

contrarious's Usage Examples:

nation, or citie, is repugnant to nature, contumelie to God, a thing most contrarious to his reueled will and approued ordinance, and finallie it is the subuersion.


whether that we have done anything prejudicial to our commonwealth or yet contrarious unto that debtful obedience which true subjects owe to their superiors….


the absent King, What with the injuries of a wanton time, The seeming sufferances that you had borne, And the contrarious winds that held the King So long.


of a wanton time, The seeming sufferances that you had borne, And the contrarious winds that held the King So long in his unlucky Irish wars That all in.


273 Scottish newsletter referring to "storme and contrarious wyndis" forwarded by Asheby.


On account of the "sundrie contrarious windis" that delayed the Danish fleet, on 11 October James VI asked East.


authorities during his period of residence (prematurely cut short) was both contrarious and phenomenal.



Synonyms:

unregenerate, obstinate, cross-grained, stubborn,

Antonyms:

docile, compromising, obedient, tractable, penitent,

contrarious's Meaning in Other Sites