apart Meaning in Odia (Oriya). ( apart ଶବ୍ଦର ଓଡିଆ ଅର୍ଥ)
ଅଲଗା, ବ୍ୟକ୍ତିଗତ ଭାବରେ,
People Also Search:
apart fromapart from that
apartheid
apartheids
apartment
apartment building
apartment house
apartmental
apartments
apartness
apass
apathetic
apathetical
apathetically
apathy
apart తెలుగు అర్థానికి ఉదాహరణ:
2170 ଦଶକ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସରକାର ସେମାନଙ୍କ ସାଂସ୍କୃତିକ ବିରାସତକୁ ନଷ୍ଟ କରିବାର ପ୍ରୟାସ କରିଥିଲେ , ଯାହାର ଅନ୍ତର୍ଗତ ସେମାନଙ୍କ ପିଲାମାନଙ୍କୁ ପ୍ରାୟତଃ ମାତା-ପିତାଙ୍କଠାରୁ ଅଲଗା କରି ୟୁରୋପୀୟ ଶୈଳୀର ପାଠଶାଳାରେ ବନ୍ଦୀ ରଖା ଯାଉଥିଲା ।
ତାଙ୍କ ରଚନାଗୁଡ଼ି ମୁଖ୍ୟତଃ ଅଲଗା ଅଲଗା ସ୍ୱୟଂସମ୍ପୂର୍ଣ୍ଣ କ୍ଷୁଦ୍ରଗୀତ ଭାବେ ଦେଖାଯାଏ ।
ଏହି ଭିଟାମିନମାନଙ୍କର ଏକା ଭଳି ନାମ ଥିଲେ ମଧ୍ୟ ଗବେଷଣାଦ୍ୱାରା ଦେଖାଯାଇଛି, ସେ ସମସ୍ତଙ୍କର ରାସାୟନିକ ଗଠନ ପରଷ୍ପରଠାରୁ ଅଲଗା କିନ୍ତୁ ସମସ୍ତେ ଖାଦ୍ୟରେ ଏକାଠି ଥାଆନ୍ତି ।
୧୯୮୦ ମସିହାରେ ୟୁନାଇଟେଡ଼ ଷ୍ଟେଟରେ କିଛି ଅଲଗା ଧାରଣା ମଧ୍ୟ ରହିଥିଲା।
ଖପୁରୀଟି ଅଲଗାରୁ ଆଜିଲାଲ୍ର ଟିଓଗୁଇ ଶିଳା ସଂରଚନାରୁ ମିଳିଥିଲା ।
ଶ୍ରୁତି ସେତେବେଳକୁ ତା'ର ପତିଠାରୁ ଅଲଗା ହୋଇସାରିଥିଲା ।
ସାଇଟଗୁଡ଼ିକ ଭିତରେ ନିର୍ଦ୍ଦିଷ୍ଟ ପ୍ରାଇଭେସି ବିକଳ୍ପଗୁଡ଼ିକ ଅଲଗା ଅଲଗା ଥିଲେ ହେଁ ସାଧାରଣତଃ ଡାଇରେକ୍ଟ ମେସେଜିଂ, କେବଳ ଫଲୋଅର, ସର୍ବସାଧାରଣ କିନ୍ତୁ ସର୍ବସାଧାରଣ ଫିଡ଼ରେ ଅନ୍ତର୍ଭୁକ୍ତ ହୋଇନଥିବା ଓ ର୍ବସାଧାରଣ ଫିଡ଼ରେ ଅନ୍ତର୍ଭୁକ୍ତ ହୋଇଥିବା ସର୍ବସାଧାରଣ ପୋଷ୍ଟ ସମ୍ଭବ ।
ସଂକ୍ରମିତ ଲୋକଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯାଏ ଯାହାକୁ ଆଇସୋଲେସନ (isolated) କୁହାଯାଏ ।
| ଓଡ଼ିଶା ପ୍ରଦେଶ ଓ ଭାଷା ଆନ୍ଦୋଳନ |ଓଡ଼ିଆ ଭାଷାକୁ ବାକି ପଡ଼ୋଶୀ ଭାଷାଭାଷୀମାନଙ୍କ ଆକ୍ରମଣରୁ ଅଲଗା କରି ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ ।
ବାଉଁଶ ପାତ ଗୁଡ଼ିକୁ ଛନ୍ଦି ବୁଣିଲା ବେଳେ ଛୋଟ ଛୋଟ ଫୋଡ଼ ରହିଥାଏ ଯେଉଁ ଛିଦ୍ର ଲିଆରୁ ତସୁ ଅଲଗା କରିବା ପାଇଁ ସାହାଯ୍ୟ କରେ ।
ସଉରା ଘର ଭିତରେ ୨/୩ଟି ବଖରା ଓ ରୋଷେଇ ଶାଳ ଅଲଗା ଥାଏ।
ତେବେ ଅନ୍ୟ ସଂଖ୍ୟା କ୍ଷେତ୍ରରେ ‘ଗୁଣୀ’ ନଆସି ଅଲଗା ରୂପ ନିଏ ।
ଏହି ଦୁଇଟି ଉଭୟ ଉପଭାଷା ଭାବେ ଓ ଅଲଗା ଅଲଗା ଭାଷା ଭାବେ ବିବେଚିତ ।
apart's Usage Examples:
In geology, a rift is a linear zone where the lithosphere is being pulled apart and is an example of extensional tectonics.
4823139 The Insula dell"Ara Coeli is one of the few surviving examples of an insula, the kind of apartment blocks where many.
sister Linda, living and working at the former College Courts, an efficiency apartment complex owned by his father.
The adult male is glossy black, apart from white underwing coverts and a conspicuous white shoulder patch.
The matrics take responsibility for the running of the houses under the supervision a housemaster and deputy housemaster who live in adjoined apartments.
out of phase with the hour hand, drifting slowly further apart during the year.
So we kind of drifted apart.
jobs), will be able to afford basic food, clothing, shelter (an efficiency apartment), and public transportation, wherever that work is done throughout.
Vivien returns dejectedly back to her apartment and, despite initially feigning distress at her.
East Gondwana then began to break apart about 115–120 million years ago when India began to move northward.
colony consists of seven sectors, I through VII and the buildings are graded according to the number of rooms each apartment (or flat) of the building contains.
The college mess hall was on the first floor of the West Wing, and the building was also used for faculty apartments and administrative offices.
The other two slams (Tour Challenge and Champions Cup) have unique formats that set them apart.
Synonyms:
aside,
Antonyms:
comprehensible, demystify,