<< apart from that apartheids >>

apartheid Meaning in Odia (Oriya). ( apartheid ଶବ୍ଦର ଓଡିଆ ଅର୍ଥ)



ଅପାର୍ଥିଡ଼, ଜାତିଗତ ଭେଦଭାବ,

ଦକ୍ଷିଣ ଆଫ୍ରିକାରେ ପୂର୍ବତନ ସରକାରୀ ନୀତି |, ଏକ ସାମାଜିକ ନୀତି କିମ୍ବା ଜାତିଗତ ବିଭାଜନ ରାଜନ political ତିକ ଏବଂ ଅର୍ଥନ and ତିକ ଏବଂ ଆଇନଗତ ଭେଦଭାବକୁ ଅନ୍ତର୍ଭୁକ୍ତ କରେ ଯେଉଁମାନେ ଧଳା ନୁହଁନ୍ତି |,

Noun:

ପୃଥକତା, ଜାତିଭେଦ,

apartheid తెలుగు అర్థానికి ఉదాహరణ:

ଆଫ୍ରିକା ଛାଡ଼ି ସେ ଲଣ୍ଡନ ଯାଇ ଅଣ-ଅପାର୍ଥିଡ଼ କାର୍ଯ୍ୟକର୍ତ୍ତା,ଗଣମାଧ୍ୟମର କାର୍ଯ୍ୟକର୍ତ୍ତା ତଥା ଅନ୍ୟ ବାମପନ୍ଥୀ ନେତାଙ୍କ ସହ ଭେଟ ହୋଇଥିଲେ ।

ମଣ୍ଡେଲା ଅନ୍ୟ ସମ୍ବାଦଦାତାଙ୍କ ସହିତ ଗୋପନରେ ସାକ୍ଷାତ କରି ଏହା ଜଣେଇଦେଇଥିଲେ ଯେ ପ୍ୟାନ-ଆଫ୍ରିକାନ-କଂଗ୍ରେସର ପୋକୋ ଗୋଠସହ ମିଶି ଅଣ-ଅପାର୍ଥିଡ଼ ମାନେ ଏକ ବଡ଼ ବିପ୍ଳବ କରିବେ ।

|ରଙ୍ଗଭେଦ ନୀତି ଓ ଅପାର୍ଥିଡ଼ ବିରୋଧରେ ଲଢ଼ି ସେ ନିଜ ଜୀବନକାଳର ୨୭ ବର୍ଷ କାଳ ରୋବେନ ଦ୍ୱୀପର କାରାଗାର, ପୋଲ୍ସମୁର କାରାଗାର ଓ ଭିକ୍ଟର ଭର୍ଷ୍ଟର କାରାଗାରରେ କଟାଇଥିଲେ ।

ତାଙ୍କ ଶାସନକାଳ ମଧ୍ୟରେ ଅପାର୍ଥିଡ଼ ନୀତିର ପତନ ହୋଇଥିଲା ତଥା ଚାଲିଆସୁଥିବା ରଙ୍ଗଭେଦ, ଦାରିଦ୍ର୍ୟ, ସାମାଜିକ ଅସମାନତାକୁ ଦୂର କରିବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା ।

ସେହି ମାସରେ ଜୋହାନ୍ସବର୍ଗଠାରେ ହୋଇଥିବା "ଡିଫେଣ୍ଡ ଫ୍ରି ସ୍ପିଚ କନଭେନସନ"ରେ ଆଫ୍ରିକୀୟ, ଭାରତୀୟ ଓ କମ୍ୟୁନିଷ୍ଟମାନେ ମିଳିତ ଭାବେ ଅପାର୍ଥିଡ଼ ବିରୁଦ୍ଧରେ ଅନଶନ କରିଥିଲେ ।

|ରାଜନୈତିକ ବନ୍ଦୀମାନେ କାରାଗାରରେ ଜୀବନଯାପନ ପ୍ରଣାଳୀ ଉନ୍ନତ କରିବା ପାଇଁ ଭୋକ ହରତାଳ କରୁଥିଲେ ମଧ୍ୟ ମଣ୍ଡେଲା ଏହାକୁ ବହୁ ମାତ୍ରାରେ ନିରର୍ଥକ ଭାବୁଥିଲେ ଓ ଅଣ-ଅପାର୍ଥିଡ଼ ଆନ୍ଦୋଳନରେ ଏହାର ବହୁ ଛୋଟ ଭୂମିକା ରହିଥିଲା ।

୧୯୭୫ ସୁଦ୍ଧା ମଣ୍ଡେଲା କ ବିଭାଗ ବନ୍ଦୀକୁ ପଦନ୍ନୋତି ପାଇଯାଇଥିଲେ, ଫଳରେ ଅନେକ ଲୋକଙ୍କୁ ଦେଖାସାକ୍ଷାତ କରିପାରିବା ସହ ଅଧିକ ଚିଠିପତ୍ରର ଆଦାନ ପ୍ରଦାନ କରିପାରୁଥିଲେ; ସେହି ସମୟରେ ଅଣ-ଅପାର୍ଥିଡ଼ ଆନ୍ଦୋଳନର ସକ୍ରିୟ କର୍ମକର୍ତ୍ତା ମାଙ୍ଗୋସୁଥୁ ବୁଥେଲେଜି, ଡେସମଣ୍ଡ ଟୁଟୁଙ୍କ ସହିତ ଯୋଗାଯୋଗ କରିଥିଲେ ।

ଦକ୍ଷିଣ ଆଫ୍ରିକୀୟ ଭାରତୀୟ କଂଗ୍ରେସ, କଲର ପିପୁଲ୍ସ କଂଗ୍ରେସ, ଦକ୍ଷିଣ ଆଫ୍ରିକୀୟ ଶ୍ରମିକ କଂଗ୍ରେସ ଓ କଂଗ୍ରେସ ଅଫ ଡେମୋକ୍ରାଟସଙ୍କ ମିଳିତ ଉଦ୍ୟମରେ ଜାତୀୟ କଂଗ୍ରେସ "କଂଗ୍ରେସ ଅଫ ଦି ପିପୁଲ" ଗଠନ କରିବାର ପ୍ରୟାସ ହୋଇଥିଲା; ଏବଂ ସମସ୍ତ ଦକ୍ଷିଣ ଆଫ୍ରିକୀୟମାନଙ୍କୁ ଅପାର୍ଥିଡ଼ ବିରୁଦ୍ଧରେ ମତ ଦେବାକୁ ଅନୁରୋଧ କରାଯାଇଥିଲା ।

ଦକ୍ଷିଣ ଆଫ୍ରିକାରେ ଅପାର୍ଥିଡ଼ ବିରୋଧରେ ସଂଗ୍ରାମରେ ତାଙ୍କର ନେତୃତ୍ୱ | ଶବର ଡୁମ୍ବା (୫ ଅପ୍ରେଲ ୧୯୨୨ - ୨୧ ସେପ୍ଟେମ୍ବର ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।

ରଙ୍ଗଭେଦ ନୀତିକୁ ଖୋଲାଖୋଲି ସମର୍ଥନ କରି ଅପାର୍ଥିଡ଼ ବୈଧାନିକ ନିୟମ ପ୍ରଣୟନ କରାଯାଇଥିଲା ।

୧୯୪୮ରେ ନ୍ୟାସନାଲ ପାର୍ଟିର "ଆଫ୍ରିକାନ" ଜାତୀୟତାବାଦୀ ମାନେ ସରକାର ଗଠନ କରି କ୍ଷମତାକୁ ଆସିବା ପରେ ଅପାର୍ଥିଡ଼କୁ ନୀତିକୁ ପ୍ରାଧାନ୍ୟ ଦେଇଥିଲେ, ଏବଂ ସେହି ସମୟରେ ମଣ୍ଡେଲା ଜାତୀୟ କଂଗ୍ରେସଦ୍ୱାରା ୧୯୫୨ରେ ହୋଇଥିବା ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରି ଟ୍ରାନ୍ସଭାଲ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ ଏବଂ ୧୯୫୫ରେ "ପିପୁଲ ଅଫ କଂଗ୍ରେସ"କୁ ଉଦବୋଧନ ଦେଇଥିଲେ ।

ସେମାନଙ୍କ ରଙ୍ଗଭେଦ ନୀତି ଓ ଅଣ-ଅପାର୍ଥିଡ଼ ବିରୋଧୀ କାର୍ଯ୍ୟକଳାପକୁ ମଣ୍ଡେଲା ସମାଲୋଚନା କରୁଥିଲେ ମଧ୍ୟ ତାଙ୍କ ସହିତ ସଂପର୍କ ବଢ଼ାଇବାକୁ ଆଗ୍ରହୀ ହୋଇଥିଲେ ।

|୧୯୫୨ରେ ଜାତୀୟ କଂଗ୍ରେସ ଭାରତୀୟ ସଂଘ ଓ ଅନ୍ୟ ସାମ୍ୟବାଦୀ ଦଳମାନଙ୍କ ସହ ମିଶି ଅପାର୍ଥିଡ଼ ବିରୁଦ୍ଧରେ ଏକ ମିଳିତ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲା ।

apartheid's Usage Examples:

The police, which were demilitarised after apartheid have been remilitarised and some politicians have encouraged the police to "shoot to kill".


This pretext was used to justify the banning of the South African Communist Party (SACP) and its sister organisation, the African National Congress (ANC), which were regarded as leading anti-apartheid movements.


Africa began implementing its policy of racial segregation, known as apartheid (the Afrikaans term for "separateness").


He is partly credited with having prevented the outbreak of armed violence by disaffected white South Africans prior to post-apartheid general elections.


Repeal in 1986On July 23, 1986, as part of a process of removing some apartheid laws, the South African government lifted the requirement to carry passbooks, although the pass law system itself was not yet repealed.


He was one of South Africa's leading wicket-keepers during the suspension of the South African national team from international cricket during the apartheid era.


technology freely on the international market, primarily because of arms embargoes in place at the time due to apartheid.


Black theology was particularly influential in South Africa and Namibia for motivating resistance to apartheid.


The Truth and Reconciliation Commission (TRC) was a court-like restorative justice body assembled in South Africa after the end of apartheid.


They neverdesired to opt for independence but to fight until South Africa became free from theshackles of apartheid.


apartheid government from the 1970s onward, but anarchism and revolutionary syndicalism as a distinct movement only began re-emerging in South Africa in the.


However, in the latter period, UNITA's main ally was the apartheid regime of South Africa.



apartheid's Meaning in Other Sites