childhoods Meaning in Odia (Oriya). ( childhoods ଶବ୍ଦର ଓଡିଆ ଅର୍ଥ)
ପିଲାଦିନ,
Noun:
ପିଲାଦିନ,
People Also Search:
childingchildish
childishly
childishness
childishnesses
childless
childlessness
childlike
childly
childminder
childminders
childness
childproof
children
childs
childhoods తెలుగు అర్థానికి ఉదాహరణ:
ଏହି ଗ୍ରାମରେ କବି ତାଙ୍କ ବାପାମାଆ ଭୋଜଦେବ ଏବଂ ବାମାବତୀଙ୍କ ସହିତ ତାଙ୍କର ପିଲାଦିନ ଅତିବାହିତ କରିଥିଲେ ।
ମାତାଙ୍କ ସହ ଆନନ୍ଦ ଭବନରେ ତାଙ୍କ ପିଲାଦିନ କଟିଥିଲା ।
ସେ ତାଙ୍କ ପିଲାଦିନ ପ୍ରାୟତଃ ଉତ୍ତର ଉତ୍ତର ଭାରତର ଛୋଟ ଛୋଟ ସହର ଏବଂ ପାହଡ଼ିଆ ଜାଗରେ କାଟିଥିଲେ ।
|ଅତି ପିଲାଦିନରୁ କାହ୍ନୋପାତ୍ରା ନୃତ୍ୟ ଓ ଗୀତରେ ଶିକ୍ଷା ଲାଭ କରିଥିଲେ ଓ ଭବିଷ୍ୟତରେ ସେ ତାଙ୍କ ମାତାଙ୍କ ପେଷାରେ ଯୋଗଦାନ କରିବା ନିମନ୍ତେ ସେହି ଶିକ୍ଷା ଦିଆଯାଉଥିଲା ।
ପିଲାଦିନରୁ ତାଙ୍କର ସଙ୍ଗୀତ ପ୍ରତି ଆକର୍ଷଣ ରହିଥିଲା ।
ପିଲାଦିନୁ ଫଟୋଗ୍ରାଫୀର ସଉକ ଯୋଗୁ, ସିନେମାଟୋଗ୍ରାଫିରେ ଶିକ୍ଷା କରିବା ପାଇଁ ସେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା, ପୁନେରେ ଯୋଗ ଦେଇଥିଲେ ।
ଲକ୍ଷ୍ମୀ ସେହଗଲଙ୍କ ପେଶା ଡ଼ାକ୍ତରୀବିଦ୍ୟା ଥିଲେ ମଧ୍ୟ ପିଲାଦିନୁ ଦେଶ ପାଇଁ କାର୍ଯ୍ୟ କରିବା ତାଙ୍କ ମନରେ ଜାଗ୍ରତ ହୋଇଥିଲା ।
ପିଲାଦିନରୁ ସାମ୍ବାଦିକତା ପ୍ରତି ଆକର୍ଷିତ ପ୍ରଶାନ୍ତ, ଅଧ୍ୟାପକ ବୃତ୍ତି ତ୍ୟାଗକରି ସାମ୍ବାଦିକତାକୁ ଆବୋରୀ ନେଇଥିଲେ ।
|ପିଲାଦିନ ଓ ଶିକ୍ଷା|କେନ୍ଦ୍ରାପଡ଼ାର କଉପଡ଼ା ଗ୍ରାମରେ ୧୫ ନଭେମ୍ବର ୧୯୩୧ ମସିହାରେ ଜନ୍ମଗ୍ରହଣ କରିଥିବା ମହାନ୍ତି ଆଇନରେ ଡିଗ୍ରୀ ହାସଲ କରିବା ପରେ ୧୯୫୮ରେ ଆକାଶବାଣୀରେ ଯୋଗ ଦେଇଥିଲେ ।
ପିଲାଦିନରୁ ପୂଜାପାଠ ଛାଡ଼ି ଧନୁଶର ଓ ପରଶୁ କୁଠାର ସାହାଯ୍ୟରେ ସେ ଯୁଦ୍ଧବିଦ୍ୟା ଶିକ୍ଷା କଲେ ।
କୁମ୍ଭ ଅର୍ଥ ହେଉଛି ପାତ୍ର ଏବଂ କର୍ଣ୍ଣ ଅର୍ଥ କାନ, ପିଲାଦିନରୁ ବଡ଼ କାନ ଥିବାରୁ ଏହାର ନାମ କୁମ୍ଭକର୍ଣ୍ଣ ରଖାଯାଇଥିଲା ।
ପିଲାଦିନ ତାଙ୍କର ଦାରିଦ୍ରରେ କଟିଛି ।
ପିଲାଦିନରୁ ନିଜ ମା'ଙ୍କୁ ହରେଇ ସେ ମାମୁଁଘରେ ବଢିଥିଲେ ।
childhoods's Usage Examples:
ContentThe book describes the Two Johns' respective childhoods, their first meeting at Softdisk in 1989 and the eventual founding of their own company, id Software.
Richard Armstrong and Keith Townsend, from their starkly contrasting childhoods to their ultimate battle to build the world"s biggest media empire.
Many Haitian Rap Kreyol artists have had rough childhoods and difficult living conditions producing rappers who address socio-economic.
As the conversation progresses they try to outdo one another, and their accounts of deprived childhoods become increasingly absurd.
the storyline, Jo befriends Alex, bonding over their similarly troubled childhoods, which soon blossoms into a relationship and later marriage.
Amy Pond, Rory Williams and River Song in their childhoods and young adulthoods.
By following the main characters from their childhoods into their adulthoods, the film demystifies this impoverished North African community by making.
children"s young childhoods, then moving through their adolescences and adulthoods.
parodies nostalgic conversations about humble beginnings or difficult childhoods.
of two media barons, Richard Armstrong and Keith Townsend, from their starkly contrasting childhoods to their ultimate battle to build the world"s biggest.
Indian non-governmental organization that works towards ensuring happier childhoods for all children.
Once-borns generally have stable childhoods and upbringings that lead.
main storyline came up short, allowing the writers to expand upon the childhoods of a young Sam (Colin Ford) and Dean (Ridge Canipe).
Synonyms:
maidhood, latency stage, latency phase, anal stage, boyhood, latency period, time of life, phallic phase, phallic stage, anal phase, girlhood, maidenhood, prepuberty,
Antonyms:
mid-thirties, mid-fifties, forties, voting age, drinking age,