<< clerihews clerisy >>

clerisies Meaning in Odia (Oriya). ( clerisies ଶବ୍ଦର ଓଡିଆ ଅର୍ଥ)



ଧର୍ମଗୁରୁ,

ଶିକ୍ଷିତ ଏବଂ ବ intellectual ଦ୍ଧିକ ଅଭିଜିତ |,

People Also Search:

clerisy
clerk
clerked
clerkess
clerking
clerkly
clerks
clerkship
clerkships
cleruch
cleuch
cleve
cleveite
cleveland
clever

clerisies తెలుగు అర్థానికి ఉదాహరణ:

ଅନେକ ଇସଲାମୀୟ ଧର୍ମଗୁରୁ ଓ ପ୍ରଚାରକଙ୍କ କବର ସହ ୧୭୮୧ରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସାଧୁ ସହୀଦ ପାଣୀଙ୍କ କବର ମଧ୍ୟ ଏଠାରେ ରହିଛି ।

| ଜୀବନୀ | ବାଲ୍ୟ ଜୀବନ |ସେପ୍ଟେମ୍ବର ୧, ୧୮୯୬ରେ କଲିକତାରେ ଜନ୍ମିତ ଏହି ଧର୍ମଗୁରୁଙ୍କର ପିତୃମାତୃଦତ୍ତ ନାମ ଥିଲା ଅଭୟ ଚରଣ ଦେ ।

|ହିନ୍ଦୁମତେ ପବିତ୍ର ଗଙ୍ଗା, ଯମୁନା ଓ ପୌରାଣିକ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ରାଜକୀୟ ସ୍ନାନ ଓ ଦର୍ଶନ ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ସାଧୁ, ସନ୍ଥ, ବାବାଜୀ, ମହନ୍ତ, ଧର୍ମଗୁରୁ ଓ ଉଲଗ୍ନ ନାଗା ସାଧୁଗଣଙ୍କ ସମେତ ପ୍ରାୟ ୧୦କୋଟି ଶ୍ରଦ୍ଧାଳୁ ଏକତ୍ର ହୋଇଥାନ୍ତି ।

|ଏହିଦିନଟିକୁ ଶିଖ‌ମାନଙ୍କ ପାଇଁ ଷଷ୍ଠଧର୍ମଗୁରୁଙ୍କ ସଂସ୍କରଣ ବନ୍ଦୀଛୋଡ୍ ଦିବସ ରୂପେ ପାଳନକରାଯାଏ ।

|ଇତିହାସ|ପର୍ଯ୍ୟଟନ|ଆଧାର|ନବରଙ୍ଗପୁର ଜିଲ୍ଲାର ଗାଆଁ ଓ ସହର|ଓଡ଼ିଶାର ନିର୍ବାଚନ ମଣ୍ଡଳୀ ସାରଦା ଦେବୀ (୨୨ଡିସେମ୍ବର,୧୮୫୩‌‌‌ – ୨୦ ଜୁଲାଇ,୧୯୨୦) ବିଶିଷ୍ଟ ହିନ୍ଦୁ ଧର୍ମଗୁରୁ ରାମକୃଷ୍ଣ ପରମହଂସଙ୍କ ଧର୍ମପତ୍ନୀ ଓ ସାଧନ ସଙ୍ଗିନୀ ଥିଲେ ଏବଂ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ସଙ୍ଘଜନନୀ ରୂପେ ପରିଚିତ ।

| ଧର୍ମଗୁରୁ |ହିନ୍ଦୁ ଧର୍ମରେ ୧୦୮ର ମାହାତ୍ମ୍ୟ|୧୦୮ ହେଉଛି ଏକ ସଂଖ୍ୟା ।

ଅତଏବ କୁହାଯାଏ, ଏଭଳି ପରିବେଶ ପରବର୍ତ୍ତୀ ସମୟରେ ତାଙ୍କୁ ଧର୍ମଗୁରୁ ଭାବେ ନେତୃତ୍ୱ ନେବାର ଯୋଗ୍ୟତା ଅର୍ଜ୍ଜନ କରିବାରେ ସହାୟତା କରିଥିଲା ।

ଏହି ତଥାକଥିତ ଧର୍ମଗୁରୁମାନକ ମଧ୍ୟରେ ସିଦ୍ଧେଶ୍ୱର ଅନ୍ୟତମ ।

କିନ୍ତୁ ଥାଇଲାଣ୍ଡ୍ର ମଧ୍ୟ ଓ ଉତ୍ତର-ପୂର୍ବରେ ଅଶୋକଙ୍କ ପ୍ରେରିତ ଧର୍ମଗୁରୁମାନେ ହୀନଯାନ ପନ୍ଥା ଅନୁସରଣର ଶିକ୍ଷା ଦେଉଥିଲେ ।

ଭଗବାନଙ୍କ ଅସ୍ତିତ୍ୱ, ଧର୍ମର ପରିଭାଷା ତଥା ତଥାକଥିତ ଧର୍ମଗୁରୁଙ୍କ ଭୂମିକା ସମ୍ପର୍କରେ ଚଳଚ୍ଚିତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଛି ଏବଂ ଏଇଥିପାଇଁଁ ଏହା କିଛି ମାତ୍ରାରେ ବିରୋଧର ସମ୍ମୁଖିନ ହେବା ସହ ଅଧିକାଂଶ ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଛି ।

clerisies's Usage Examples:

As with the Zawaya and Mandé clerisies, the early Torodbe clerics were looked down upon by the warrior groups.



Synonyms:

elite group, intelligentsia, elite, literati, culturati,

Antonyms:

unselected,

clerisies's Meaning in Other Sites