commons Meaning in Odia (Oriya). ( commons ଶବ୍ଦର ଓଡିଆ ଅର୍ଥ)
କମନ୍ସ, ଜନସାଧାରଣ, ସାଧାରଣ ଲୋକ,
Noun:
ଜନସାଧାରଣ |,
People Also Search:
commonsensecommonsensical
commonweal
commonweals
commonwealth
commonwealth country
commonwealth day
commonwealth of australia
commonwealth of dominica
commonwealth of independent states
commonwealth of puerto rico
commonwealth of the bahamas
commonwealths
commorant
commorants
commons తెలుగు అర్థానికి ఉదాహరణ:
| କ୍ରିଏଟିଭ କମନ୍ସ |୨୦୧୩ରେ କ୍ୟାଥରିନ କାସର୍ଲି କ୍ରିଏଟିଭ କମନ୍ସ ଛାଡ଼ିବା ପରେ ମର୍କଲେ ଏହାର ସିଇଓ ଭାବେ ୨୦୧୪ରେ ଯୋଗଦେଇଥିଲେ ।
କିନ୍ତୁ କମନ୍ସ ସବୁ ବର୍ଗର ଫାଇଲସ୍ ଗ୍ରହଣ କରେ ଅର୍ଥାତ, ଉନ୍ନତତମ ମାନର ଫାଇଲସ୍, ସାଧାରଣ ପ୍ରକାରର ଫାଇଲସ୍ ଇତ୍ୟାଦି।
ଡାନିଏଲ୍ କିଂଜ଼ଲର୍ ଆପ୍ଲିକେସନ ମାନ ଲେଖିଥିଲେ ଉପଯୁକ୍ତ ବିଭାଗରେ ଉପ୍ଳୋଅଡେଡ଼ ଫାଇଲ୍ସ୍ମାନ("କମନ ସେନ୍ସ"), ଉଇକିମେଡ଼ିଆ ପ୍ରକଳ୍ପସବୁରେ ଫାଇଲ୍ସ କିପରି ବ୍ୟବହୃତ ("ଚେକ ଇଉସେଜ଼), ଯେଉଁ ଚିତ୍ର ମାନଙ୍କର କପିରାଇଟ ନାହିଁ ସେଗୁଡିକୁ ଠାବ କରିବା("ଅନଟ୍ୟଆଗ୍ଦ ଇମେଜେସ") ଏବଂ ପ୍ରଯୁଜ୍ୟ ଉଇକି ଗୁଡ଼ିକ ନିମନ୍ତେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନେବା ପାଈଁ ଖବର ପଠାଏ("କମନ୍ସ ଟିକର")।
| ଆଧାର |ଭାରତ ଛାଡ଼ ଆନ୍ଦୋଳନ|୧୯୪୨ ମୃତ୍ୟୁ|ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ|ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ କ୍ରିଏଟିଭ କମନ୍ସ(ସିସି) ଏକ ଆମେରିକୀୟ ଅଣଲାଭକାରୀ ସଂସ୍ଥା ଯାହା ରଚନାତ୍ମକ କାମକୁ ଆଇନଗତ ଭାବେ ବାଣ୍ଟିବା ଓ ବ୍ୟବହାର କରିବାରେ ସାହାୟତା କରେ ।
କ୍ରିଏଟିଭ କମନ୍ସ କପିରାଇଟର ଅନ୍ୟ ରୁପ ନୁହଁ କିନ୍ତୁ ତା ଉପରେ ଆଧାରିତ ଅଟେ ।
|୨୦୧୦ ମସିହାରେ ଉଇକିପିଡ଼ିଆର କୋ-ଫାଉଣ୍ଡର ଲାରୀ ସଂଜର ଉଇକିମିଡ଼ିଆ କମନ୍ସ ବିରୁଦ୍ଧରେ ଏଫ. ବି.ଆଇକୁ କହିଥିଲେ ଯେ ଉଇକିମିଡ଼ିଆ କମନ୍ସ ବ୍ୟବହାରକାରୀ ମାନେ ବାଳକ ଓ ବାଳିକାମାନଙ୍କର ନଗ୍ନ ଛବି ଅପଲୋଡ଼ କରୁଥିଲେ ଯାହାର ନାମ ଥିଲା ଲଲିକନ ।
| ଭୂମିରୁପ |ପରିବେଶ|ପ୍ରାକୃତିକ ଦୁର୍ବିପାକ ଉଇକିମିଡିଆ କମନ୍ସ (ବା ଉଇକିକମନ୍ସ) ଇଣ୍ଟରନେଟରେ ଥିବା ଏକ ଭଣ୍ଡାର ଯାହା ମଧ୍ୟରେ ଛବି, ଭିଡିଓ, ଶବ୍ଦ ବା ବାର୍ତ୍ତା, ଏବଂ ଅନ୍ୟାନ୍ୟ ମିଡିଆ ଜଡ଼ିତ ଫାଇଲସବୁ ଷ୍ଟୋର ହୋଇଥାଏ ।
ଉଇକିଡାଟା ଉଇକିକମନ୍ସ ଭଳି ଏକ ଉଇକିମିଡ଼ିଆ ପ୍ରକଳ୍ପ ।
ଏବଂ ଏହା ପରେ ଅନ୍ୟ ଉଇକିମିଡ଼ିଆ ପରିଯୋଜନାରେ ବିସ୍ତାର କରାଗଲା , ଯେଉଁଥିରେ ଉଇକିମିଡ଼ିଆ କମନ୍ସ ପରିଯୋଜନା ଏବଂ ଉଇକି ଡାଟା ସାମିଲ ଅଛି ।
ଉଇକିମିଡ଼ିଆ କମନ୍ସରେ ଯେଉଁ ଲାଇସେନ୍ସ ଅନୁମତିତ ହୋଇଥାଏ ସେଗୁଡିକ ସବୁ ଜି.ଏନ୍. ୟୁ ଫ୍ରି ଡକୁମେଣ୍ଟ ଲାଇସେନ୍ସ, କ୍ରିଏଟିଭ୍ କମନ୍ସ ଆଟ୍ରିବ୍ୟୁସନ, ଓ ଆଟ୍ରିବ୍ୟୁସନ/ସେର୍ ଆଲାଇକ୍ ଲାଇସେନ୍ସ, ଅନ୍ୟାନ୍ୟ ମାଗଣା ତଥ୍ୟ ଏବଂ ଫ୍ରି ସଫ୍ଟୱେର ଲାଇସେନ୍ସ, ପବ୍ଲିକ ଡୋମେନଦ୍ୱାରା ମଧ୍ୟ ଅନୁମତିତ ହେଇଥାଏ ।
|ଅନେକ ସହ ପ୍ରକଳ୍ପ ଯଥା Dutch, Swedish, Danish, Norwegian, Spanish, Basque, Polish, Czech and Slovak ଉଇକିପିଡ଼ିଆସବୁ ନିଜର ମିଡିଆ ଫାଇଲଗୁଡ଼ିକୁ କମନ୍ସରେ ଅପଲୋଡ଼ କରିଦେଲେ ଓ ଲୋକାଲ ଅପ୍ଳୋଡିଂକୁ ବନ୍ଦ କରିବା ପାଇଁ ଆଦେଶ ଦେଲେ ।
ଉଇକିମେଡ଼ିଆ କମନ୍ସକୁ ଅନ୍ୟସବୁ ଉଏକିମେଡ଼ିଆ ପ୍ରକଳ୍ପ ମାନଙ୍କ ସହ ମିଶି କାମ କରିବା ନିମନ୍ତେ ଯୋଡ଼ାଯିବାର ପ୍ରୟାସ କରାଯାଇଛି।
ଏହା ଅନେକ ସ୍ୱେଚ୍ଛାସେବୀଙ୍କ ମିଳିତ ଚେଷ୍ଟାରେ ପରିଚାଳିତ ଅନଲାଇନ ଉଇକି ପ୍ରକଳ୍ପ ଯଥା; ଉଇକିପିଡ଼ିଆ, ଉଇକିଅଭିଧାନ, ଉଇକିକଥା , ଉଇକିପୋଥି , ଉଇକିଉତ୍ସ, ଉଇକିମିଡ଼ିଆ କମନ୍ସ, ଉଇକିସ୍ପିସିସ, ଉଇକିଖବର, ଉଇକିମହାବିହାର, ଉଇକିମିଡ଼ିଆ ଇନକୁବେଟର, ମେଟା ଉଇକି ଓ ଏହାର ଅଚଳ ପ୍ରକଳ୍ପ, ନୁପେଡ଼ିଆ ଆଦିକୁ ପରିଚାଳନ କରିଥାଏ ।
commons's Usage Examples:
intelligence (AI), commonsense reasoning is a human-like ability to make presumptions about the type and essence of ordinary situations humans encounter every.
for not attending the manor court in 1529, and he was charged with overburdening the commons with his cattle and fined for letting them run loose in.
"Commonsense reasoning and commonsense knowledge in artificial intelligence".
Map of Killywilly (Killawilla or Killwilly), part of Ballymagauran, "the coppy, and the commons," held by Lancelot Slack from the Right Honourable Marquis.
As of January 2021, the commons registration system is changing, with the Commons Registration Act 1965 is gradually being repealed by the Commons Act 2006.
It is thought that profits appendant exist only in the form of commons of pasture, a type of right of common.
away in commonsensicality, to expire in callousness, to be desouled in spiritlessness.
The base technology remains the property of whichever entity developed it, but improvements can be shared with others that support the development of a protected commons around the technology.
commons is no longer relevant, the term persists as the name for members" termly bills at many colleges at the Universities of Oxford and Durham.
Sorcha Cusack as the commonsensical gran and Gerard Horan as an embittered victim of rural blight fill out.
This contrasts with propers, which contain the same elements as commons, but are tailored to specific.
Synonyms:
social class, socio-economic class, stratum, commonalty, class, commonality,
Antonyms:
uncommonness, extraordinary, uncommon, outfield, infield,