<< batting order battle >>

battings Meaning in Odia (Oriya). ( battings ଶବ୍ଦର ଓଡିଆ ଅର୍ଥ)



ବ୍ୟାଟିଂ,

(ବେସବଲ୍ |,

Noun:

ବ୍ୟାଟିଂ,

battings తెలుగు అర్థానికి ఉదాహరణ:

ସେ ସେଠାରେ ନିଜର ଆକ୍ରମଣାତ୍ମାକ ବ୍ୟାଟିଂଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ ।

୮୦ ଦଶକରେ ଭାରତୀୟ ଦଳର ୱିକେଟ କିପର ଶୟଦ କିରିମାନିଙ୍କ ପରେ ତାଙ୍କ ସ୍ଥାନ ଗ୍ରହଣ କରିବାକୁ ଅନେକ ଆଶାୟୀ ବିକେତକିପର ଥିବା ବେଳେ ଚନ୍ଦ୍ରକାନ୍ତ ତାଙ୍କର ଉନ୍ନତ ବ୍ୟାଟିଂ ପାଇଁ ଅଗ୍ରାଧିକାର ପାଇଥିଲେ ।

ଏବି ଡିଭିଲିୟର୍ସଙ୍କ ସ‌ହିତ ସେ ୨୦୦୫ ଏବଂ ୨୦୧୫ ମଧ୍ୟରେ ଆଇସିସି ଟେଷ୍ଟ ବ୍ୟାଟିଂ ରେଙ୍କିଙ୍ଗ୍‌ରେ ଏକ ସାଙ୍ଗରେ ପ୍ରଥମ ସ୍ଥାନରେ ଥିଲେ ।

ଏକଦିବସୀୟରେ କିନ୍ତୁ ଭଲ ବ୍ୟାଟିଂ କରୁଥିବା ଅନ୍ୟ ଇକେଟ କିପର ମାନେ ତାଙ୍କ ବଦଳରେ ସ୍ଥାନ ପାଉଥିଲେ ।

|ତାଙ୍କର ବ୍ୟାଟିଂ ଟେକନିକକୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ ବର୍ଡର ଖୁବ ପସନ୍ଦ କରନ୍ତି ।

ଧୋନିଙ୍କର ବ୍ୟାଟିଂ କୌଶଳ ଅତ୍ୟନ୍ତ ନିଆରା ।

ତେବେ ସେଦିନର ସେହି କ୍ରିକେଟ୍ ମ୍ୟାଚରେ ଧୋନିଙ୍କୁ ବ୍ୟାଟିଂ କି ବୋଲିଂ କରିବାର ସୁଯୋଗ ମିଳି ନଥିଲା ।

ସେ ଭାରତ ପାଇଁ ଅନ୍ତର୍ଜାତିକ କ୍ରିକେଟ ଖେଳି 200ରୁ ଅଧିକ ୱିକେଟ ନେବାସହ ବ୍ୟାଟିଂରେ ମଧ୍ୟ ଉପଯୋଗୀ ଅବଦାନ ଦେଇଛନ୍ତି ।

 ବ୍ୟାଟିଂ ପାଇଁ ଉପଯୁକ୍ତ ପିଚରେ ସ୍ୱୀଙ୍ଗ କରିପାରିବାର ଦକ୍ଷତା ପ୍ରତିପାଦନ କରିପାରୁଥିଲେ ।

କାଳୀଚରଣ ତାଙ୍କର ସତର୍କ ତଥା ନିଖୁଣ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ ।

ତାଙ୍କର ଏକ ଭିନ୍ନ ଢଙ୍ଗରେ ବ୍ୟାଟିଂ କରିବା ଦର୍ଶକଙ୍କ ସମେତ କ୍ରିକେଟ ପଣ୍ଡିତ ତଥା ପୂର୍ବତନ କ୍ରିକେଟରମାନଙ୍କୁ ହତୋତ୍ସକିତ କରିଥିଲା ।

ସେ ଭ୍ରମଣକାରୀ ଇଂଲଣ୍ଡ ଦଳ ସହ ମୋହାଳିଠାରେ 3 ୟ ଟେଷ୍ଟ ପାଇଁ ଦଳରେ ସ୍ଥାନ ପାଇଥିଲେ ମଧ୍ୟ କେବଳ ପ୍ରଥମ ଇନିଂସରେ ବ୍ୟାଟିଂ କରି  ମାତ୍ର 4 ରନ କରି ଆଉଟ ହେଇଥିଲେ ଓ ଦ୍ୱିତୀୟ ପାରିରେ ବ୍ୟାଟିଂ କରି ଆସି ନ ଥିଲେ ।

battings's Usage Examples:

A maximum of five battings are available.



Synonyms:

endeavour, try, attempt, endeavor, effort,

Antonyms:

best, worst, inactivity, refrain, abstain,

battings's Meaning in Other Sites