<< chemotherapeutic chemotropism >>

chemotherapy Meaning in Odia (Oriya). ( chemotherapy ଶବ୍ଦର ଓଡିଆ ଅର୍ଥ)



କେମୋଥେରାପି,

Noun:

କେମୋଥେରାପି |,

chemotherapy తెలుగు అర్థానికి ఉదాహరణ:

|ଅପରେଶନ, ରାଡିଏସନ, କେମୋଥେରାପି ଓ ଟାର୍ଗେଟେଡ ଥେରାପି ସାହାଯ୍ୟରେ ଏହି ରୋଗର ମିଶ୍ରିତ ଚିକିତ୍ସା କରାଯାଏ ।

ରୁଟିନ୍ ସ୍କ୍ରିନିଂ ସୁପାରିଶ କରାଯାଏ ନାହିଁ | |ଏଚପିଭି ଟୀକା କରଣ କରି ରୋଗ ପ୍ରତିଷେଧ କରାଯାଇପାରେ | ମାନକ ଚିକିତ୍ସାରେ ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି ଏବଂ ବାୟୋଲୋଜିକ ଥେରାପି ଦିଆଯାଏ ।

|ଏହି ରୋଗର ଚିକିତ୍ସାରେ ଅସ୍ତ୍ରୋପଚାର, ବିକିରଣ ଥେରାପି ଓ କେମୋଥେରାପିର ମିଶ୍ରଣ ଦିଆଯାଇପାରେ | ଏଥିରେ ପାଞ୍ଚ ବର୍ଷ ବଞ୍ଚିବା ହାର ୪୬% ଓ ଏହାର ଫଳାଫଳ ପ୍ରାୟ ଖରାପ ହୋଇଥାଏ | ମୂତ୍ରାଶୟ କର୍କଟ ଏକ ବିରଳ ରୋଗ ଯାହା ସମୁଦାୟ କର୍କଟ ରୋଗର ୧% ମାତ୍ର ହୋଇଥାଏ | ଯୁକ୍ତରାଷ୍ଟ୍ରରେ ପ୍ରତି ଏକ ନିୟୁତ ପୁରୁଷଙ୍କ ମଧ୍ୟରୁ ପ୍ରାୟ ୪.୩ ଜଣ ଓ ପ୍ରତି ଏକ ନିୟୁତ ମହିଳାଙ୍କ ମଧ୍ୟରୁ ୧.୫ ଜଣଙ୍କର ଏହି ରୋଗ ହୋଇଥାଏ ।

ଉଲ୍ଲେଖନୀୟ ରାଡିଏସନ ସଂସ୍ପର୍ଶ (radiation exposure) ବା ପୂର୍ବରୁ କେମୋଥେରାପି (chemotherapy) ପାଉଥିଲେ ପରିବେଶ ଯୋଗୁ ସଙ୍କତ ରହେ ।

ସୋପାନ ୧ର ଚିକିତ୍ସ୍ସା ସହ କେମୋଥେରାପି ଦରକାର ହୁଏ ।

|କେମୋଥେରାପି (chemotherapy), ରାଡିଏସନ ଥେରାପି (radiation therapy); କେତେକ ରାସାୟନିକ ଦ୍ରବ୍ୟ ସଂସ୍ପର୍ଶ ଯେପରିକି ଧୁମ୍ରପାନ, ପୋକମାରୀ (pesticides) ଓ ବେଞ୍ଜିନ (benzene); ଓଜନିଆ ଧାତୁ ଯେପରିକି ପାରଦ ଓ ସୀସା ଇତ୍ୟାଦି ସଂସ୍ପର୍ଶରେ ଆସିଲେ ଏହି ରୋଗ ସଙ୍କଟ ସୃଷ୍ଟି କରେ ।

କେମୋଥେରାପି (chemotherapy), ରାଡିଏସନ ବିଷକ୍ରିୟା (radiation poisoning), ଏଚଆଇଭି/ଏଡସ ଓ ଅନ୍ୟାନ୍ୟ କାରଣରୁ ଏହି ଅବସ୍ଥା ଉତ୍ପନ୍ନ ହୋଇପାରେ ।

କେମୋଥେରାପି ଓ ରାଡିଏସନ ଦରକାର ହୁଏ ନାହିଁ ।

କେମୋଥେରାପି ଓ ରାଡିଏସନ ଥେରାପି ସାହାଯ୍ୟରେ ବଡ଼ କର୍କଟ ବୃଦ୍ଧିର ଗତି କମେଇ ଦିଆଯାଏ ।

ରାଡିଏସନ ଓ କେତେକ କେମୋଥେରାପିଦ୍ୱାରା ପରବର୍ତ୍ତୀ ସମୟରେ ହୃତ୍‌ପିଣ୍ଡ ରୋଗ (heart disease) ବା ସ୍ନାୟୁ ସମସ୍ୟା ଦେଖାଯାଇପାରେ ।

|ଆଧାର ଡକ୍ସୋରୁବିସିନ (ଇଂରାଜୀ ଭାଷାରେ Doxorubicin, ବିକ୍ରୟ ନାମ ଆଡ୍ରିଆମାଇସିନ) ଏକ କେମୋଥେରାପି ଔଷଧ (chemotherapy medication) ଯାହା କର୍କଟ ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।

chemotherapy's Usage Examples:

Project, which, in a series of studies demonstrated the effectiveness of lumpectomy, in combination with radiation therapy, chemotherapy, and/or hormonal.


many medications including chemotherapy, or morning sickness in early pregnancy.


When Boston Red Sox rookie left-handed pitcher Jon Lester, a Washington native, was diagnosed with anaplastic large cell lymphoma during the season, he chose to undergo chemotherapy at the Seattle facility.


reduces adverse or unintended effects of a drug, especially important in treatments like chemotherapy, which can have severe unintended and undesirable side.


so that it reaches the cerebrospinal fluid (CSF) and is useful in spinal anesthesia, chemotherapy, or pain management applications.


cancer, and a potent chemotherapy drug, vinblastine.


clinical trials, treatments are centered on multiagent chemotherapy, zidovudine plus interferon a (AZT/IFN), and allogenic hematopoietic stem cell transplantation.


injuries cause madarosis from the psychological standpoint, known as trichotillomania Drugs/Medications: Crack cocaine or chemotherapy drugs.


Electrochemotherapy is a type of chemotherapy that allows delivery of non-permeant drugs to the cell interior.


This disease may recur following surgery and chemotherapy.


chemotropism) chemotherapy chlamydospore chlamydospore A chlamydospore is the thick-walled big resting spore of several kinds.


anemia, HIV, sickle cell disease " complications from chemotherapy or transfusions.


therapeutically to reduce the incidence of haemorrhagic cystitis and haematuria when a patient receives ifosfamide or cyclophosphamide for cancer chemotherapy.



Synonyms:

chrysotherapy, therapy,

chemotherapy's Meaning in Other Sites