contagious disease Meaning in Odia (Oriya). ( contagious disease ଶବ୍ଦର ଓଡିଆ ଅର୍ଥ)
ସଂକ୍ରମିତ ରୋଗ, ସଂକ୍ରାମକ ରୋଗ,
Noun:
ସଂକ୍ରାମକ ରୋଗ,
People Also Search:
contagiouslycontagium
contagiums
contain
containable
contained
container
container ship
container vessel
containerise
containerised
containerises
containerising
containerization
containerize
contagious disease తెలుగు అర్థానికి ఉదాహరణ:
|ସଂକ୍ରମଣ ଚିକିତ୍ସାଯୋଗ୍ୟ ହୋଇଥିଲେ ମୂଳ ସଂକ୍ରମିତ ରୋଗୀର ପୁନଃସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବା ।
ପ୍ରଥମେ ଯୁବତୀ ଓ କିଶୋରୀମାନେ ଯୌନରୋଗ ସଂକ୍ରମିତ ରୋଗରେ ପୀଡ଼ିତ ହୋଇପାରନ୍ତି ବା ଗର୍ଭଧାରଣ ବେଳର ଜଟିଳତା ବା ଅସୁରକ୍ଷିତ ଗର୍ଭପାତ ।
ପୁଣି ଯୌନଶିକ୍ଷାଦ୍ୱାରା ଅବାଞ୍ଛିତ ଗର୍ଭଧାରଣ ଓ ଯୌନ ସଂକ୍ରମିତ ରୋଗଙ୍କ ପ୍ରତିଷେଧ ତଥା ନିରାକରଣ ସମ୍ଭବପର ।
| ଅମାନସିକ ରୋଗ |ଅନେକ ଗୁଡିଏ ସ୍ନାୟବିକ, ଖାଦ୍ୟାଦ୍ୱାରା, ସଂକ୍ରମିତ ରୋଗଦ୍ୱାରା ମଧ୍ୟ ଅବସାଦ ହୋଇପାରେ ।
ମାଈ ଏଡିସ ମଶା ଗୋଟିଏ ଡେଙ୍ଗୁ ସଂକ୍ରମିତ ରୋଗୀକୁ ଜ୍ୱର ହେବାର ପ୍ରଥମ ୨-୧୦ ଦିନ ମଧ୍ୟରେ କାମୁଡି ରକ୍ତ ଶୋଷିଲେ ତାହାର ଖାଦ୍ୟ ନଳୀ କାନ୍ଥର (Wall) ଜୀବକୋଷ ସଂକ୍ରମିତ ହୁଏ ।
|ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୫% ମୃତ୍ୟୁ ବରଣ କରନ୍ତି ।
ପାଏଲୋନେଫ୍ରାଇଟିସ୍ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୪୦% ରୋଗୀ ଡାକ୍ତରଖାନାରୁ ରୋଗ ଆଣି ଥାଆନ୍ତି ।
ସଂକ୍ରମିତ ରୋଗଙ୍କ ମଧ୍ୟରୁ ୧୦% ଲୋକଙ୍କର ମୃତ୍ୟୁ ସଙ୍କଟ ଥାଏ ।
ସ୍କୁଲ ପିଲା, ଅନୁଷ୍ଠାନରେ ରହୁଥିବା ଲୋକ ଓ ସଂକ୍ରମିତ ରୋଗୀଙ୍କ ସେବା କରୁଥିବା ଲୋକଙ୍କର ଏହି ରୋଗ ସଙ୍କଟ ରହେ ।
ସଂକ୍ରମିତ ରୋଗୀକୁ ଟେଟାନସ୍ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଦିଆଯାଏ ଓ ଏହା ନ ମିଳିଲେ ଶୀରାମାଧ୍ୟମ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulin ବା (IVIG)) ଦିଆଯାଏ ।
| ଲକ୍ଷଣ ଓ ଚିହ୍ନ |ସ୍ୱାଭାବିକ ଭାବରେ ୮୦% ଡେଙ୍ଗୁ ଭୁତାଣୁ ସଂକ୍ରମିତ ରୋଗୀ ଲକ୍ଷଣହୀନ ହୁଅନ୍ତି ବା ସାମାନ୍ୟ ଲକ୍ଷଣ ଯେପରିକି ଜଟିଳତା ବିହୀନ (asymptomatic) ଜ୍ୱର ହୁଏ ।
ତେବେ ନାଇଜିରିଆରେ ପ୍ରଥମ ସଂକ୍ରମିତ ରୋଗୀଙ୍କ ସଂପର୍କରେ ଜଣା ପଡ଼ିଥିଲା ପ୍ରାୟ ଗୋଟିଏ ଦଶନ୍ଧିପରେ, 1960 ମସିହାରେ ।
ହେପାଟାଇଟିସ ସି ଭୁତାଣୁ (hepatitis C virus) (ଏଚସିଭି) ଜେନୋଟାଇପ ୧ଦ୍ୱାରା ସଂକ୍ରମିତ ରୋଗୀମାନଙ୍କ ମଧ୍ୟରୁ ଏହି ଔଷଧଦ୍ୱାରା ୯୪%ରୁ ୯୯% ଲୋକ ଆରୋଗ୍ୟ ଲାଭ କରନ୍ତି ।
contagious disease's Usage Examples:
called contagious diseases when they are easily transmitted by contact with an ill person or their secretions (e.
Community transmission The spread of a contagious disease to an individual with no known contact with other infected populations.
family hiding in a forest as the Earth is taken over by a highly contagious disease.
release certificate is a document, in both paper and digital format, attesting that its bearer is immune to a contagious disease.
Ovine pulmonary adenocarcinoma (OPA), also known as ovine pulmonary adenomatosis, or jaagsiekte, is a chronic and contagious disease of the lungs of sheep.
contagious disease that is or should be treated differently from other contagions or entails benefits not available to those suffering from other diseases.
called physical distancing, is a set of non-pharmaceutical interventions or measures intended to prevent the spread of a contagious disease by maintaining a.
also known as Gumboro disease, infectious bursitis and infectious avian nephrosis, is a highly contagious disease of young chickens and turkeys caused by.
infectious bursitis and infectious avian nephrosis, is a highly contagious disease of young chickens and turkeys caused by infectious bursal disease.
Chickenpox, also known as varicella, is a highly contagious disease caused by the initial infection with varicella zoster virus (VZV).
show gratitude for helping them recover from contagious diseases like chicken pox.
called pig plague based on the German word Schweinepest) is a highly contagious disease of swine (Old World and New World pigs).
The smallpox vaccine was the first vaccine to be developed against a contagious disease.
Synonyms:
sexually transmitted disease, Cupid's disease, social disease, dose, diphtheria, scarlet fever, rubeola, STD, morbilli, Venus's curse, grippe, venereal disease, pox, contagion, trench mouth, communicable disease, VD, Vincent's angina, Vincent's infection, measles, Cupid's itch, influenza, venereal infection, scarlatina, flu,
Antonyms:
bring to,