all powerful Meaning in Odia (Oriya). ( all powerful ଶବ୍ଦର ଓଡିଆ ଅର୍ଥ)
ସମସ୍ତ ଶକ୍ତି, ସର୍ବଶକ୍ତିମାନ ମୂଲ୍ୟ,
Adjective:
ସର୍ବଶକ୍ତିମାନ,
People Also Search:
all purposeall right
all round
all rounder
all seeing
all set
all sides
all spice
all star
all the go
all the same
all the time
all the way
all the while
all time
all powerful తెలుగు అర్థానికి ఉదాహరణ:
ଶଙ୍ଖ-ଚକ୍ର, ଗଦା, ପଦ୍ମ ସହିତ ଚତୁର୍ଦ୍ଧା ମୂର୍ତ୍ତିରେ ମା' ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ ବୋଲି ସମଗ୍ର ଜଗତକୁ ବାର୍ତ୍ତା ଦେଇଥାନ୍ତି ।
|ସ୍ୱଳ୍ପ କାମ କରୁଥିବା ସୁସ୍ଥ କିନ୍ତୁ ଦୁର୍ବଳ ମାଂସପେଶୀଗୁଡ଼ିକ ଅଭାବ ଭରଣ କରିବା ନିମନ୍ତେ ନିଜର ସମସ୍ତ ଶକ୍ତିର ବିକାଶ କରନ୍ତି ଓ ଲିଗାମେଣ୍ଟ ଗୁଡିକୁ ବ୍ୟବହାର କରି ଅଙ୍ଗମାନଙ୍କୁ ସ୍ଥିର ରଖନ୍ତି ।
ଏହାକୁ ସଂଯତ ନ କଲେ ମନର ସମସ୍ତ ଶକ୍ତି ନଷ୍ଟ ହୋଇଯିବ; କିନ୍ତୁ ସଂଯତ କରିପାରିଲେ ଏହି ମନ ହିଁ ଅଦ୍ଭୂତ ଶକ୍ତିର ଆଧାର ହୋଇଉଠିବ ।
ଏହି ଯଜ୍ଞ ଶେଷହେଲେ ଇନ୍ଦ୍ର ଓ ଦେବଗଣଙ୍କର ସମସ୍ତ ଶକ୍ତି ଓ ତେଜ ଚାଲିଯିବ ।
|ସିଂଘୋରାର ଯାଦୁ ଯୋଗୁଁ ଫୃଟି ଗୋଟିଏ ଗାଡ଼ିଧକ୍କାରେ ମରଣ ସହ ଲଢ଼େଇ କରୁଥିବା ବେଳେ ସୋନପରୀ ତା'ର ସମସ୍ତ ଶକ୍ତି ବଦଳରେ ଫୃଟିର ଜୀବନ ବଞ୍ଚେଇଥିଲା ଏବଂ ମଣିଷ ହୋଇଗଲା ।
|ଆଦ୍ୟାଶକ୍ତି ମା' ଭଦ୍ରକାଳୀ ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ ।
| ଆଧାର |ହିନ୍ଦୁ ଧର୍ମ ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ, ତ୍ରିଶୂଳଧାରିଣୀ, ବଳଦାୟିନୀ, ମହିଷମର୍ଦ୍ଦିନୀ, ଚଣ୍ଡମୁଣ୍ଡ ବିନାଶିନୀ ମା’ ଦୁର୍ଗା ହେଉଛନ୍ତି ସମସ୍ତ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ ।
ବ୍ରହ୍ମଙ୍କର ସମସ୍ତ ଶକ୍ତିର ସେ ପରିଚାୟକ ।
ତାଙ୍କ ଜପାମାଳାରେ ସିଦ୍ଧି ଓ ନିଧି ଦେବାର ସମସ୍ତ ଶକ୍ତି ନିହିତ ଥାଏ ।
ରାଜା ମନର ଦମ୍ଭ ଓ ସମସ୍ତ ଶକ୍ତିକୁ ଉପଯୋଗ କରି ବଣ ପରେ ବଣ, ଗିରିପରେ ଗିରି ଗହ୍ୱରକୁ ନମାନି ଆଗକୁ ଆଗେଇ ଚାଲିଛନ୍ତି ।
all powerful's Usage Examples:
The problem of evil suggests that an "all good" and "all powerful" God could not possibly endorse or allow evil actions to occur, for example.
However, not all powerful numbers are Achilles numbers: only those that cannot be represented as.
Spirits are powerful, but not all-knowing or all powerful.
Synonyms:
almighty, powerful, omnipotent,
Antonyms:
powerless, ineffective, powerlessness, impotent,