<< amaze amazedly >>

amazed Meaning in Odia (Oriya). ( amazed ଶବ୍ଦର ଓଡିଆ ଅର୍ଥ)



ଅଦ୍ଭୁତ, ଆଶ୍ଚର୍ଯ୍ୟ,

Adjective:

ଅଦ୍ଭୁତ, ଆଶ୍ଚର୍ଯ୍ୟ,

People Also Search:

amazedly
amazement
amazements
amazes
amazing
amazingly
amazon
amazon ant
amazon river
amazonas
amazonian
amazons
ambage
ambages
ambagious

amazed తెలుగు అర్థానికి ఉదాహరణ:

ପିତା ସର୍କସ ଛାଡି ଶକୁନ୍ତଳାଙ୍କୁ ନେଇ ତାଙ୍କର ଅଦ୍ଭୁତ ଗଣନା ଶକ୍ତି ପ୍ରଦର୍ଶନ କରିବା ନିମିତ୍ତ ରାସ୍ତାଘାଟରେ ଗଣିତ ଖେଳ ଦେଖାଇବା ଆରମ୍ଭ କଲେ ।

ଇତ୍ୟବସରରେ ତାଙ୍କରି ପିତା ତାଙ୍କୁ ମଗରମଛକୁ ଧରିବାର ଅଦ୍ଭୁତ କଳା କୌଶଳ ଶିକ୍ଷା ଦେଇଥିଲେ ।

ରାମ ଓ ଲକ୍ଷ୍ମଣଙ୍କ ମଧ୍ୟରେ ଅଦ୍ଭୁତ ପ୍ରେମ ଥିଲା ।

କାଳୀବିଗ୍ରହ ପୂଜା କରୁ କରୁ ଅଦ୍ଭୁତ ଈଶ୍ୱରୀୟ ରୂପମାନ ଦର୍ଶନ କରୁଥିଲେ ।

ତନ୍ମଧ୍ୟରୁ ଏକ ଅଦ୍ଭୁତ ମୋହରର ଏକ ପାର୍ଶ୍ୱରେ  କୁଷାଣ ରାଜାଙ୍କ ଚିତ୍ର, ବ୍ରାହ୍ମି ଲିପିରେ ଲେଖା ରହିଛି ଓ ଅପର ପାର୍ଶ୍ୱରେ ରୋମାନ ପରି ମୁଣ୍ଡ, ରୋମାନ ଭାଷାର ଲେଖା ରହିଛି ।

ଶକ୍ତି, ଐକ୍ୟ ଓ ଠାଣିର ଏହା ଅଦ୍ଭୁତ ନିଦର୍ଶନ ।

ପୃଥିବୀର ସାତଗୋଟି ଅଦ୍ଭୁତ ବସ୍ତୁ ମଧ୍ୟରେ ତାଜ ମହଲକୁ ପରିଗଣିତ କରାଯାଏ ।

ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ।

ସମାଲୋଚକ ମାନଙ୍କ ମତରେ , ତାଙ୍କ ଭିତରେ ଏକ ଅଦ୍ଭୁତ କଳାତ୍ମକତା ଲୁଚି ରହିଥିଲା , ଯାହା ଫଟୋଗ୍ରାଫି ବାଟଦେଇ ପ୍ରକଟିତ ହେଉଥିଲା ।

ପୃଥିବୀ ପରିଭ୍ରମଣ କରୁଥିବାବେଳେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କ ଦୃଷ୍ଟି ପଥାରୂଢ଼ ହେଲା ।

ଏହାଦ୍ୱାରା ତାଙ୍କ କ୍ଷୁଧା ନିବାରଣ ତ ହେଲା ତା ସହିତ ତାଙ୍କ ଭିତରେ ଏକ ଅଦ୍ଭୁତ ଆତ୍ମ ବିଶ୍ୱାସ ଜାଗ୍ରତ ହେଲା ଯେ ସେ କହୁଣିରେ ନଡ଼ିଆ ଭାଙ୍ଗିପାରନ୍ତି ।

ଆଉ ଏଇ ଗ୍ରାମଦେବତା ବା ଦେବତୀ ମାଟିର ମଣିଷ ପରି ସାଧାସିଧା, ସରଗର ପରୀ କି ଯକ୍ଷ କିନ୍ନରଙ୍କ ପରି ଅଦ୍ଭୁତ ଆକାର ବା ବେଶଭୂଷାଧାରୀ ହୋଇ ନଥାନ୍ତି ।

ବରଦାନ ଅନୁସାରେ ଅଦ୍ଭୁତରୂପନେଇ ବିଷ୍ଣୁ ପ୍ରକଟ ହେଲେ, ଦିନରେ ନୁହଁ କି ରାତିରେ ନୁହଁ ଗୋଧୂଳି ସମୟରେ, ନର ନୁହେଁ କି ଦେବତା ନୁହଁ ନରସିଂହ ରୂପରେ ଏବଂ ତା’ର ପ୍ରାଣ ନାଶିଲେ ଅସ୍ତ୍ର କି ଶସ୍ତ୍ର ନୁହଁ ନିଜ ନଖରେ।

amazed's Usage Examples:

Looking out of the window, Simon is amazed to see the Count running up the wall outside like an insect.


is partly why the first explorers who ventured into this awe-inspiring, lethally-formidable landscape, were amazed by the "blond" Inuit they had encountered.


Fred is amazed by George's futuristic gadgets and decides to use them to help Mr.


In the 2000 edition of the book, Friedman evaded criticism of his theory as follows:I was both amazed and amused by how much the Golden Arches Theory had gotten around and how intensely certain people wanted to prove it wrong.


vengeance, severity, cruelty, and malice must occur, and must augment the ghastliness and horror which oppresses the amazed religionist.


Blue Devil knocks the Enchantress out, and the Shadowpact return to the Oblivion Bar with Captain Marvel to regroup, surprised to be alive, and amazed to have temporarily beaten back the Spectre.


Boldness and grace are equally conspicuous in the work as a whole, and in every part; in the cornices, corbels, the niches for statues, the commodious staircase, and its fanciful division, in all the building, as a word, which is so unlike the common fashion of treatment, that every one stands amazed at the sight thereof.


Outstripped, the Clouds were amazed, East and South Winds emulously follow.


They were amazed by the "standing idols", moai, all of which they could see were erect.


The natives replied the incomprehensible question of the name of their place asked by the Spaniards saying tua'y daghang kabug in the belief that the Spaniards were amazed the huge number of bats present in the area that time.


Their new way of making roads with machines amazed old-timers, who were used to making them using a pick, shovel and wheelbarrow.


The famous critic Walter Kerr was an early attendee, and was amazed by what he saw.


Binkley chortled: "The Reds were amazed, and in a figurative sense, more blue than red.



Synonyms:

astounded, astonished, surprised, astonied, stunned,

Antonyms:

not surprised, clearheaded, conscious, unsurprised,

amazed's Meaning in Other Sites