<< contrariety contrariness >>

contrarily Meaning in Odia (Oriya). ( contrarily ଶବ୍ଦର ଓଡିଆ ଅର୍ଥ)



ପ୍ରତିବାଦରେ, ପ୍ରତିକୂଳ, ବିପରୀତ ପକ୍ଷରେ,

Adverb:

ପ୍ରତିକୂଳ,

contrarily తెలుగు అర్థానికి ఉదాహరణ:

ଲୋକେ ଏହାର ପ୍ରତିବାଦରେ ବହୁ ପନ୍ଥା ଆପଣାନ୍ତି ଯାହା ବନ୍ୟଜନ୍ତୁଙ୍କ ପାଇଁ ବିପଜ୍ଜନକ ।

ସେହି ଘଟଣାର ପ୍ରତିବାଦରେ ଘୁମୁସରର ୩୦୦/୪୦୦ କନ୍ଧ ବାଣପୁରରେ ପଶି ସରକାରୀ ଖଜଣାଖାନା ଲୁଟ୍ କଲେ ଓ ସରକାରୀ ଦପ୍ତର ସବୁ ଆକ୍ରମଣ କଲେ ।

କିନ୍ତୁ ସରକାର ଓଡ଼ିଶାର ନ୍ୟାଯ୍ୟ ଦାବି ଗ୍ରହଣ ନକରିବାରୁ ତା'ର ପ୍ରତିବାଦରେ ସେ ପ୍ରଥମ ସତ୍ୟାଗ୍ରହୀ ଭାବରେ ସୀମା ଆନ୍ଦୋଳନର ନେତୃତ୍ୱ ନେଇ କାରାବରଣ କରିଥିଲେ ।

ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ ପ୍ରତିବାଦରେ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା ।

ତେଣୁ ରାଣୀ ମୋହନ କୁମାରୀ ରାଜ୍ୟ ଶାସନ ପରିଚାଳନା କରିବା ପ୍ରତିବାଦରେ ସମ୍ବଲପୁର ଅଞ୍ଚଳରେ ବିଦ୍ରୋହର ବହ୍ନି ଜଳି ଉଠିଥିଲା ।

ଏହି ବେସାମରିକ ଭାରତୀୟମାନେ ଦୁଇ ଜାତୀୟ ନେତା ସତ୍ୟ ପାଲ୍ ଓ ସୈଫୁଦିନ୍ କିଚ୍‌ଲୁଙ୍କ ଗିରଫ୍ ଓ ଦେଶାନ୍ତରୀକରଣ ପ୍ରତିବାଦରେ ଏକତ୍ରିତ ହୋଇଥିଲେ ।

| ବିବାଦ |୨୦୧୮ ମସିହା ଅଗଷ୍ଟ ୪ ତାରିଖରେ ବଙ୍ଗଳାଦେଶର ସଡ଼କ ସୁରକ୍ଷା ପାଇଁ ଚାଲିଥିବା ପ୍ରତିବାଦରେ କାଜି ନସ୍ୱାବ ଭୁଲ ତଥ୍ୟ ଚାରିଆଡ଼େ ପ୍ରଚାର କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ ।

ଏହାର ପ୍ରତିବାଦରେ ମଣ୍ଡେଲା ନିଜର ପାସ ଜଳାଇ ଦେଇଥିଲେ ଏବଂ ଦେଶ ସାରା ବିରୋଧ ହେବାରୁ ସରକାର ସାମରିକ ଆଇନ ଲାଗୁ କରିବାକୁ ବାଧ୍ୟ ହେଲେ ।

contrarily's Usage Examples:

land for development, thus financing the construction of the metro, and contrarily, metro access was deemed necessary for making development attractive.


amphetamine however, and the adamantane derivatives have been described contrarily as "adaptogens" and as "actoprotectors".


president, who is not subjected to the confidence of the parliamentary majority, contrarily to the prime minister.


Payne contrarily gives a performance where he enunciates every syllable with relish and dramatic weight, resulting in a performance that is entirely captivating whenever he is on screen.


(Ki) 420 nM; DA (Ki) 440 nM), which has the effective result of DMS contrarily behaving as a serotonin-norepinephrine-dopamine reuptake inhibitor (SNDRI).


home-construction section is reported as housing starts, though this is contrarily denominated in terms of distinct habitation units, rather than distinct.


Two studies involving isolated, largely homogenetic communities have contrarily mapped putative gene locations to chromosomes.


dominion of humans is promised, but contrarily, the author of Ecclesiastes, bewails the vanity of all human effort.



Synonyms:

contrariwise, perversely,

contrarily's Meaning in Other Sites