conservationist Meaning in Odia (Oriya). ( conservationist ଶବ୍ଦର ଓଡିଆ ଅର୍ଥ)
ସଂରକ୍ଷଣବାଦୀ,
Noun:
ରକ୍ଷଣଶୀଳ |,
People Also Search:
conservationistsconservations
conservatism
conservatisms
conservative
conservative judaism
conservative party
conservatively
conservativeness
conservatives
conservatoire
conservatoires
conservator
conservatories
conservators
conservationist తెలుగు అర్థానికి ఉదాహరణ:
ଏପରି କାର୍ଯ୍ୟକଳାପ ବ୍ୟାଘ୍ର ସଂରକ୍ଷଣବାଦୀ ଓ ପ୍ରକୃତି ପ୍ରେମୀଙ୍କ ମହଲରେ ଏହା ଅସନ୍ତୋଷ ସୃଷ୍ଟି କରିଛି ।
|ଆଧାର ବାଲ୍ମିକ ଥାପର (ଜନ୍ମ ୧୯୫୨) ଜଣେ ଭାରତୀୟ ପ୍ରକୃତିପ୍ରେମୀ, ପରିବେଶବିତ୍, ସଂରକ୍ଷଣବାଦୀ ଓ ଲେଖକ ।
ସଂରକ୍ଷଣବାଦୀ ବିଲୀ ଅର୍ଜନ୍ ସିଂଙ୍କ ପ୍ରଚେଷ୍ଟା ଯୋଗୁଁ ଜାନୁଆରୀ ୧୯୭୭ ମସିହାରେ ଏହାକୁ ଏକ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଲା ।
|ଆଧାର ସରୋଜ ରାଜ ଚୌଧୁରୀ ଜଣେ ଭାରତୀୟ ପରିବେଶବିତ୍, ବନ୍ୟଜନ୍ତୁ ସଂରକ୍ଷଣବାଦୀ, ଲେଖକ ଏବଂ ଓଡ଼ିଶା ସରକାରଙ୍କ ଅଧୀନରେ ପ୍ରଥମ ଜଙ୍ଗଲ ସଂରକ୍ଷଣକାରୀ ଥିଲେ ।
| ଶିକାରୀରୁ ସଂରକ୍ଷଣବାଦୀ |ନିଜ ବନ୍ଧୁ ଫ୍ରେଡରିକ୍ ୱାଲ୍ଟର୍ ଚାମ୍ପିୟନଙ୍କଦ୍ୱାରା ଅନୁପ୍ରାଣିତ ହୋଇ କର୍ବେଟ୍ ୧୯୨୦ ମସିହାରେ ନିଜ ପ୍ରଥମ କ୍ୟାମେରା କିଣିଥିଲେ ଓ ବଣରେ ବାଘମାନଙ୍କ ଚିତ୍ର ଉତ୍ତୋଳନ କରିବାକୁ ଲାଗିଲେ ।
ତାହା ପରଠାରୁ ବାନ୍ଧବଗଡ଼ର ପ୍ରାକୃତିକ ସମ୍ବଳର ସୁରକ୍ଷା କରାଯାଇଆସୁଛି ଓ ଅନେକ ସଂରକ୍ଷଣବାଦୀ ପଦକ୍ଷେପ ମଧ୍ୟ ନିଆଯାଇଛି ।
ଲାଓରେ ପ୍ରବାହିତ ମେକଂଗ୍ ନଦୀର ଉପତ୍ୟକାରେ କାନାଡାର ସଂରକ୍ଷଣବାଦୀ ଇଆନ୍ ବେର୍ଡ୍ ଲାଓ ସାମାଜିକ ମାଛଶିକାର ଓ ଡଲ୍ଫିନ୍ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିଛନ୍ତି ।
ବର୍ତ୍ତମାନର ନାମ ବିଖ୍ୟାତ ଲେଖକ ଓ ସଂରକ୍ଷଣବାଦୀ ଜିମ୍ କର୍ବେଟ୍ଙ୍କ ନାମାନୁସାରେ ରଖାଯାଇଛି ।
ଈଂରେଜ ଶାସନାଧୀନ ଭାରତର ପ୍ରସିଦ୍ଧ ଶିକାରୀ ଓ ସଂରକ୍ଷଣବାଦୀ ଜିମ୍ କର୍ବେଟ୍ ଏହି ଦୁଇଟି କଲରାପତରିଆ ବାଘଙ୍କ ଶିକାର କରିଥିଲେ ।
|ଜଣେ ପ୍ରତିବଦ୍ଧ ସଂରକ୍ଷଣବାଦୀ, ସୁଗତା କୁମାରୀ ଥିରୁବନନ୍ତପୁରମ ପ୍ରକୃତିର ସଂରକ୍ଷଣ ପାଇଁ ସଚିବ ଭାବରେ କାର୍ଯ୍ୟ କରିଥିଲେ ।
|ଆଧାର|ଦକ୍ଷିଣ ଏସୀୟ ଖାଦ୍ୟ ଫତେ ସିଂ ରାଠୋର୍ (୧୦-ଅଗଷ୍ଟ-୧୯୩୮ରୁ ୧-ମାର୍ଚ୍ଚ-୨୦୧୧) ଜଣେ ଭାରତୀୟ ବ୍ୟାଘ୍ର ସଂରକ୍ଷଣବାଦୀ ।
ଡଲ୍ଫିନ୍ ଧରିବା ବା ଶିକାର କରିବା ଉପରେ ନିଷେଧାଦେଶ, ଡଲ୍ଫିନ୍ମାନଙ୍କ ବ୍ୟବସାୟ ବନ୍ଦ କରିବା, ସ୍ଥାୟୀ ଜାଲର ବ୍ୟବହାର ଉପରେ ରୋକ ଲଗାଇବା ଇତ୍ୟାଦି ଏଠାରେ ନିଆଯାଇଥିବା କେତେକ ସଂରକ୍ଷଣବାଦୀ ପଦକ୍ଷେପର ଉଦାହରଣ ।
conservationist's Usage Examples:
The social conservationists were skeptical about panaceas for social ills.
conservationists wrote later that the zoo had no other choice under the circumstances, and that it highlighted the danger of zoo animals near humans.
"Autopsy confirms snake bite killed SC conservationist, coroner says".
Saalumarada Thimmakka Edward Abbey (writer, activist, philosopher) Ansel Adams (photographer, writer, activist) Bayarjargal Agvaantseren (Mongolian conservationist).
scientists and conservationists agree that no place on earth is completely untouched by humanity, either due to past occupation by indigenous people, or through.
Derek Ratcliffe, 75, British conservationist.
conservationists at Cape Adare, Victoria Land, unearthed an ice-covered fruitcake that they believe once belonged to the British explorer Robert Falcon.
1914 – 2 July 2010) was an English author, conservationist, curator, needlewoman and textile expert.
Minard Crommelin MBE (1881–1972) was an Australian postmistress and environmental conservationist.
1844 – September 6, 1926) was an American social activist, inventor, conservationist, and leading figure of the early woman"s movement.
10, 1923 – December 1, 2000) was a Canadian-American fly fisherman, conservationist, and writer.
(1824–1876), American politician George Whitmore (mountain climber) (1931–2021), American mountain climber and conservationist George Whitmore (writer) (1945–1989).
Synonyms:
reformist, environmentalist, meliorist, crusader, social reformer, Green, reformer, tree hugger,
Antonyms:
conservative,