clericate Meaning in Odia (Oriya). ( clericate ଶବ୍ଦର ଓଡିଆ ଅର୍ଥ)
କିରାଣୀ,
Adjective:
ଖ୍ରୀଷ୍ଟିଆନ ଧର୍ମଯାଜକମାନେ |, କିରାଣୀ ସମ୍ବନ୍ଧୀୟ |,
People Also Search:
clericsclerihew
clerihews
clerisies
clerisy
clerk
clerked
clerkess
clerking
clerkly
clerks
clerkship
clerkships
cleruch
cleuch
clericate తెలుగు అర్థానికి ఉదాహరణ:
ସେଥି ମଧ୍ୟରୁ ଶିକ୍ଷକ, ପୋଲିସ୍, କିରାଣୀ, ସୈନିକ ଆଦି ମୁଖ୍ୟ ।
ବାପା କୃଷ୍ଣଚନ୍ଦ୍ର ପଣ୍ଡା ସରକାରୀ କଚେରିରେ କିରାଣୀ ଥିଲେ ଏବଂ ମାଆଙ୍କ ନାମ କୁନ୍ଦନମଣି ।
କଲ୍ୟାଣରେ ଗୋପାଳରାଓ ଜଣେ ପୋଷ୍ଟ ଅଫିସ କିରାଣୀ ଭାବରେ କାମ କରୁଥିଲେ ।
ସ୍ନାତକ ଉତ୍ତୀର୍ଣ୍ଣ ହେବାପରେ, ସେ ସଚିବାଳୟରେ ଜଣେ କିରାଣୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ ।
| କର୍ମ ଜୀବନ |ରାଧାନାଥ ରଥ, ନିଜ କର୍ମ ଜୀବନ, ସିଂହଭୂମି ଜିଲ୍ଲାର ବନ ବିଭାଗରେ ଏକ କିରାଣୀ ପଦରୁ ଆରମ୍ଭ କରିଥିଲେ ।
|ରହମାନ ରାହୀ ୧୯୪୮ରେ ଜଣେ ସରକାରୀ କିରାଣୀ ଭାବରେ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ ।
କଟକରେ ମହାବିଦ୍ୟାଳୟରେ ପଢୁଥିବା ସମୟରେ, ସେ ଜଙ୍ଗଲ ବିଭାଗରେ କିରାଣୀ ଚାକିରି କରିବା ଆରମ୍ଭ କରିଥିଲେ ।
ବାଲେଶ୍ୱର କଲେକ୍ଟରେଟ୍ରେ କିଛି କାଳ ପାଇଁ ସେ କିରାଣୀ ଚାକିରି କରିଥିଲେ ।
| କର୍ମମୟ ଜୀବନ |ବ୍ରିଟିଶ ସରକାରଙ୍କ ଶାସନରେ ସେ ଜଣେ କିରାଣୀ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ ।
ସେ ସାମ୍ବାଦିକ, ଶିକ୍ଷକ ଓ ସରକାରୀ କିରାଣୀ କାମ କରିଥିଲେ ।
| ଶିକ୍ଷା ଓ ବୃତ୍ତି |ସେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରି ପରେ ଭାରତୀୟ ରେଳବାଇରେ କିରାଣୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।
ତାଙ୍କ ବାପା, ଯେ କି ପୂର୍ବତନ କ୍ଲବ୍ ସ୍ତରୀୟ ଫୁଟ୍ବଲ୍ ଖେଳାଳି, ଟେଲ୍କୋରେ କିରାଣୀ ଭାବେ କାମ କରୁଥିଲେ ।
ଏପରିକି ଏମାନେ ସରକାରଙ୍କୁ ବିଭିନ୍ନ ନିବେଦନ ଓଡ଼ିଆରେ ଲେଖି ପଠାଉଥିବାରୁ ଅଣଓଡ଼ିଆ କିରାଣୀଦଳ ଏହିସବୁ ଦରଖାସ୍ତକୁ ଚିରି ଦେଉଥିଲେ କିମ୍ବା ନାଲିଫିତା ତଳେ ଲୁଚାଇ ରଖି ଦେଉଥିଲେ ।
clericate's Usage Examples:
In 1638, he bought, as was the custom at the time, a clericate in the Apostolic Chamber and in 1642 he was appointed Protonotary apostolic.
In February 1623, he was elected Bishop of Bergamo, but retained the clericate of the Apostolic Chamber, and was consecrated in April by Cardinal Marcantonio.