contrastingly Meaning in Odia (Oriya). ( contrastingly ଶବ୍ଦର ଓଡିଆ ଅର୍ଥ)
ଅପରପକ୍ଷେ,
ବିପରୀତ ପକ୍ଷରେ,
People Also Search:
contrastivecontrasts
contrasty
contratemps
contravene
contravened
contravenes
contravening
contravention
contraventions
contrecoup
contretemps
contributary
contribute
contributed
contrastingly తెలుగు అర్థానికి ఉదాహరణ:
ଅପରପକ୍ଷେ ଚିତା ଉପଦ୍ବୀପକୁ ମିକାୱା ରାଜ୍ଯରେ ମିଶାଇ ନୁକାତା ରାଜ୍ଯରେ ପରିଣତ କରାଗଲା ।
ଅପରପକ୍ଷେ ଜଳପ୍ରୀତିଅଣୁଗୁଡ଼ିକ ଜଳ ପ୍ରତି ଆକର୍ଷିତ ହୁଅନ୍ତି।
ଅପରପକ୍ଷେ, ଉନବିଂଶ ଶତାବ୍ଦୀର ବ୍ରିଟିଶ ପ୍ରାକୃତିକବାଦୀ ଆଲଫ୍ରେଡ ରସେଲ ୱାଲେସ ଏହାର ମାଂସର ସ୍ୱାଦକୁ "ଅତ୍ୟଧିକ ସ୍ବାଦଯୁକ୍ତ ବାଦାମ କଷ୍ଟାର୍ଡ" ଭାବରେ ବର୍ଣ୍ଣନା କରିଥିଲେ ।
ଶୁମାକର୍ ଅପରପକ୍ଷେ ଅନେକ ବ୍ୟକ୍ତିଗତ କୀର୍ତ୍ତିମାନ ସ୍ଥାପନ କରିଥିଲେ ।
ତେଣୁ ଧ୍ୱନି ତରଙ୍ଗ ଉତ୍ସ ଶ୍ରୋତା ଆଡ଼କୁ ଯାଉଥିବା ସମୟରେ ପରିଲକ୍ଷିତ ଆବୃତ୍ତି ପ୍ରକୃତ ଆବୃତ୍ତିଠାରୁ ଅଧିକ ଜଣାପଡ଼େ ଓ ଅପରପକ୍ଷେ ଧ୍ୱନି ଉତ୍ସ ଶ୍ରୋତାଠାରୁ ଦୂରକୁ ଯାଉଥିବା ସମୟରେ ପରିଲକ୍ଷିତ ଆବୃତ୍ତି ପ୍ରକୃତ ଆବୃତ୍ତିଠାରୁ କମ୍ ଥିବା ପରି ଜଣାପଡ଼େ ।
ଅପରପକ୍ଷେ ଟ୍ରାଇକୋଡେସ୍ମିଅମ୍ ସିଆନୋଥେସେ ଭଳି ପ୍ରଜାତି ମୁଖ୍ଯ ସାମୁଦ୍ରିକ ଯବକ୍ଷାରଜାନ ବିବନ୍ଧକ ଅଟନ୍ତି।
|ଅପରପକ୍ଷେ ଈଂରାଜୀ ଶବ୍ଦ panther (ପ୍ୟାନ୍ଥର୍)ଟି ପାରମ୍ପରିକ ଲାଟିନ୍ ଶବ୍ଦ panthēraରୁ; ଯାହା ପ୍ରାଚୀନ ଗ୍ରୀକ୍ ଶବ୍ଦ pánthēr (πάνθηρ)ରୁ ଗୃହୀତ ବୋଲି ଅନୁମାନ କରାଯାଏ ।
ଅପରପକ୍ଷେ କଳା ଜାଗୁଆରର ଚମଡ଼ା ଧୀରେ ଧୀରେ ଚକଲେଟ୍ ପରି ରଂଗର ହୋଇଯାଏ ।
ଅପରପକ୍ଷେ ସରଳତମ ବହୁକୋଷୀ ଜୀବମାନଙ୍କ କୋଷମାନେ ପରସ୍ପର ଉପରେ ନିର୍ଭର କରଥାନ୍ତି।
ଅପରପକ୍ଷେ ଲାଓସ୍ ଦେଶରେ ପାଣିବୋମା ବଦଳରେ ସ୍ଥାୟୀ ନାଇଲନ୍ ଜାଲ ବ୍ୟବହାର ଈରାବତୀ ଡଲ୍ଫିନ୍ ପ୍ରତି ବିପଦ ସୃଷ୍ଟି କରିଛି ।
ଅପରପକ୍ଷେ କୃଷ୍ଣଗର୍ତ୍ତ ମଧ୍ୟରେ ସ୍ଥାନ-କାଳ ସଂରଚନା ସମ୍ପୂର୍ଣ୍ଣଭାବେ ବିକୃତ ।
ଅପରପକ୍ଷେ କାର୍ଯ୍ୟପାଳିକା ତନ୍ତ୍ରରେ କାର୍ଯ୍ୟପାଳ ବହୁସମୟରେ ଦେଶର ମୁଖ୍ଯ ଥାଆନ୍ତି ଏବଂ ନିଜର ଅଧିକାର ପାଇଁ ବ୍ଯବସ୍ଥାପିକା ଉପରେ ନିର୍ଭର କରନ୍ତି ନାହିଁ ।
ସାଧାରଣତଃ ସହରୀ ପ୍ରଶାସନ ଗୌଣ କାର୍ଯ୍ୟାଦି କରିଥାଏ, ଅପରପକ୍ଷେ ରାଜ୍ଯ ପ୍ରଶାସନ ପାଖରେ ଅଧିକାଂଶ ଶକ୍ତି ରହିଥାଏ ।
contrastingly's Usage Examples:
GamePro was contrastingly unimpressed with the controls on the SNES, considering the use of Game Boy much simpler.
feelings and desires (本音, hon"ne, "true sound"), and "tatemae" refers contrastingly to the behavior and opinions one displays in public (建前, tatemae, "built.
The forewing is rounded and relatively contrastingly marked, the background colour is grey with clear brownish sprinkling.
large-scale works, the Violin Concerto and the Second Symphony, and is a contrastingly short and gentle piece, lasting under eight minutes in performance.
They are also characterised by curly crests and contrastingly-coloured crissums (the area around the cloaca).
contrastingly coloured waistcoat, such as in buff or dove gray, still seen in morning dress and black lounge suit.
along their body, and all have a whitish-edged tail that is marked contrastingly with black, red or yellow.
This somewhat roundish and contrastingly marked cockroach is mainly found on the ground in scrub.
Its plumage is mainly olive and brown, and the outer rectrices are contrastingly yellow.
Discolampa ethion, the banded blue Pierrot, is a contrastingly marked butterfly found in South Asia that belongs to the blues or family Lycaenidae.
sunbirds because the fringe of their bib usually includes a band of contrastingly coloured feathers.
moths due to their vividly colored hindwings that are often covered by contrastingly dark, drab forewings.
Relatively small for eagles and contrastingly patterned like a falcon, this species was earlier placed in the genus.