<< bottlenecks bottlers >>

bottler Meaning in Odia (Oriya). ( bottler ଶବ୍ଦର ଓଡିଆ ଅର୍ଥ)



ବୋତଲ,

ବୋତଲ,

bottler తెలుగు అర్థానికి ఉదాహరణ:

ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୫ମି:ଲି: ବୋତଲର ହୋଲସେଲ କ୍ରୟ ମୂଲ୍ୟ ପ୍ରାୟ ୦.୮୬ରୁ ୨.୨୯ ଆମେରିକୀୟ ଡଲାର ।

ତଟକା ପ୍ରସ୍ତୁତ ହୋଇଥିବା ଓ ବୋତଲ ମସଲା ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଟମ୍ ୟୁମ୍ ସୁପ୍‍ର ସ୍ୱାଦରେ ଯଥେଷ୍ଟ ଭିନ୍ନତା ରହିଥାଏ ।

|ପ୍ରଜାପତିକୁ କଳା ଓ ଆଭୂଷଣର ବସ୍ତୁମାନଙ୍କ ଉପରେ ବ୍ୟାପକ ଭାବେ ବ୍ୟବହାର କରାଯାଏ : ଫ୍ରେମରେ ପର୍ବତ ବାହନ, ରାଳରେ embedded, ବୋତଲରେ ପ୍ରଦର୍ଶିତ, କାଗଜର ତୁକୁଡ଼ାରେ ଓ କିଛି ମିଶ୍ରିତ ମେଡିଆ କଳାକୃତି ଓ ଜିନିଷରେ ଉପଯୋଗ କରାଯାଏ ।

ରୋଗ ସଙ୍କଟ ସୃଷ୍ଟି ହୁଏ ସିଜରିଆନ ସେକସନ (Cesarean section), ସମୟ ପୂର୍ବ ଜନ୍ମ (preterm birth), ବୋତଲ ଖୁଏଇବା (bottle feeding), ପ୍ରଥମ ପିଲା ଇତ୍ୟାଦି ଥିଲେ ।

ତା’ ପରେ ସେଥିରେ ଅନ୍ୟ ସଂରକ୍ଷଣକାରୀ ଉପାଦାନ ମିଶାଇ ବୋତଲରେ ବନ୍ଦ କରି ବିକ୍ରୟ କରାଯାଏ ।

| ଉତ୍ପାଦ |Image:Maggiwürze-alt.jpg|ମ୍ୟାଗି ସିଜନିଙ୍ଗ୍ ସସ୍ (replica of a historic bottle)|Image:Maggiwürze-neu.jpg|୨୦୦୬ରେ ବିକ୍ରି ହେଉଥିବା ମ୍ୟାଗି ଶସ୍ ବୋତଲ|Image:Brühwürfel-1.jpg| Bouillon cubes||ମ୍ୟାଗି ମସଲା ନୁଡୁଲ| କ୍ୟୁବ୍ | ସିଜନିଙ୍ଗ୍ ସସ୍ | ନୁଡୁଲ |ମ୍ୟାଗି ଇନଷ୍ଟାନ୍ଟ ନୁଡୁଲ ଭାରତ ଏବଂ ମାଲେସିଆ ବହୁତ ଲୋକପ୍ରିୟ ।

ବିକାଶଶୀଳ ଦେଶମାନଙ୍କରେ ବିକାଶଶୀଳ ଦେଶମାନଙ୍କରେ ଏହାର ହୋଲସେଲ ମୂଲ୍ୟ 5୫ମିଲି ବୋତଲ ପିଛା ପ୍ରାୟ ୧୨.୨୫ ଡଲାର ଅଟେ | ଯୁକ୍ତରାଜ୍ୟରେ ଗୋଟିଏ ଡୋଜ୍ ର ମୂଲ୍ୟ ପ୍ରାୟ ୦.୪୩ ପାଉଣ୍ଡ | ଯୁକ୍ତରାଷ୍ଟ୍ରରେ ଏହା ମଧ୍ୟ ମହଙ୍ଗା ନୁହେଁ।

|ଆଜେଲାଷ୍ଟାଇନ ୧୯୭୧ ମସିହାର ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୬ ମସିହାରେ ଡାକ୍ତରୀ ବ୍ୟବହାରରେ ଆସିଥିଲା | ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ଏକ ୨୨ ମିଲିଲିଟର ବୋତଲ ୨୦୧୯ ସୁଦ୍ଧା ମୂଲ୍ୟ ୧୦.୫୦ ପାଉଣ୍ଡ ଥିଲା ।

ସଂଯୁକ୍ତ ରାଷ୍ଟ୍ରରେ ଏକ ୧୦୦ମି:ଲି: ସାମ୍ପୁ ବୋତଲର ମୂଲ୍ୟ ପ୍ରାୟ ୧.୯୬ ପାଉଣ୍ଡ ।

ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୨୫୦ ମି:ଲି: ବୋତଲର କ୍ରୟ ମୂଲ୍ୟ ୧୭.୨୪ରୁ ୧୭୦.୪୦ ଆମେରିକୀୟ ଡଲାର ।

ଚିଲିକା ହ୍ରଦର କେତେକ ସ୍ଥାନୀୟ ମାଛଧରାଳୀଙ୍କ ଅନୁସାରେ ବେଳେବେଳେ ଚିଲିକା ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ ଉଭୟ ବୋତଲନାକ ଡଲ୍‍ଫିନ୍ ଓ ଈରାବତୀ ଡଲ୍‍ଫିନ୍ ଏକା ଅଞ୍ଚଳକୁ ଖାଦ୍ୟ ସନ୍ଧାନରେ ଆସିଯାଆନ୍ତି ଓ ଏପରି ପରିସ୍ଥିତି ସୃଷ୍ଟି ହେଲେ ଈରାବତୀ ଡଲ୍‍ଫିନ୍‍ମାନେ ଭୟରେ ହ୍ରଦ ଭିତରକୁ ପଳାଇଯାଆନ୍ତି ।

bottler's Usage Examples:

The bottlers, who hold exclusive territory contracts with the company.


company largely produces syrup concentrate, which is then sold to various bottlers throughout the world who hold exclusive territories.


org/bottlers/filberts.


This act requires importers and bottlers of beverage alcohol to obtain certificates of label approval.


As of 2019, Varun Beverages is PepsiCo bottler in 27 states and seven union territories of India.


DN 3000 (small capacity)/DN 5000 (large capacity) - elevator/conveyance glass front vendor, introduced in the early 2000s and designed exclusively for select Coca-Cola bottlers.


shareholding in Coca-Cola Sabco giving Coca-Cola Beverages Africa access to bottlers in Ethiopia, Kenya, Mozambique, Namibia, Tanzania and Uganda.


Jesus is a Brazilian soft drink produced by Eduardo Lago, a Coca-Cola bottler based in São Luís.


is an anchor bottler and a part of the Coca-Cola System.


Monterrey, the sparkling water bottler Topo Chico Company started operations in 1908 and became the first Mexican bottler of The Coca-Cola Company in 1926;.


A reusable bottle is a bottle that can be reused, as in the case as by the original bottler or by end-use consumers.


It was formerly the anchor bottler for Western Europe and most of North America.


water and sweeteners, putting the mixture into cans and bottles, and carbonating it, which the bottlers then sell and distribute to retail stores, vending.



Synonyms:

manufacturer, manufacturing business, maker,

bottler's Meaning in Other Sites