alonenesses Meaning in Odia (Oriya). ( alonenesses ଶବ୍ଦର ଓଡିଆ ଅର୍ଥ)
ଏକାକୀ,
Noun:
ଏକାକୀତା,
People Also Search:
alongalong with
alongshoreman
alongside
alonso
alonzo
aloo
aloof
aloofness
alopecia
alopecoid
aloud
alow
alp
alpaca
alonenesses తెలుగు అర్థానికి ఉదాహరణ:
ସାଧାରଣତଃ ମାନସିକ ରୋଗଗ୍ରସ୍ତ (mental disorder), ଅସାଧାରଣ ଖାଦ୍ୟାଭ୍ୟାସ, ଆଲକୋହୋଲିଜ୍ମ (alcoholism) ଓ ଏକାକୀ ରହୁଥିବା ବୟସ୍କ ଲୋକଙ୍କୁ ଏହି ରୋଗ ହୁଏ ।
ନିଜ ଶକ୍ତିର ପ୍ରମାଣ ଦେବାକୁ ରାମ ଏକାକୀ ବିଲଙ୍କାସୁରକୁ ବଧ କରିବାକୁ ଯାଇଛନ୍ତି, ହେଲେ ସେଥିରେ ସଫଳ ହୋଇ ପାରି ନାହାନ୍ତି ।
| ପରିସ୍ଥିତିକ ବ୍ୟବହାର |ହିମ କଲରାପତ୍ରିଆ ବାଘମାନେ ଏକାକୀ ଜୀବନଯାପନ କରନ୍ତି ।
ସେ ଏକାକୀ ଅନେକ ଚରିତ୍ରମାନଙ୍କ ଭୂମିକାରେ ନୃତ୍ୟ ପ୍ରଦର୍ଶନ କରୁଥିଲେ ଯାହା ପାରମ୍ପରିକ ଭାରତନାଟ୍ୟମରୁ ସମ୍ପର୍ଣ୍ଣ ଅଲଗା ଥିଲା ଓ ଯେଉଁଥିରେ ପୂର୍ବରୁ ପ୍ରେମାସ୍ପଦ ନାୟିକା ପ୍ରେମରେ ଛଟପଟ ହେଉଥିବା ବା ଭକ୍ତିରେ ତନ୍ମୟ ହେଉଥିବା ଦେଖାଯାଉଥିଲା ।
ପିଲାମାନେ ଗୋଷ୍ଠିଗତ ଭାବେ କିମ୍ବା ଏକାକୀ ନିର୍ଦ୍ଦିଷ୍ଟ ଏକ ସଦସ୍ୟ ଦେଶର ପତାକା ଅଙ୍କନ କରିବା ସାଙ୍ଗକୁ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥାନ୍ତି ।
|ମଙ୍ଗଳ ପାଣ୍ଡେ, ବିଦ୍ରୋହୀ ଯିଏ ୧୮୫୭ ସିପାହୀ ବିଦ୍ରୋହର ନିଆଁ ଲଗାଇଥିଲେ ବୋଲି ଜଣାଯାଏ, (ଇତିହାସରେ ଏହାର କୌଣସି ଆଧାର ନାହିଁ ବୋଲି ଅନେକ ଐତିହାସିକ ବିଶ୍ୱାସ କରନ୍ତି ) ମାର୍ଚ୍ଚ ୨୯ରେ ମଙ୍ଗଲ ପାଣ୍ଡେଙ୍କ ଏକାକୀ କାର୍ଯ୍ୟ ବଙ୍ଗୀୟ ସେନାକୁ ବିଦ୍ରୋହକୁ ନେଇନଥିଲା ।
ଏହି ସମ୍ପୂର୍ଣ୍ଣ ଅଞ୍ଚଳ ଏକାକୀ ଓ ପ୍ରାୟତଃ ଜନବସତି ବିହୀନ ।
ଗଛଟି ମରିଗଲା ପରେ ରାଇଜୋବୀୟଗୁଡ଼ିକ ପୁଣି ମାଟିକୁ ଫେରିଯାଇ ଏକାକୀ ରହନ୍ତି କିମ୍ବା ଏକ ନୂଆ ଗଛକୁ ସଂକ୍ରମଣ କରନ୍ତି ।
ଏପରିକି ଏକାକୀ ହେଟା ବାଘଟିଏ ମଧ୍ୟ ବଡ଼ କଲରାପତରିଆ ବାଘକୁ ଡରାଇ ତା’ର ଶିକାର ଛଡ଼ାଇ ନେବାର ସାମର୍ଥ୍ୟ ରଖେ ।
ଏଥିରେ ଥିବା ଉପାଦାନମାନ ଏକାକୀ ବ୍ୟବହାର କରିବା ଅପେକ୍ଷା ଦୁଇଟିଯାକ ଏକତ୍ର ଦେବାକୁ ସୁପାରିସ କରାଯାଏ ।
Synonyms:
lonesomeness, disposition, solitariness, friendlessness, reclusiveness, temperament, loneliness,
Antonyms:
agreeableness, good nature, cheerfulness, unwillingness, uncheerfulness,