contagiums Meaning in Odia (Oriya). ( contagiums ଶବ୍ଦର ଓଡିଆ ଅର୍ଥ)
ସଂକ୍ରମଣ,
Adjective:
ସଂକ୍ରାମକ,
People Also Search:
containcontainable
contained
container
container ship
container vessel
containerise
containerised
containerises
containerising
containerization
containerize
containerized
containerizes
containerizing
contagiums తెలుగు అర్థానికి ఉదాహరణ:
|ଏହାର ଅନ୍ତଃଶୋସକ (inhaled) ଶ୍ରେଣୀର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସାଧାରଣଃ ଶ୍ୱାସ ସଂକ୍ରମଣ, କାଶ ଓ ମୁଣ୍ଡବଥା ହୁଏ ।
ଏସଏଆରଏସ (SARS-CoV) କରୋନାଭୂତାଣୁ ଯୋଗୁ ତୀବ୍ର ଶ୍ୱାସକ୍ରିୟା ସିଣ୍ଡ୍ରୋମ ବା ସିଭିଅର ଆକ୍ୟୁଟ ରେସପିରେଟରି ସିଣ୍ଡ୍ରୋମ (severe acute respiratory syndrome (SARS)) ହୁଏ ଯେଉଁଥିରେ ଏକ ସ୍ୱତନ୍ତ୍ର ନିଦାନ ଯୋଗୁ ଉଭୟ ଉର୍ଦ୍ଧ୍ୱ ଓ ନିମ୍ନ ଶ୍ୱାସକ୍ରିୟା ସଂକ୍ରମଣ (upper ଓ lower respiratory tract infection) ହୋଇପାରେ ।
|ସଂକ୍ରମଣଦ୍ୱାରା ଇମ୍ମ୍ୟୁନ୍ ପ୍ରତିକ୍ରିୟା ପ୍ରଭାବିତ ହୋଇ ସେପ୍ସିସ କରାଏ ।
| ନବଜାତ ଧନୁଷ୍ଟଙ୍କାର |କଟା ନାହି ସଂକ୍ରମଣ ଯୋଗୁ ଏହି ରୋଗ ହୁଏ ।
ସଂକ୍ରମଣ (infections), କେତେକ ଔଷଧ, ଚାପ, ଫ୍ଲାଭା ବିନସ (fava beans) ଭଳି ଖାଦ୍ୟ ଯୋଗୁ ରୋଗର ଟ୍ରିଗର ହୋଇ ଲୋହିତ ରକ୍ତ କଣିକାମାନ ନଷ୍ଟ ହୋଇଯାଆନ୍ତି ।
ଅନ୍ୟାନ୍ୟ କାରଣ ମଧ୍ୟରେ ମଦ୍ୟାତ୍ୟୟ, ନନ୍ ଆଲକୋହୋଲିକ ସ୍ଟିଏଟୋହେପାଟାଇଟିସ (nonalcoholic steatohepatitis) (nash/ଏନଏଏସଏଚ), କେତେକ ଔଷଧ, ଟକ୍ସିନ/ବିଷ, ଅନ୍ୟ କେତେକ ସଂକ୍ରମଣ ଓ ଅଟୋଇମ୍ମ୍ୟୁନ ରୋଗ (autoimmune diseases) ଉଲ୍ଲେଖନୀୟ ଅଟେ ।
ଏହି ଶବ୍ଦ ଅନ୍ୟ ପ୍ରସଙ୍ଗରେ ମଧ୍ୟ ବ୍ୟବହୃତ ହୁଏ ଯଥା ସାମାଜିକ ବୈଜ୍ଞାନିକ ଗବେଷଣାରେ ପ୍ରତିଭାଗୀମାନେ ଗବେଷଣା ପ୍ରକ୍ରିୟା ଏବଂ ଏହା ପାଇଁ ଥିବା ସମ୍ମତି ବୁଝିପାରିବେ ଓ ସମ୍ମତି ଦେବେ ବୋଲି ନିଶ୍ଚିତ କରିବାକୁ କୁହାଯିବା ବେଳେ, କିମ୍ବା ଯୌନ କାର୍ଯ୍ୟରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତି କୌଣସି ପରିଣାମ (ଯୌନ ସଂକ୍ରମଣ ଏବଂ/କିମ୍ବା ରୋଗ ପାଇଁ) ବିଷୟରେ ସଚେତନ ରହିବା ପାଇଁ ଜଣାଯାଇଥିବା ସମ୍ମତି ଦେଇଥାନ୍ତି ।
ଅତ୍ୟଧିକ ମେନିଙ୍ଗୋକୋକାଲ୍ ଓ ନେମୋକୋକାଲ୍ ସଂକ୍ରମଣ ହେଲେ ଆଡ୍ରେନାଲ୍ ଗ୍ରନ୍ଥି ମଧ୍ୟରେ ରକ୍ତ ସ୍ରାବ ହୁଏଦ୍ୱାରା ଘାତକ ବାଟରହାଉସ୍ ଫ୍ରିଡେରିକ୍ସନ୍ ସିନ୍ଡ୍ରୋମ୍ (Waterhouse-Friderichsen syndrome) ବେମାରୀ ହୋଇପାରେ ।
|ନିଦାନୀୟ ନମୁନା|ସଂଜ୍ଞାନୁସାରେ ଅଣ-ସଂକ୍ରମଣକ୍ଷମ ମାନବ ବା ପଶୁ ପଦାର୍ଥମାନଙ୍କୁ ନିଦାନୀୟ ନମୁନା କୁହାଯାଏ ଯେଉଁଥିରେ ଥାଏ ରକ୍ତ, ଲାଳ (saliva), ନିଷ୍କାସିତ ଦ୍ରବ୍ୟ (excreta), ଶାରୀରିକ ତନ୍ତୁ (tissue), ତନ୍ତୁ ତରଳ ପଦାର୍ଥ (tissue fluid) ଓ ରକ୍ତ ସଞ୍ଚାରଣ ନିମନ୍ତେ ରକ୍ତ ପଦାର୍ଥ (blood products) ।
|ସଂକ୍ରମଣ ଚିକିତ୍ସାଯୋଗ୍ୟ ହୋଇଥିଲେ ମୂଳ ସଂକ୍ରମିତ ରୋଗୀର ପୁନଃସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବା ।
କଣ୍ଟାକ୍ଟ ଲେନ୍ସ ଲଗେଇଲେ ଦୃଷ୍ଟି କ୍ଷେତ୍ର ବୃଦ୍ଧି ହୁଏ କିନ୍ତୁ ଏହା ଯୋଗୁ ସଂକ୍ରମଣ ସଙ୍କଟ ରହେ ।
ନିର୍ଦ୍ଦିଷ୍ଟ ଭାବରେ ଏହା ସେଲ୍ୟୁଲାଇଟିସ୍, ମୂତ୍ରନଳୀ ସଂକ୍ରମଣ (urinary tract infections), ନିମୋନିଆ, ଏଣ୍ଡୋକାର୍ଡ଼ାଇଟିସ (endocarditis), ଗଣ୍ଠି ସଂକ୍ରମଣ ( joint infection) ଓ ପିତ୍ତନଳୀ ସଂକ୍ରମଣ (biliary tract infections) ରୋଗମାନଙ୍କରେ ଦିଆଯାଏ ।