<< all year round allantoic >>

allah Meaning in Odia (Oriya). ( allah ଶବ୍ଦର ଓଡିଆ ଅର୍ଥ)



ଆଲ୍ଲା, ଭଗବାନ,

ଏକମାତ୍ର ଭଗବାନଙ୍କ ପାଇଁ ମୁସଲମାନ ନାମ |,

Noun:

ଭଗବାନ |,

People Also Search:

allantoic
allantoid
allantois
allantoises
allargando
allative
allay
allayed
allayer
allayers
allaying
allayment
allays
alledged
allee

allah తెలుగు అర్థానికి ఉదాహరణ:

ସେଥିମଧ୍ୟରୁ ଉତ୍ତର ବେଦୀ କୁରୁକ୍ଷେତ୍ର(ହରିୟାଣା), ପଶ୍ଚିମ ବେଦୀ ପୁଷ୍କର(ରାଜସ୍ଥାନ), ଦକ୍ଷିଣ ବେଦୀ ବିରଜା ମଣ୍ଡଳ(ଉତ୍କଳସ୍ଥ), ପୁର୍ବ ବେଦୀ ଗୟା(ବିହାର), ମଧ୍ୟ ବା ଅନ୍ତରବେଦୀ ପ୍ରୟାଗ (ଆଲ୍ଲାବାଦ)ଠାରେ ଅବସ୍ଥିତ ।

|ମୁସଲମାନମାନେ ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି।

ଏଇ ଦିନକୁ ଆଲ୍ଲା(ଈଶ୍ୱର)ଙ୍କର ପରିଚୟ ଦିବସ ବୋଲି ଜ୍ଞାନ କରାଯାଏ।

| ଏତେକାଫ |ରମଜାନ ମାସର ଶେଷ ଦଶଦିନ କିଛି ପୁରୁଷ ଘର ଛାଡ଼ି ମସଜିଦରେ ଓ କିଛି ମହିଳା ଘର ଭିତରେ ରହି ଆଲ୍ଲାଙ୍କୁ ସ୍ତୁତି କରନ୍ତି, ଏହା ଏତେକାଫ ଭାବେ ନାମିତ ।

୧୯୪୧ରେ ରବି ଶଙ୍କର ଆଲ୍ଲାଉଦ୍ଦିନ ଖାଁଙ୍କ ଝିଅ ଅନ୍ନପୂର୍ଣ୍ଣା ଦେବୀଙ୍କୁ ବିବାହ କରିଥିଲେ ।

| ସବେ କଦର |ରମଜାନ ମାସର ବିଶେଷ ରାତିରେ ଉଜାଗର ରହି ନମାଜ ପାଠ, କୋରାନ ପାଠ ଓ ଆଲ୍ଲାଙ୍କ ନାମଜପ କରିବାକୁ ସବେ କଦର କୁହାଯାଏ।

ମହମ୍ମଦ ଆଲ୍ଲାଙ୍କ ପୈଗମ୍ବର (ପୃଥିବୀକୁ ପ୍ରେରୀତ ଦୂତ), ତେଣୁ ତାଙ୍କୁ ସମସ୍ତେ ପ୍ରଶଂସା କରିବା ଉଚିତ ।

|ବ୍ରେକଥ୍ରୋ ଇୟର|ଅନୁ ମଲ୍ଲିକଙ୍କ ନାମରେ ରହିଛି "ମର୍ଦ, ଗଙ୍ଗା ଯମୁନା ସରସ୍ୱତୀ, ଆଲ୍ଲା ରଖା, ମୁଜରିମ୍, ବାଜିଗର୍, ଇସ୍କ, ବର୍ଡର ଆଦି ଶତାଧିକ ଫିଲ୍ମ ତାଲିକା ।

|ସିହା ଇସଲାମରେ ଶହାଦାର ଏକ ତୃତୀୟ ଭାଗ ମଧ୍ଯ ଥାଏ - "ୱା ଅଲିୟୁନ ୱାଲିୟୁ-ଲ୍ଲାହ" (الله وليُّ وعليٌ) (ଅଲୀ ଆଲ୍ଲାଙ୍କ ୱାଲୀ) ।

ଆଲ୍ଲାଙ୍କୁ ଏକ ବ୍ଯକ୍ତିତ୍ବଧାରୀ ଈଶ୍ବର ଭାବେ ପରିକଳ୍ପନା କରାଯାଇଛି, ଯାହାଙ୍କୁ ଡାକିଲେ ସେ ସାହାଯ୍ୟ କରିବା ପାଇଁ ଆସନ୍ତି ।

ମୁସଲମାନଙ୍କ ବିଶ୍ବାସ ଯେ କୋରାନ ପୂର୍ବରୁ ଆଲ୍ଲା ତାୱରତ୍ (ତୋରାଃ) ମୁସାଙ୍କୁ, ଜାବୁର (ସାଲମସ) ଡେଭିଡଙ୍କୁ ଏବଂ ଇଞ୍ଜିଲ (ଗୋସ୍ପେଲ) ଯୀଶୁଙ୍କୁ ପ୍ରଦାନ କରିଥିଲେ ।

allah's Usage Examples:

The first attested English name, in 1802, was palla or pallah, from the Tswana phala "red antelope"; the name impala, also spelled impalla.


Many of her novels were made into films, including Butterfly (1924), My Best Girl (1927), The Callahans and the Murphys (1927), Passion Flower (1930), and Change of Heart (1934, based on the novel Manhattan Love Song).


One of the main lines (the Western Division) extended from Jacksonville west to Tallahassee and Chattahoochee, where it connected to the Pensacola and Atlantic Railroad (a subsidiary of the Louisville and Nashville Railroad).


When federal Lieutenant Commander Watson Smith tried to lead two ironclads and five smaller vessels through the Yazoo Pass into the Tallahatchie River to attack Vicksburg from the rear, Confederate defenders hurriedly constructed Fort Pemberton, and Major General William W.


His father, Abdallah, was a slave, but Jawhar himself is attested in the sources only as a freedman.


|-valigntop|Lacey Buehler|23|Tallahassee, Florida|Lacey was raised by ex-hippie-turned devoutly religious parents who raised her in a strict manner, monitoring the TV and movies that she viewed.


Later YearsCallahan continued painting in his studio near the shore in Long Beach, but at a more relaxed pace.


The Most Dangerous Detective: the Outrageous Glen Patrick Hallahan and the Rat Pack, Amazon.


Saadallah Mazraani, who was Vice General Secretary under Dahrouj, remained in the same position under Hadadi.


HistoryThe Tallahassee Rail Road was first organized in 1832 as the Leon Railway, changing its name in 1834.


From 12 May 1808, Tuscany was entrusted to an intermediary governor, Abdallah Jacques Menou, a French soldier who had converted to Islam during Napoleon's invasion of Egypt, but his way of life and lack of interest in the territory's affairs forced Napoleon to recall him on 5 April 1809.



allah's Meaning in Other Sites