all the time Meaning in Odia (Oriya). ( all the time ଶବ୍ଦର ଓଡିଆ ଅର୍ଥ)
ସବୁ ସମୟରେ,
Adverb:
ସବୁ ସମୟରେ,
People Also Search:
all the wayall the while
all time
all together
all told
all too
all up
all weather
all wood
all year round
allah
allantoic
allantoid
allantois
allantoises
all the time తెలుగు అర్థానికి ఉదాహరణ:
| ଆଧାର | ବାହାର ଲିଙ୍କ |ମାପ ଯନ୍ତ୍ରପାତି ପୃଥିବୀର ସବୁ ସ୍ଥାନରେ ସବୁ ସମୟରେ ବାୟୁଚାପ ସମାନ ନଥାଏ ।
ଏହାଦ୍ୱାରା ବାଳକ କୃପାସିନ୍ଧୁଙ୍କ ଗୋଡ଼କୁ ରକ୍ତଗଡ଼ି, ସେ ବାତଜ୍ୱରରେ ଆକ୍ରାନ୍ତ ହୋଇ, ସମଗ୍ର ଜୀବନକାଳ ଏହି ରୋଗ ଭୋଗିଥିଲେ ଓ ଗୋଡ଼ରେ ସବୁ ସମୟରେ ତାଙ୍କୁ ଏକ ପଟି ବାନ୍ଧି ରଖିବାକୁ ପଡ଼ିଥିଲା ।
ବର୍ଷର ସବୁ ସମୟରେ ଗୟଳମାନେ ପ୍ରଜନନ କରନ୍ତି କିନ୍ତୁ ଡିସେମ୍ବରରୁ ଜୁନ୍ ମଧ୍ୟରେ ଏହାର ହାର ସର୍ବାଧିକ ହୋଇଥାଏ ।
ସବୁ ସମୟରେ ଖିଆଗଲା ମଧ୍ୟ ଧାନ ବୁଣା ସମ୍ୟରେ ଚାଷୀମାନେ ଏହାକୁ ଖାଆନ୍ତି ।
|ବ୍ୟବହାର ଓ ଜୀବନ ଶୈଳୀ|ସିଂହମାନଙ୍କ ଅଧିକାଂଶ ସମୟ ବିଶ୍ରାମ ନେବାରେ ଅତିବାହିତ କରିଥା’ନ୍ତି ପାଖାପାଖି ୨୦ ଘଣ୍ଟା ଦିନକରେ ଏତଦବ୍ୟତୀତ ଏମାନେ ସବୁ ସମୟରେ ସକ୍ରିୟ ଥାଆନ୍ତି ।
କିନ୍ତୁ କିଛିବ୍ୟକ୍ତି ନିଜ ପସନ୍ଦର ସୁଗନ୍ଧି ସବୁ ସମୟରେ ବ୍ୟବହାର କରିଥାନ୍ତି ।
|ଆଲ୍ତୁ|ସୋନପରୀ ସହ ସବୁ ସମୟରେ ଥାଏ ଆଲ୍ତୁ ।
ସେଥିପାଇଁ ଅଲିମ୍ପିକ ପ୍ରତିଯୋଗିତାର ଆକର୍ଷଣ ସବୁ ସମୟରେ ଉନ୍ମାଦିତ କରିଆସିଛି ବିଶ୍ୱର ସମସ୍ତ ଦେଶର ପ୍ରତିଯୋଗୀମାନଙ୍କୁ ।
ମଧ୍ୟାହ୍ନ ଓ ଅପରାହ୍ନର ସବୁଠାରୁ ଗରମ ସମୟରେ ଅଣ୍ଡିରାମନେ ଅଣ୍ଡା ଉଷୁମାନ୍ତି ଓ ଅନ୍ୟ ସବୁ ସମୟରେ ମାଈମାନେ ଅଣ୍ଡା ଉଷୁମାନ୍ତି ।
ପୋଖରିଆ ବା ଗର୍ଭଗୃହ ମଧ୍ୟକୁ ସବୁ ସମୟରେ ଶ୍ରଦ୍ଧାଳୁଙ୍କୁ ଛାଡ଼ିବା ସମ୍ଭବ ନୁହେଁ ।
|ଚାହିଦା|ଓଡ଼ିଶାରେ ଖଲିପତ୍ରର ଚାହିଦା ସବୁ ସମୟରେ ରହିଆସିଛି ।
ବର୍ଷର ବାକି ସବୁ ସମୟରେ ତାକୁ ଫ୍ଲୋଟିଲା ସହ ମୁତୟନ କରାଯାଇଥିଲା ।
ଏହା ମଧ୍ୟ ସବୁ ସମୟରେ ନହୋଇ ବେଳେ ବେଳେ ହୋଇପାରେ ।
all the time's Usage Examples:
A couple of times I tried to try to be jokier, funnier, "cause I felt so boring all the time.
Controlling the entire system was a small computer, programmed similarly to industrial control computers with a fixed number of tasks running all the time.
because his hands start at opposite ends of the keyboard and then sorta collide in the middle—he does that all the time—but the way he plays just knocks me out.
here and there portions that are absolutely unfinished, repetitions, savageries… Working direct on the spot all the time, I try to grasp what is essential.
They want you for some reason or other, and you just have to fend that off all the time.
Mistakenly believing Jimbo is the one who has been pranking him all the time, Moe rushes into the Simpson house brandishing a large rusty and dull kitchen knife and looking for Jimbo, causing Jimbo to burst into tears and beg for his life.
At the same time, [they] bitched all the time; it was built in.
He offers to take a look at her copy, untruthfully claiming copywriters have him do it all the time.
love to go, love to fight and love to be amongst it all the time and can instil some of their qualities into the people behind.
usually resulting in rhythmic relations of 8:6:5:7 (the cello plays septuplets nearly all the time).
We have been working daily and her playing keeps improving all the time.
David then tells Pat that he forgives her for all the times she let him down when he was a child.
I had it with me all the time.
Synonyms:
day in and day out,
Antonyms:
full-time, impermanence, stable, permanent, nonworker,