battery Meaning in Odia (Oriya). ( battery ଶବ୍ଦର ଓଡିଆ ଅର୍ଥ)
ବ୍ୟାଟେରୀ, ଆର୍ଟିଲିରି,
Noun:
ବ୍ୟାଟେରୀ, ଆର୍ଟିଲିରି,
People Also Search:
battery acidbattery charger
battery powered
battier
battiest
batting
batting order
battings
battle
battle axe
battle born state
battle cruiser
battle cry
battle fatigue
battle flag
battery తెలుగు అర్థానికి ఉదాహరణ:
|୨୦୦୫ରେ ଏକ ଅନୁମାନ ଅନୁସାରେ ପ୍ରତିବର୍ଷ ବ୍ୟାଟେରୀ ବିକ୍ରୟରୁ ୪୮ ବିଲିୟନ ଆମେରିକୀୟ ଡଲାରର ବ୍ୟାପାର ହୋଇଥାଏ ।
ସାମରିକ ଭାଷାରେ ବ୍ୟାଟେରୀର ଅର୍ଥ ଗୁଡ଼ିଏ ଅସ୍ତ୍ର-ଶସ୍ତ୍ର ଏକାଥରକେ କାମ କରିବା ।
|ବ୍ୟାଟେରୀ ଅନେକ ଆକାର ଓ ରୂପରେ ଆସେ ।
|ବ୍ୟାଟେରୀ ଦୁଇ ପ୍ରକାରର: ପ୍ରାଥମିକ ଓ ଦ୍ୱିତୀୟକ ।
ଛୋଟିଆ ଶ୍ରବଣଯନ୍ତ୍ର ଲାଗି କ୍ଷୁଦ୍ରାତିକ୍ଷୁଦ୍ର ବ୍ୟାଟେରୀରୁ ଆରମ୍ଭ କରି ଟେଲିଫୋନ ଏକ୍ସଚେଞ୍ଜ ଗୁଡ଼ିକରେ ବ୍ୟାକଅପ ଶକ୍ତି ଲାଗି ଘର ଆକାରର ବ୍ୟାଟେରୀ ମଧ୍ୟ ରହିଛି ।
|ଇତିହାସ|୨୦୦୫ ଓ ୨୦୦୯ ମଧ୍ଧ୍ୟରେ ଗଚ୍ଛିତ ହାଲୁକା ଯାନ ମୁଖ୍ୟତଃ ବ୍ୟାଟେରୀ ଚାଳିତ ଥିଲା, ଯାହା ୨୦୦୫ରେ ୧,୭୦୦ ୟୁନିଟ୍ ଓ ୨୦୦୯ରେ ୬,୦୦୦ ୟୁନିଟ୍ ଥିଲା ।
ଉଦାହରଣ ସ୍ୱରୂପ ବ୍ୟାଟେରୀରୁ ଯେଉଁ ବିଦ୍ୟୁତ ସ୍ରୋତ ପ୍ରବାହିତ ହୁଏ ତାହା ସଳଖ ବିଦ୍ୟୁତ ସ୍ରୋତ ।
ସୌରଶକ୍ତିଦ୍ୱାରା ବତିଘରରର ଆବଶ୍ୟକୀୟ ଚାହିଦା ନ ମେଣ୍ଟିଲେ ବା ବ୍ୟାଟେରୀ ବଦଳାଇବାର ଆବଶ୍ୟକତା ସୃଷ୍ଟି ହେଲେ କିଛି ସମୟ ପାଇଁ ଏହି ସବୁ ବତିଘରେ ଡିଜେଲ୍ ଜେନେରେଟର୍ ବ୍ୟବହାର କରାଯାଇଥାଏ ।
ସେ ବ୍ୟାଟେରୀ ଶବ୍ଦଟି ସାମରିକ ବ୍ୟାଟେରୀରୁ ଉଦ୍ଧୃତ କରିଥିଲେ ।
ସେ ୧୮୦୦ ମସିହାରେ ବ୍ୟାଟେରୀ ଉଦ୍ଭାବନ କରିଥିଲେ ।
ଦ୍ୱିତୀୟକ ବା ରିଚାର୍ଜେବଲ ବ୍ୟାଟେରୀକୁ ବାରମ୍ବାର ବ୍ୟବହାର କଲା ପରେ ରିଚାର୍ଜ କରି ପୁନଃବ୍ୟବହାର କରିହୁଏ ।
ଆମେ ନିତିଦିନ ବ୍ୟବହାର କରୁଥିବା କାନ୍ଥଘଣ୍ଟା ବା ଖେଳଣା ଆଦିର ଆଲକାଲାଇନ ବ୍ୟାଟେରୀ ଏହି ଶ୍ରେଣୀର ।
battery's Usage Examples:
The clamshell design was fairly robust, but the battery door is the shortcoming of this whole line; 18C, 19B, and 28C/S.
Battery chemistryThe terminal voltage of a battery cell depends on the chemicals and materials used in its construction, and not on its physical size.
a plaintiff brings suit (such as breach of contract, battery, or false imprisonment).
Kanauji"s troops, hindered by poor communication and cumbered advance, had only managed to seize the Karoengan battery at 17:10 on 13.
In January 1938, he commanded the Romanian communists' artillery battery Tudor Vladimirescu.
The phone offers an improved screen, battery and design comparing to the pervious phones.
The battery was organized at Indianapolis, Indiana, and mustered in for a three-year enlistment.
recordings, silent and sound movies and the nickel-iron alkaline electric storage battery.
There was a Nike-Hercules missile battery in Baumholder (Battery C, 5th Battalion, 6th Air Defence Artillery).
During the main landing, the battery on Sadau Island provided fire support to the Australian engineers who were landed at Lingkas to clear obstacles on the landing beaches.
However crushing from the mine did not even recoup the £8,000 outlaid on the construction of the dam, battery and cyanide plant.
Two, concept ii, CONCEPT 2, or variation, may refer to: Concept2, a rowing machine manufacturer Rimac Concept Two, an all-electric battery-powered hypercar.
Ogasaware filed a complaint with the authorities against Soka Gakkai for assault and battery and later a complaint against the high priest.
Synonyms:
artillery unit, artillery,
Antonyms:
alkaline, sweet, pleasant, follower, bring to,