astronomise Meaning in Odia (Oriya). ( astronomise ଶବ୍ଦର ଓଡିଆ ଅର୍ଥ)
ଜ୍ୟୋତିର୍ବିଜ୍ଞାନ,
Adjective:
ଜ୍ୟୋତିର୍ବିଜ୍ଞାନ,
People Also Search:
astronomizeastronomy
astronomy satellite
astronomy unit
astrophel
astrophotography
astrophysical
astrophysicist
astrophysicists
astrophysics
astrut
astucious
asturian
astute
astutely
astronomise తెలుగు అర్థానికి ఉదాహరణ:
| ଶିକ୍ଷା ବ୍ୟବସ୍ଥା |ବିଶ୍ୱବିଦ୍ୟାଳୟରେ ନିମ୍ନ ବିଭାଗ ଗୁଡିକରେ ଶିକ୍ଷାଦାନ କରାଯାଏ :|ଧର୍ମଶାସ୍ତ୍ର|ନ୍ୟାୟ|ସାହିତ୍ୟ|ସର୍ବଦର୍ଶନ|ବେଦ|ବ୍ୟାକରଣ|ଅଦ୍ୱେତ ବେଦାନ୍ତ|ଜ୍ୟୋତିର୍ବିଜ୍ଞାନ|ଶାରିରିକ ଶିକ୍ଷା|କମ୍ପ୍ୟୁଟର ଶିକ୍ଷା|ଶିକ୍ଷା ଶାସ୍ତ୍ରୀ|ସଂସ୍କୃତରେ ଅଧିକ ଶୋଧ କରିବା ପାଇଁ, ବିଶ୍ୱବିଦ୍ୟାଳୟରେ କାର୍ସ ନାମକ ଏକ ଶୋଧ ସଂସ୍ଥାନ ରହିଛି ।
ଏହା ଥିଲା ଆଧୁନିକ ଜ୍ୟୋତିର୍ବିଜ୍ଞାନର ଅୟମାରମ୍ଭ ।
କୁସୁମପୁର(ପାଟଣା) ଯିବା ପରେ ଯୁବ ବରାହମିହିରଙ୍କ ସାକ୍ଷାତ ମହାନ ଜ୍ୟୋତିର୍ବିଦ ଓ ଖଗୋଳ ଖଗୋଳ ବିଜ୍ଞାନୀ ଆର୍ଯ୍ୟଭଟଙ୍କ ସହିତ ହୋଇଥିଲା ଏବଂ ସେ ଜ୍ୟୋତିର୍ବିଜ୍ଞାନ ତଥା ଖଗୋଳ ବିଜ୍ଞାନକୁ ସମଗ୍ର ଜୀବନ ଅଧ୍ୟୟନ କରିବେ ବୋଲି ସ୍ଥିର କରିଥିଲେ।
ସେ ଥିଲେ ଏକାଧାରାରେ ଗଣିତଜ୍ଞ, ଜ୍ୟୋତିର୍ବିଜ୍ଞାନୀ, ଡାକ୍ତର, ପ୍ରଶାସନିକ ଅଧିକାରୀ, ଅର୍ଥନୀତିଜ୍ଞ ଏବଂ ସୈନିକ ।
ଏହି ଗ୍ରନ୍ଥଟିରେ ଜ୍ୟୋତିର୍ବିଜ୍ଞାନ, ଗ୍ରହମାନଙ୍କର ଚଳ-ପ୍ରଚଳନ, ବାସ୍ତୁବିଦ୍ୟା, ଭବନ ନିର୍ମାଣ କଳା, ବୃକ୍ଷାୟୁର୍ବେଦ, ବାୟୁମଣ୍ଡଳର ପ୍ରକୃତି ଇତ୍ୟାଦି ଉପରେ ବିଶଦ ଭାବେ ବର୍ଣ୍ଣନା ରହିଛି।
ଏପରି ନିର୍ଭୁଲ ସମୟ ପାଇ ଏହି ଘଡ଼ିଗୁଡ଼ିକୁ ସାଧାରଣତଃ ମହାକାଶ ଅଭିଯାନ, ଜ୍ୟୋତିର୍ବିଜ୍ଞାନ ଗବେଷଣା ବିଭିନ୍ନ ପରୀକ୍ଷାଗାରରେ ବ୍ୟବହାର କରାଯାଉଛି ।
| ଭୌଗୋଳିକ ମହତ୍ତ୍ଵ |ଉତ୍ତର ଗୋଲାର୍ଦ୍ଧରେ ପାରମ୍ପାରିକ (ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ) ଗ୍ରୀଷ୍ମର ଆରମ୍ଭ ୨୧ ଜୁନରୁ ହେଉଥିବା ବେଳେ (ପାଣିପାଗ ବିଜ୍ଞାନ ଜନିତ ଗ୍ରୀଷ୍ମ ୧ ଜୁନ୍ ରୁ ଆରମ୍ଭ ହୁଏ), ଦକ୍ଷିଣ ଗୋଲାର୍ଦ୍ଧରେ, ଜୁନ୍ ୧ରୁ ପାଣିପାଗ ବିଜ୍ଞାନ ଜନିତ ଶୀତ ଋତୁ ଆରମ୍ଭ ହୋଇଥାଏ ।
ଏହି ପଦ୍ଧତି ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ଶତାନନ୍ଦାଚାର୍ଯ୍ୟଙ୍କ ଠାରୁ ଚଳିଆସୁଥିବାର ଅନୁମାନ କରାଯାଏ ।
ଆର୍ଯ୍ୟଭଟଙ୍କର ଜ୍ୟୋତିର୍ବିଜ୍ଞାନକୁ ଆଧାର କରି ସେ ମହାଭାସ୍କରୀୟ ଓ ଲଘୁଭାସ୍କରୀୟ ପୁସ୍ତକ ରଚନା କରିଥିଲେ ।
i| ଆଧାର |ଉତ୍ତର ପ୍ରଦେଶ ସେସିଲିଆ ପେଇନ-ଗାପୋସ୍ଚକିନ (ମଇ ୧୦, ୧୯୦୦ – ଡିସେମ୍ବର ୭, ୧୯୮୯) ଜଣେ ବ୍ରିଟିଶ-ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ଓ ଖଗୋଳ-ପଦାର୍ଥ ବିଜ୍ଞାନୀ ଥିଲେ ।
| ବ୍ୟବହାର |ମାଇକ୍ରୋମିଟରକୁ ଜ୍ୟୋତିର୍ବିଜ୍ଞାନ, ପାଣିପାଗ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଅତି ସୂକ୍ଷ୍ମ ମାପ ପାଇଁ ବ୍ୟବହାର କରାଯାଇଥାଏ ।
ଏହି ଗ୍ରନ୍ଥରେ ପୂର୍ବ-ପ୍ରଚଳିତ ପାଞ୍ଚଟି ଜ୍ୟୋତିର୍ବିଜ୍ଞାନୀୟ ସିଦ୍ଧାନ୍ତର ଅବତାରଣା ରହିଛି।