<< amazed amazement >>

amazedly Meaning in Odia (Oriya). ( amazedly ଶବ୍ଦର ଓଡିଆ ଅର୍ଥ)



ଆଶ୍ଚର୍ଯ୍ୟ ହୋଇ,

Adjective:

ଅଦ୍ଭୁତ, ଆଶ୍ଚର୍ଯ୍ୟ,

People Also Search:

amazement
amazements
amazes
amazing
amazingly
amazon
amazon ant
amazon river
amazonas
amazonian
amazons
ambage
ambages
ambagious
ambans

amazedly తెలుగు అర్థానికి ఉదాహరణ:

ଏହା ପିଲାମାନଙ୍କର ଅତି ପ୍ରିୟ ଓ ସ୍କୁଲରେ ପିଲାମାନେ ଏହାକୁ ନିଜ ବହି ଭିତରେ ରଖିଥାନ୍ତି ଓ କିଛି ଦିନ ପରେ ଏଥିରୁ ଚେର ବାହାରିବାର ଦେଖି ଆଶ୍ଚର୍ଯ୍ୟ ହୋଇଥାନ୍ତି ।

ଏଥର ପଦ୍ମାବତୀ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ଏହା ଦାନ୍ତ ମୂଳକୁ ଏତେ ଶକ୍ତ କରିଦିଏ ଯେ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଏ ।

|ସେହି ସମୟରେ ଜଣେ ମତ୍ସ୍ୟଜୀବୀ ଧରିଥିବା ଏକ ମାଛର ପେଟରେ ରାଜକୀୟ ମୁଦ୍ରିକାଟିଏ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ।

ଦୂତମାନେ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ – ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲା ।

ବାକ୍ସ ବିଷୟରେ ଶୁଣିବା ପରେ ମହାରାଣୀ ଆଶ୍ଚର୍ଯ୍ୟ ହୋଇ ସେହି ଜାଗାକୁ ଗଲେ ଏବଂ ସେହିଠାରେ ଥିବା ଏକ ଜଳାଶୟରୁ ମାଆ ଭବାନୀ ପ୍ରକଟ ହୋଇଥିଲେ ।

ଏହା ଦେଖି ରାଜା ବହୁତ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଏକ ପବିତ୍ର ଦିନରେ ଦୁର୍ଗ ନିର୍ମାଣର ମୂଳଦୁଆ ସ୍ଥାପନ କଲେ ଏବଂ ଏହି ଗାଁର ନାମ ବାରାବାଟି କଟକ ଥିଲା ।

ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଶୀତଦିନରେ ପଦ୍ମ ଫୁଲ ଫୁଟିବା ସମ୍ଭବ ନୁହେଁ ।

ରଥଯାତ୍ରା ଦିନ ପୁରୁଷୋତ୍ତମ ଦେବଙ୍କଦ୍ୱାରା ଝାଡୁ ମାରିବାର ଦୃଶ୍ୟ ଦେଖି କାଞ୍ଚି ରାଜ୍ୟର ମନ୍ତ୍ରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏକତ୍ରିତ ହୋଇଥିବା ଲୋକମାନେ ଏଭଳି ଚମତ୍କାରରେ ଆଶ୍ଚର୍ଯ୍ୟ ହୋଇଗଲେ ।

ତାଙ୍କ ସାହସକୁ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଥିଲେ ।

ଏହାର କିଛି ସମୟ ପରେ ପ୍ରଭୁ ଜଗନ୍ନାଥ ନିଜେ ଛଦ୍ମବେଶୀ ଜୟଦେବ ରୂପେ ଯେତେବେଳେ ଫେରନ୍ତି, ସ୍ୱାମୀ ସ୍ନାନରୁ ଏତେ ଶୀଘ୍ର ଫେରି ଆସି ପଦ୍ମାବତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, " ତୁମେ ମାତ୍ର ଏକ ମିନିଟ୍ ପୂର୍ବରୁ ଚାଲିଯାଇଥିଲ, ପୁଣି କାହିଁକି ଆସିଛ ?" ଛଦ୍ମବେଶି ଜଗନ୍ନାଥ ଉତ୍ତର ଦେଲେ, "ମୁଁ ରାସ୍ତାରେ ଗୀତଗୋବିନ୍ଦ ବିଷୟରେ ଏକ ପଦ ମନେ ପଡ଼ିଯିବାରୁ, କାଳେ ଭୁଲିଯିବି ଭାବି ମୁଁ ଏହାକୁ ଲେଖିବାକୁ ଫେରି ଆସିଲି ।

ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ ମୁଁ କୌଣସି ପାପ କର୍ମ କରିନାହିଁ ତୁମେ ମୋତେ କାହିଁକି ନର୍କକୁ ନେବ ? ଏହା ଶୁଣି ଯମଦୂତ କହିଲେ ହେ ରାଜନ୍ ! ଆପଣ ଥରେ ଗୋଟିଏ ବ୍ରାହ୍ମଣଙ୍କୁ ଖାଲି ହାତରେ ଫେରାଇ ଦେଇଥିଲ, ସେହି ପାପକର୍ମର ଫଳ ଯୋଗୁଁ ଆଜି ତୁମକୁ ନରକକୁ ଯିବାକୁ ପଡ଼ିବ ।

amazedly's Meaning in Other Sites