childbearing Meaning in Odia (Oriya). ( childbearing ଶବ୍ଦର ଓଡିଆ ଅର୍ଥ)
ସନ୍ତାନ ପ୍ରସବ, ପ୍ରସବ, ପ୍ରଜନନ, ଗର୍ଭଧାରଣ,
People Also Search:
childbedchildbirth
childbirths
childcare
childe
childhood
childhoods
childing
childish
childishly
childishness
childishnesses
childless
childlessness
childlike
childbearing తెలుగు అర్థానికి ఉదాహరణ:
ଅସ୍ୱାଭାବିକ ଗର୍ଭାଶୟ ରକ୍ତସ୍ରାବ ସନ୍ତାନ ପ୍ରସବ ବୟସର ପ୍ରାୟ ୨୦% ମହିଳାଙ୍କୁ ପ୍ରଭାବିତ କରିଥାଏ | | ଆଧାର |ଚିକିତ୍ସା ବିଜ୍ଞାନ|Translated from MDWiki ଅଟିଜିମ୍ ସ୍ପେକ୍ଟ୍ରମ ଏକ ମାନସିକ ବିକୃତି ଯାହା ବାଲ୍ୟକାଳରେ ଆରମ୍ଭ ହୁଏ ଯେଉଁଥିରେ ପୂର୍ବରୁ ଅଟିଜିମ୍ ଏବଂ ଆସ୍ପର୍ଗର ସିଣ୍ଡ୍ରୋମ ରୋଗ ନିର୍ଣ୍ଣୟ ହୋଇସାରିଥାଏ ।
ସନ୍ତାନ ପ୍ରସବକ୍ଷମ ମହିଳାମାନଙ୍କଠାରେ ସାଧାରଣଃ ପ୍ରତ୍ୟେକ ୨୪ରୁ ୩୮ ଦିନରେ ଯୋନୀ ରକ୍ତସ୍ରାବ ହୁଏ ଓ ପ୍ରତ୍ୟେକ ଥର ଏହା ୪.୫ରୁ ୮ଦିନ ପର୍ଯ୍ୟନ୍ତ ରହିଥାଏ ଏବଂ ଫଳସ୍ୱରୂପ ୫ ମିଲି ୮୦ ମିଲି ରକ୍ତ ନଷ୍ଟ ହୋଇଯାଏ ।
ସନ୍ତାନ ପ୍ରସବକ୍ଷମ ମହିଳାମାନଙ୍କର ଅତ୍ୟଧିକ ରକ୍ତସ୍ରାବ ହେଲେ, ଦୁଇ ଅବଧି ମଧ୍ୟରେ ହେଲେ, ବାରମ୍ବାର ହେଲେ, ଦୀର୍ଘ ସମୟ ଧରି ହେଲେ ବା ଯୌନ ସଙ୍ଗମ ସମୟରେ ରକ୍ତସ୍ରାବ ହେଲେ ତାହାକୁ ଅସ୍ୱାଭାବିକ ରକ୍ତସ୍ରାବ କୁହାଯାଏ ।
|ବିଶ୍ୱାସ କରାଯାଏ ନିଃସନ୍ତାନ ମହିଳା ପ୍ରଥମ ପାଳିରୁ ଗୋଟେ ଶାଢି, ପୂଜାଘର ଦୁଆର ମୁହଁରେ ପକାଇଲେ, ସମସ୍ତଙ୍କ ପବିତ୍ର ପଦସ୍ପର୍ଶ ଯୋଗୁଁ ସେ କୃତାର୍ଥ ହୁଏ ଏବଂ ସନ୍ତାନ ପ୍ରସବା ହୁଏ ।
ନିଜେ କୌଣସି ସନ୍ତାନ ପ୍ରସବ ନକରି ସେ କୋମଳ ନାମକ ଝିଅକୁ ଆଡପ୍ଟ କରିଛନ୍ତି ।
ସନ୍ତାନ ପ୍ରସବ କଲାପେର ପୁଣିଥେର ମହିଳାମାନଙ୍କର ନିୟମିତ ଋତୁସ୍ରାବ ଅାରମ୍ଭ ହୋଇଥାଏ ।
ଗୋଟିଏ ନାରୀର ଦ୍ୱିତୀୟ ଗର୍ଭକୁ ଦ୍ୱିତୀୟ ଗ୍ରାଭିଡା ଓ ପ୍ରଥମ ପାରା କୁହାଯିବ, କାରଣ ସେ ଥରେ ସନ୍ତାନ ପ୍ରସବ କରିଛି ।
childbearing's Usage Examples:
Researchers believe that there may also be a hormonal component as many of the autoimmune conditions are much more prevalent in women of childbearing age.
Motivations for voluntary sterilizations include: Because of the emphasis placed on childbearing as the most.
The correlation between earlier childbearing and failure to complete high school reduces career opportunities for.
continue the view that the female body exists for male sexual pleasure and childbearing.
These teachers and practitioners expand the framework of vipassanā to incorporate the immanence of the female body and its innate opportunities for enlightenment through the cycles of its physiology and the emotions of marriage, childlessness, childbearing, child loss, and widowhood.
Around 50% of women of childbearing age in developed countries like the United Kingdom are overweight or.
generations of British people in terms of their health, education, attitudes, childbearing and employment patterns.
Israel, abortion rates in 2016 dropped steadily to 9 per 1,000 women of childbearing age, lower than England (16.
fortune tellers typically attempt predictions on matters such as future romantic, financial, and childbearing prospects.
There are many factors that may influence childbearing age in women, although they are mostly correlations without certain causations.
intended to replace a healthy diet, prenatal vitamins provide women of childbearing age with nutrients recognized by the various health organizations including.
pregnancy A Drugs which have been taken by many pregnant women and women of childbearing age without an increase in the frequency of malformations or other direct.
Synonyms:
birth, birthing, vaginal birth, natural childbirth, alternative birth, accouchement, delivery, parturition, active birth, giving birth, obstetrical delivery, alternative birthing, childbirth,
Antonyms:
stillbirth, middle, end, death,