<< commoner commonest >>

commoners Meaning in Odia (Oriya). ( commoners ଶବ୍ଦର ଓଡିଆ ଅର୍ଥ)



ସାଧାରଣ ଲୋକ,

Noun:

ସାଧାରଣ ଲୋକ,

commoners తెలుగు అర్థానికి ఉదాహరణ:

କାହାର ମୃତ୍ୟୁ ପରେ ସାଧାରଣ ଲୋକଙ୍କୁ ପଚରାଉଚରା କରି ଏକ ସୁବ୍ୟବସ୍ଥିତ ପ୍ରଣାଳୀରେ ମୃତ୍ୟୁର କାରଣ ନିର୍ଣ୍ଣୟ କରିବାକୁ ଭର୍ବାଲ୍ ଅଟୋପ୍ସି କୁହାଯାଏ ।

ଶିଳ୍ପ ପ୍ରକାଶ ଅନୁସାରେ ସାଧାରଣ ଲୋକଙ୍କଠାରୁ ଯନ୍ତ୍ର ଶକ୍ତିକୁ ପ୍ରଚ୍ଛନ୍ନ ରଖିବା ନିମନ୍ତେ ବାହ୍ୟ ଆଭୂଷଣ ଭାବେ ମୈଥୁନ ମୂର୍ତ୍ତି ବା ରାମଚନ୍ଦ୍ରଙ୍କ ଭାଷାରେ 'କାମ ବନ୍ଧ' ବ୍ୟବହାର କରାଯାଏ ।

|ଏସିଆର ଅନେକ ଦେଶରେ ଈରାବତୀ ଡଲ୍‍ଫିନ୍‍ମାନଙ୍କୁ ପୋଷା ମନାଯାଏ, ପ୍ରଶିକ୍ଷଣ ଦିଆଯାଏ ଓ ସାଧାରଣ ଲୋକଙ୍କ ମନୋରଞ୍ଜନ ପାଇଁ ନିର୍ମିତ ଜଳକ୍ରୀଡା ଉଦ୍ୟାନରେ ବ୍ୟବହାର କରାଯାଏ ।

|ଲିଓନାର୍ଡ଼ୋ ମିଲାନର ଅନାମଧେୟ ସାଧାରଣ ଲୋକଙ୍କ ମୁହଁ ଏହି ଚିତ୍ରରେ ବ୍ୟବହାର କରିଥିଲେ ।

ସାଧାରଣ ଲୋକଙ୍କ କ୍ରୟ, ବ୍ୟବହାର ବା ସହରର ସଡ଼କରେ ଏଗୁଡ଼ିକୁ ଚଳାଇବା ମନା ।

ଏହା ଫଳରେ ସାଧାରଣ ଲୋକେ ଏହାର ବ୍ୟବହାରର ସୁଯୋଗ ପାଇଲେ ।

ଏହାର ଭାଷା ସାଧାରଣ ଲୋକଙ୍କ ପକ୍ଷରେ ଅତ୍ୟନ୍ତ ଦୁର୍ବୋଧ୍ୟ ।

ଏହି ରୋଗଟି ପ୍ରାୟ ଶତକଡ଼ା ୦.୬ ଭାଗ ସାଧାରଣ ଲୋକମାନଙ୍କଠାରେ ଦେଖାଦେଇଥାଏ ।

ଯଥା ଘୃତ ଘିଅ, ଗୃହସ୍ତ ଗେରଥ/ଗେରସ୍ତ/ଗୁରସ୍ତ/ଗିରସ୍ତ, ମୃଗ ମିରିଗ, ଶୃଗାଳ ଶିଆଳ, କୃମି କୁରୁମି, ମୃତକ ମୂର୍ତ୍ତିକିଆ, କୃତ କିଆ ଆଦିକୁ ସାଧାରଣ ଲୋକେ ଲେଖାରେରୁ ସ୍ଥାନରେ ଋ ଓ ଋ ସ୍ଥାନରେରୁ ବ୍ୟବହାର କରିଥାନ୍ତି।

ସାଧାରଣ ଲୋକ ବାୟୁ ନଥିଲେ କଅଣ ହୁଆନ୍ତା ଅନୁମାନ କରିପାରିନଥିଲେ ବରଂ ଆରିଷ୍ଟୋଟଲଙ୍କ ବିରୁଦ୍ଧାଚରଣ କରୁଥିବାରୁ ଗାଲିଲିଓଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିଥିଲା ।

|P L \cdot \frac{c\,(1 + c)^n}{(1 + c)^n - 1}|ଯେଉଁଠାରେ|ମାସିକ ସ୍ଥାୟୀ ଦେୟ: P|ଋଣର ପରିମାଣ: L|ଋଣ ପରିଶୋଧର ସମୟ: n ମାସ ଏବଂ|ମାସିକ ସୁଧ ହାର: c| ଋଣ ଶୋଷଣ |ରୁଣକର୍ତ୍ତାଙ୍କୁ ଅସୁବିଧାରେ ପକେଇବାକୁ ନିୟମହୀନ ବଜାର (ମୁଖ୍ୟତଃ ବ୍ୟକ୍ତିଗତ ଋଣ ସାଧାରଣ ଲୋକଙ୍କଠାରୁ ଆଣିଲେ)ର ଋଣଦାତାମାନେ ଶୋଷଣ କରିଥାନ୍ତି ।

commoners's Usage Examples:

The sport was played by commoners and royalty, such as King James VI and Mary, Queen of Scots, alike.


of a civil war on the planet Masada, where an elite Theocracy lives in cylindric habitats in orbit and violently rules over commoners enslaved to laborious.


The name and the variant of 'Rietesel' were also known among commoners in Vorpommern/Western Pomerania around Stralsund.


In order to lay out the enclosures, six surveyors and mathematicians were employed, but the enterprise was opposed by 23 commoners, who proceeded to destroy existing fencing and prevented new fencing from being erected.


Arising from the court tradition of waka, renga was cultivated by the warrior class as well as by courtiers, and some of the best renga poets, such as Sōgi, were commoners.


at the “Heroon”, at Tomb I, Tomb II and discovered and excavated the unplundered Tomb III and some graves of commoners also buried under the Great Tumulus.


The fact that Shishin never speaks, and always wears the mask of an oni, has led to commoners speaking of him as actually being the human-eating ogre in question.


member of the aristocracy, due to a massive influx of commoners via the Table of ranks.


rank and file were mostly formed of commoners (pejorative nickname: "cheesemongers"), the bulk of the gentlemen-troopers were pensioned off.


generated by royal ennoblements of hitherto commoners.


are peasants or commoners that use their great wit and intellect to get the better of their superiors, other people of higher social status, and each other.


arms, this according to a 1762 royal act; commoners using open visors or "noblemen"s shield" (Adelig Sköld) are subjected to a fine.


Should such a system become law, the former princesses would still be commoners but would.



Synonyms:

soul, Joe Bloggs, burgher, nonentity, secular, individual, person, cypher, Joe Blow, man in the street, somebody, common person, cipher, worker, rustic, mortal, plebeian, John Doe, prole, everyman, someone, bourgeois, layman, layperson, pleb, common man, proletarian, nobody,

Antonyms:

lower-class, clergy, middle-class, upper-class, clergyman,

commoners's Meaning in Other Sites