alone Meaning in Odia (Oriya). ( alone ଶବ୍ଦର ଓଡିଆ ଅର୍ଥ)
ଏକୁଟିଆ, ଖାଲି ଏତିକି, କେବଳ ନିଜେ, ଏକାକୀ, ଅନୁପସ୍ଥିତ, କେବଳ,
People Also Search:
alonenessalonenesses
along
along with
alongshoreman
alongside
alonso
alonzo
aloo
aloof
aloofness
alopecia
alopecoid
aloud
alow
alone తెలుగు అర్థానికి ఉదాహరణ:
|ସାମାଜିକ ବ୍ୟବହାର|କଲରାପତରିଆ ବାଘ ଏକୁଟିଆ ରୁହେ ଓ ଶିକାର ପାଇଁ ଏକ ଇଲାକା ନିୟନ୍ତ୍ରଣ କରିବାକୁ ଚେଷ୍ଟା କରେ ।
କାଳନ୍ଦୀ ଦେବୀଙ୍କର ୧୪ତମ ପୁତ୍ର ଯିଏକି ଏକୁଟିଆ ରହୁଥିଲେ, ସେ ତାଙ୍କ ମାଆଙ୍କ ପାଖକୁ ଆସିଲେ ।
ମୁଁ ଏକୁଟିଆ ରହୁଥିଲି, ଜିପରେ ଜଙ୍ଗଲରେ ବୁଲୁଥିଲି, ନିଜେ ନିଜର ସହକର୍ମୀ ବାଛୁଥିଲି ।
ଅନେକ ରୋଗୀ ଏକୁଟିଆ ଶାନ୍ତ ପରିବେଶରେ ରହିବାକୁ ଇଛା କରନ୍ତି ।
ରାତିରେ ତମ୍ବୁରେ ଶୋଇଥିବା ଏକୁଟିଆ ମଣିଷ ପାଇଲେ ସେମାନେ ନିଜ ଲାଳରେ ତାକୁ ସାମୟିକ ଭାବେ ନିସ୍ତେଜ କରି ମାଂସ ଝୁଣି ଖାଉଥିବାର କାହାଣି ଅଛି ।
| କାହାଣୀ |ଏକୁଟିଆ ରହୁଥିବା ଜଣେ ଅବସର ପ୍ରାପ୍ତ ବ୍ରିଗେଡିୟର (ଚୌଧୁରୀ ଜୟପ୍ରକାଶ ଦାସ) ନିଜର ଦୂରରେ ରହୁଥିବା ନାତିକୁ (ସୁଧାଂଶୁ ନାରାୟଣ) ସମ୍ପତିବାଡ଼ି ମାମଲା ଛିଣ୍ଡାଇବାକୁ ଦଶହରା ସମୟରେ ତାଙ୍କର ଘରକୁ ଡାକନ୍ତି ।
ଗାୟକ ଏକୁଟିଆ ଗୀତର ପ୍ରସଙ୍ଗରେ ଗଲେ ତାଙ୍କୁ ସାହାଯ୍ୟ କରିବାକୁ କିମ୍ବା ଗୀତର ପ୍ରସଙ୍ଗରେ କଥୋପକଥନ ଛଳରେ ଗାୟକଙ୍କୁ ଉତ୍ତର ଦେବାକୁ ଗାୟକଙ୍କ ସଙ୍ଗେ 'ଶିରୀ ପାଳିଆ' ବା 'ଡାହାଣ ପାଳିଆ' ବା 'ଶ୍ରୀ ପାଳିଆ' ଥାଆନ୍ତି ଗାୟକଙ୍କ ଡାହାଣ ହାତରେ 'ମନ୍ଦିରା' ବା ଗିନି ବନ୍ଧା ହୋଇଥାଏ ଓ କାଖରେ ଚଅଁର ମୁଠାଥାଏ ।
|ବ୍ୟାସଦେବ ଚାହିଁଲେ ଯେ ଅମ୍ବିକା ଏବଂ ଏବଂ ଅମ୍ବାଳିକା ସନ୍ତାନ ଉଦ୍ଦେଶ୍ୟରେ ତାଙ୍କ ନିକଟକୁ ଏକୁଟିଆ ଆସିବା ଉଚିତ୍ ।
କାହାଣୀଟି ଜଣେ ଏକୁଟିଆ ରହୁଥିବା ଅବସରପ୍ରାପ୍ତ ବ୍ରିଗେଡିୟରଙ୍କ ପରିବାର ଉପରେ କେନ୍ଦ୍ରିତ ଥିଲା ।
ତାଙ୍କର ଖେଳକୁଦରୁ ମଧ୍ୟ ଧ୍ୟାନ ଉଠିଯାଇଥିଲା ଏବଂ ପରେ ସେ କହିଥିଲେ ଯେ,ସେ ଲୋକ ଦେଖନା କାମ ଅପେକ୍ଷା ଏକୁଟିଆ କାମ କରିବାକୁ ପସନ୍ଦ କରନ୍ତି ।
ଏକୁଟିଆ ବା ଦୁଇଟି ବଳିଆ କୁକୁରଙ୍କୁ ଏକ କଲରା ପତରିଆ ବାଘ ସହଜରେ ମାରି ଦେଇପାରିବ ।
ଶ୍ରୀରାମ ପଣ୍ଡା ୧୯୯୨ ମସିହାରେ ଗୃହସ୍ଥ ଜୀବନରୁ ସନ୍ୟାସ ନେବା ପରେ ତ୍ରିପୁରା ଏକୁଟିଆ ତାଙ୍କର ସନ୍ତାନଦ୍ୱୟଙ୍କୁ ବଡ଼ କରିଛନ୍ତି ।
ଶସ୍ୟ କଟାଯିବା ଓ ବୈଶାଖୀ ପର୍ବ ପାଳନ ପରେ ଭାଙ୍ଗରା ନୃତ୍ୟ ପୁରୁଷମାନଙ୍କ ନୃତ୍ୟ ଭାବେ ଏକୁଟିଆ ପାଳନ କରାଯାଏ ।
alone's Usage Examples:
On June 7, 2016, Trump issued a lengthy statement saying his criticism of the judge had been misconstrued and that his concerns about Curiel's impartiality were not based upon ethnicity alone, but also upon rulings in the case.
If the latter is the case then the epidemiology of suicide pacts is likely to change, with more young people living on their own, who may have committed suicide alone, joining with like-minded suicidal persons to die together.
results in greater reductions of HbA1c, fasting blood glucose and post-prandial glucose than either agent alone.
states the text, the Yogi should seek self-knowledge through Kaivalya (aloneness), wherein he meditates on his transcendent Atman (soul).
Hangouts became a stand-alone product in 2013, when Google also began integrating features from Google+ Messenger and Google Talk into Hangouts.
He had co-hosted Experience with Ivory, but after her release from WWE, he hosted it alone until mid-2006, when Josh Mathews took over.
tatini '(be) alone, (be) only one')In fact, Bunun auxiliaries express all sorts of concepts that in English would be expressed by adverbial phrases, with the exception of time and place, which are normally expressed with adverbial phrases.
Afloqualone Cloroqualone Diproqualone Etaqualone Mebroqualone Mecloqualone Methaqualone Methylmethaqualone Nitromethaqualone SL-164 Others Acetophenone Acetylglycinamide.
Any lesser sentence may be adjudged in a trial by military judge sitting alone, or if the accused elects to be tried by members, then by the concurrence of two-thirds of the court-martial members.
The match lasted in total 11 hours and five minutes, with the fifth set alone lasting eight hours, 11 minutes.
The constitution stipulates that there shall be no discrimination on the basis of sex alone.
It uses the same rounds as the older stand-alone M79 break-action grenade launcher, which utilizes.
Day (right tackle), Mohr (left halfback), Whitcomb (right halfback), Blencoe (right halfback), Malone (right halfback), Weeks (fullback), and Hoover (fullback).
Synonyms:
entirely, exclusively, solely, only,
Antonyms:
equal, sociable, shared, distributed, inactivity,