<< astronomy unit astrophotography >>

astrophel Meaning in Odia (Oriya). ( astrophel ଶବ୍ଦର ଓଡିଆ ଅର୍ଥ)



ଜ୍ୟୋତିଷ ଶାସ୍ତ୍ର,

Noun:

ଏହାର ଉତ୍ତର ଡକାଯାଇଥାନ୍ତା |,

astrophel తెలుగు అర్థానికి ఉదాహరణ:

ସେଠାରେ ସୁକନ୍ୟାକୁ ଲାଳନ ପାଳନ କରି ନାନାଦି ଜ୍ୟୋତିଷ ଶାସ୍ତ୍ରଶିକ୍ଷା ଦେଲେ ।

ଫଳରେ ସେ ରେଖାଚିତ୍ର ତଥା ଜ୍ୟୋତିଷ ଶାସ୍ତ୍ରରେ ପ୍ରଭୂତ ଜ୍ଞାନ ଆହରଣ କରିପାରିଥିଲେ ଏବଂ ଜଣେ କୁଶଳୀ ମାନଚିତ୍ରକାର ମଧ୍ୟ ହୋଇପାରିଲେ ।

ଜ୍ୟୋତିଷ ଶାସ୍ତ୍ରମତରେ ମଧ୍ୟ ମକର ସଂକ୍ରାନ୍ତିଠାରୁ ମହା ଶିବରାତ୍ରି ପର୍ଯ୍ୟନ୍ତ ମହାକୁମ୍ଭ ସ୍ନାନ ଆଧ୍ୟାତ୍ମିକ, ଶାରୀରିକ ଓ ମାନସିକ ଶକ୍ତିରେ ବିକାଶ ଘଟାଏ ।

ସେ ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ପର୍ଯ୍ୟାଲୋଚନା କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିଲେ ।

ସେଠାରେ ସେ ଆତ୍ମଜୀବନି ପଢ଼ି ଥିଲେ ଏବଂ ଇତିହାସ, ସଂସ୍କୃତ, ଆଧୁନିକ ବିଜ୍ଞାନ, ଓ ଜ୍ୟୋତିଷ ଶାସ୍ତ୍ର ର ଅଧ୍ୟୟନ କରିଥିଲେ ।

ପରେ ସେ ପରୀକ୍ଷିତଙ୍କୁ ଜ୍ୟୋତିଷ ଶାସ୍ତ୍ର ଶିକ୍ଷା ଦେଇଥିଲେ ।

| ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧୀୟ |ସେ ଜଣେ ବିଖ୍ୟାତ ଜ୍ୟୋତିଷ ଭାବେ ମଧ୍ୟ ଖ୍ୟାତିଲାଭ କରିଥିଲେ।

|ପରିଚୟ|ଜ୍ୟୋତିଷ ଶାସ୍ତ୍ର (ପ୍ରାଚୀନ ଗ୍ରୀକ ଭାଷା) ἄστρονର ଶବ୍ଦ "ଏସ୍ଟ୍ରୋନ" (ତାରା ସମୂହ) -λογία ଏବଂ "ଲୋଜି" -logia) (ଅଧ୍ୟୟନରୁ ନିଆ ଯାଇଥିବା ବିଷୟ) ।

ଜ୍ୟୋତିଷ ଶାସ୍ତ୍ରରେ କ୍ଷୀରର ସମ୍ବନ୍ଧ ଚନ୍ଦ୍ରମାଙ୍କ ସହ ରହିଛି ।

|ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ, କୁମ୍ବ ରାଶି ଭାବେ ନିଆଯାଏ ଇଂରାଜୀ: Aquarius (କୁମ୍ଭ ରାଶି) ଏବଂ ଏହା ମଧ୍ୟ ଏକ ମେଳା ନାମରେ ଜଣାଯାଏ ।

ଦୁଇଗୋଟି ବାଉଁଶନଳୀ ସାହାଯ୍ୟରେ ଦୂରଦୂରାନ୍ତର ଗ୍ରହ ମଣ୍ଡଳର ନକ୍ଷତ୍ରମାନଙ୍କର ଗତି ଅବଲୋକନ କରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ତାହା ପୁରାତନ ସଂସ୍କୃତ ଜ୍ୟୋତିଷ ଶାସ୍ତ୍ରର ସିଦ୍ଧାନ୍ତ ସହିତ ତାହାର ଅନେକ ଅସମାନତା ଥିଲା ।

|ଜ୍ୟୋତିଷ ଶାସ୍ତ୍ରରେ ବୃଷ ହେଉଛି ଦ୍ୱିତୀୟ ରାଶି ।

| ପଶ୍ଚିମୀ ଜ୍ୟୋତିଷ ଶାସ୍ତ୍ରର ପ୍ରଭାବ |ରୋମକ ସିଦ୍ଧାନ୍ତ ଓ ରୋମକ ସିଦ୍ଧାନ୍ତ ରୋମାନୀୟ ଏବଂ ଗ୍ରୀକ ଜ୍ୟୋତିଷ ଶାସ୍ତ୍ରଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ।

astrophel's Meaning in Other Sites