conservational Meaning in Odia (Oriya). ( conservational ଶବ୍ଦର ଓଡିଆ ଅର୍ଥ)
ସଂରକ୍ଷଣ,
Noun:
ଅନନ୍ତତା |, ସୁରକ୍ଷା, ସଞ୍ଚୟ କରନ୍ତୁ |,
People Also Search:
conservationistconservationists
conservations
conservatism
conservatisms
conservative
conservative judaism
conservative party
conservatively
conservativeness
conservatives
conservatoire
conservatoires
conservator
conservatories
conservational తెలుగు అర్థానికి ఉదాహరణ:
|ସଂରକ୍ଷଣ ସ୍ଥିତି|ସମସ୍ତ ପେଚାମାନଙ୍କୁ ଲୁପ୍ତପ୍ରାୟ ବନ୍ଯଜୀବଜନ୍ତୁଙ୍କର ଅନ୍ତର୍ରାଷ୍ଟ୍ରୀୟ ବାଣିଜ୍ଯ ସମ୍ମୀଳନୀର ଅନୁଚ୍ଛେଦ-IIରେ ଲିପିବଦ୍ଧ ।
ମଧ୍ୟପ୍ରଦେଶ ବନ ବିଭାଗ, ତାଜ ସଫାରୀ, ଭାରତୀୟ ବନ୍ୟଜୀବ ସଂସ୍ଥା ଓ ଆଫ୍ରିକୀୟ ସଂରକ୍ଷଣ ନିଗମର ମିଳିତ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା ।
ସଂରକ୍ଷଣ ରାୟ - ସେପ୍ଟେମ୍ବର ୧୦: ମୁକେଶ, ବିନୟ, ଅକ୍ଷୟ, ପୱନଙ୍କୁ ଅନ୍ୟାନ୍ୟ ଦଫା ସହ ୧୩ଟି ଅପରାଧରେ ଗଣ ବଳାତ୍କାର, ଅପ୍ରାକୃତିକ ଅପରାଧ ଏବଂ ପୀଡ଼ିତାର ହତ୍ୟା ଏବଂ ପୀଡ଼ିତାର ପୁରୁଷ ବନ୍ଧୁଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କଲେ ।
| ସଂକ୍ଷିପ୍ତ ଜୀବନୀ |ଓଡ଼ିଶାରେ ଜନ୍ମିତ ସରୋଜ ରାଜ ଚୌଧୁରୀ ଓଡ଼ିଶା ସରକାରଙ୍କ ବନ ଅଧିକାରୀ ଭାବରେ ନିଜର ବୃତ୍ତି ଆରମ୍ଭ କରିଥିଲେ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଅଧିକାରୀ ଭାବରେ ପଦବୀରେ ଅବସ୍ଥାପିତ ହୋଇଥିଲେ ।
ଅନ୍ୟ ସମସ୍ତ ପାନ୍ଥେରା ପ୍ରଜାତିର ଜୀବଙ୍କ ତୁଳନାରେ କଲରାପତରିଆ ବାଘ ସର୍ବାଧିକ ସଂଖ୍ୟାରେ ଜୀବିତ ଅଛନ୍ତି, ଯେବେକି ଅନ୍ୟ ପ୍ରଜାତିଙ୍କ ସଂରକ୍ଷଣ ସ୍ଥିତି ନୈରାଶ୍ୟଜନକ ରହିଛି ।
|୨୦୦୬ ମସିହାରେ ସ୍ଥାପତ୍ୟ ବୃତ୍ତି ଦେଶର ଐତିହାସିକ ସ୍ଥାନଗୁଡିକର ଐତିହ୍ୟ ସଂରକ୍ଷଣ ପାଇଁ ପାକିସ୍ଥାନ ସରକାରଙ୍କଦ୍ୱାରା ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଲାରୀଙ୍କୁ ସୀତାରା-ଇ-ଇମିତିଆଜ୍ ପ୍ରଦାନ କରାଯାଇଥିଲା ।
ପରେ ୨୦୦୪ ମସିହାରେ ଭାରତର ପ୍ରକୃତି ସଂରକ୍ଷଣ ସଂଘର କେତେକ ବୈଜ୍ଞାନିକ ଏହାକୁ ଏକ ନୂତନ ପ୍ରଜାତି ଭାବେ ଚିହ୍ନଟ କରିଥିଲେ ।
ଅଧିକନ୍ତୁ ସାମାଜିକ ତଥା ଅର୍ଥନୈତିକ ପଛୁଆ ବର୍ଗ ଭାବରେ ସେମାନଙ୍କୁ ଶିକ୍ଷାନୁଷ୍ଠାନ ଏବଂ ଚାକିରିରେ ସଂରକ୍ଷଣ ପ୍ରଦାନ କରାଯିବା ଉଚିତ ।
ପରବର୍ତ୍ତୀ ସମୟରେ ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବୀକ ଚାଷ କରି ଲୋକ ଲୋଚନକୁ ଆସିଥିଲେ ।
|୧୮୪୫ ମସିହାରେ ଏକ ସଂରକ୍ଷଣ ଯୋଜନାର ପ୍ରାରମ୍ଭ ହେଲା ।
|ପ୍ର.ପା.ବି.ପା. ବିଶ୍ୱର ସର୍ବବୃହତ ସଂରକ୍ଷଣ ସଂସ୍ଥା ଅଟେ ।
|ଇଣ୍ଡୋନେସିଆର ମହାକାମ ନଦୀରେ ବିରଳ ଜଳଜୀବଙ୍କ ସଂରକ୍ଷଣ (ବିଶେଷ କରି ଈରାବତୀ ଡଲ୍ଫିନ୍ଙ୍କ ସଂରକ୍ଷଣ ଓ ସେମାନଙ୍କ ଅଧିବାସର ପୁନରୁତ୍ଥାନ) ନିମନ୍ତେ ଏକ ପ୍ରକଳ୍ପ ଆରମ୍ଭ ହୋଇଛି ।
ସେହିଭଳି ଅନୁଚ୍ଛେଦ-୨ର ପ୍ରାଣୀମାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବାରୁ ଏହି ପ୍ରକାର ଅନ୍ତର୍ଜାତୀୟ ସ୍ତରରେ ହେଉଥିବା ସଂରକ୍ଷଣ ଯୋଜନା ଓ ସହଯୋଗଦ୍ୱାରା ସେମାନଙ୍କର ବହୁତ ଲାଭ ହେବ ବୋଲି ଆଶା କରାଯାଉଛି ।
conservational's Usage Examples:
Pinetum at Bedgebury, Kent, in the United Kingdom, is a recreational and conservational arboretum and, with the National Arboretum at Westonbirt, comprises.
Machairs have received considerable ecological and conservational attention, chiefly because of their unique ecosystems.
Community Woodland, both popular local attractions and important areas of conservational activity.
to protected areas (natural or semi-natural) of exceptional European conservational interest.
with conventional methods of gluing collage elements, he developed a conservational method of affixing the disparate pieces together via tiny hinges of.
The primary purposes of the lake are for flood control and conservational storage.
atoll is free of introduced mammalian predators, making it an essential conservational habitat.
philanthropic efforts in protecting and helping Somali refugees, and for his conservational efforts around Kenya.
The museum covers historical, conservational and research aspects and promotes the city’s musical heritage.
project developers; To set standards for funding and archaeological and conservational methods used in studying the “knowledge of the history of mankind”;.
In turn, this gave rise to progressive opinion, in contrast with conservational opinion.
the Pacific Seabird Group are exclusively scientific, educational, conservational, and nonprofit.
The park is a nature-conservational, recreational, culturally enlightening, and scientifically researching.