<< chenilles chenopodiaceae >>

chennai Meaning in Odia (Oriya). ( chennai ଶବ୍ଦର ଓଡିଆ ଅର୍ଥ)



ଚେନ୍ନାଇ,

Noun:

ଚେନ୍ନାଇ |,

chennai తెలుగు అర్థానికి ఉదాహరణ:

| ପାଳିତ ବନ୍ୟ ଗୟଳ ସମ୍ବନ୍ଧୀୟ କିଛି ତଥ୍ୟ |୨୦୧୧ ମସିହା ଅଗଷ୍ଟ ୨ ତାରିଖରେ ଚେନ୍ନାଇର ଅରିଗ୍ନାର୍ ଆନ୍ନା ଜୀବ ଉଦ୍ୟାନର ଯନ୍ତା ମଧ୍ୟରୁ ୧୭ ବର୍ଷୀୟ ଗୟଳ ମଣିର କ୍ଷତବିକ୍ଷତ ମୃତଦେହ ମିଳିଥିଲା ।

ସେ ଇଣ୍ଡିଆନ ପ୍ରିମିଅର ଲିଗ ଓ ତାମିଲନାଡୁ ପକ୍ଷରୁ ଘରୋଇ କ୍ରିକେଟ ଦଳ ଚେନ୍ନାଇ ସୁପର କିଙ୍ଗ୍ସରେ ଖେଳନ୍ତି ।

ଚେନ୍ନାଇର ଷ୍ଟେଲା ମ୍ୟାରିସ କଲେଜରେ କିଛି ଦିନ କାର୍ଯ୍ୟ କରିବା ପରେ ସେ ୧୯୫୨ ମସିହାରେ ପଲକ୍କଡ଼ର ଭିକ୍ଟୋରିଆ କଲେଜରେ ଯୋଗଦାନ କରିଥିଲେ ଏବଂ ପରେ ମହାରାଜା କଲେଜ ଏବଂ ସରକାରୀ ବ୍ରେନନ କଲେଜ, ଥାଲାସେରୀରେ ଶିକ୍ଷାଦାନ କରିଥିଲେ ।

ସହରଟି ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୩୯୦କି.ମି.  ଦୂରରେ ଅବସ୍ଥିତ ଏବଂ ଏହା ରେଳପଥଦ୍ୱାରା ଭୁବନେଶ୍ୱର, ଜୟପୁର, ବିଶାଖାପାଟଣା, ରାୟପୁର, କୋରାପୁଟ, କୋଲକାତା, ଚେନ୍ନାଇ, ବାଙ୍ଗାଲୋର, ମୁମ୍ବାଇ, ହାଇଦରାବାଦ ଓ ଦିଲ୍ଲୀ ସହ ସଂଯୁକ୍ତ ।

ସେ ଚେନ୍ନାଇର ମୁରୁଗା ଧନୁଷକୋଡ଼ି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସେଣ୍ଟ ଜୋସେଫ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ିଥିଲେ ।

|ଏତତବ୍ୟତୀତ ବେଙ୍ଗାଲୁରୁ , ଚେନ୍ନାଇ ଓ ଅନ୍ୟାନ୍ୟ ନିକଟତମ ପ୍ରମୁଖ ସହର ମନକରୁ ଏଠାକୁ ପ୍ରତିଦିନ ବସ ଚଳଚଳ କରିଥାଏ ।

ଏହା ପରେ ସେ ୧୯୮୮ରେ କମଲ ହାସନଙ୍କୁ ବିବାହ କରିବା ପରେ ଅଭିନୟ ଜଗତରୁ ବିଦାୟ ନେଇ ଚେନ୍ନାଇ ଚାଲିଯାଇଥିଲେ ।

|ପ୍ରାରମ୍ଭିକ ଜୀବନ|ମହେଶ ବାବୁ ୧୯୭୫ ମସିହା ଅଗଷ୍ଟ ୯ ତାରିଖରେ ତାମିଲନାଡୁର ଚେନ୍ନାଇଠାରେ ଜନ୍ମଗ୍ରହଣ କରଥିଲେ ।

|୨୦୧୨ରେ ଚେନ୍ନାଇରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚେସ୍ ପ୍ରତିଯୋଗିତାରେ ୨୦ ବର୍ଷରୁ କମ୍ ପ୍ରତିଯୋଗିତାରେ ବିଜେତା ଥିଲେ ।

ଏହି ମୂଳ ବିଭାଗଟି ବର୍ତ୍ତମାନ ଭାରତର ଚେନ୍ନାଇଠାରେ ଅବସ୍ଥିତ ଏବଂ ଆଦ୍ୟାର୍ ବ୍ରହ୍ମ‌ବିଦ୍ୟା ସମାଜ (Theosophical Society Adyar) ଭାବେ ପରିଚିତ।

| ଭୂଗୋଳ |ଇତିହାସ|ଚେନ୍ନାଇର ପୂର୍ବ ନାମ ମାଡ୍ରାସ ଥିଲା।

chennai's Usage Examples:

525 km from State capital chennai This place well known for snake bite treatment and all other insects bites.


It has direct rail links with all major Indian cities including Ajmer, Udaipur, Jaipur, Delhi, Mumbai, Hyderabad, Kolkata, Pune, chennai, rameswaram, Yeshwantpur, Ahmadabad, Surat, Indore, Ratlam, Gwalior, Bhopal, Nagpur, Bilaspur, and Kota, Mysore.


com/cities/chennai/2017/apr/28/chennai-rss-office-blast-cbi-announces-reward-of-rs-1.



chennai's Meaning in Other Sites