all over Meaning in Odia (Oriya). ( all over ଶବ୍ଦର ଓଡିଆ ଅର୍ଥ)
ଚାରିଆଡେ,
Adverb:
ଚାରିଆଡେ,
People Also Search:
all overishall overs
all pervading
all powerful
all purpose
all right
all round
all rounder
all seeing
all set
all sides
all spice
all star
all the go
all the same
all over తెలుగు అర్థానికి ఉదాహరణ:
ସମସ୍ତେ ଚାରିଆଡେ ଖୋଜିଲେ କିନ୍ତୁ କେଉଁଠି ପାଇଲେ ନାହିଁ ।
ଏହା ଚାରିଆଡେ ମାଟ୍ରିକ୍ସ ନାମକ ପଦାର୍ଥ ଥାଏ ଯେଉଁଥିରେ ଏକ ନମ୍ବର କୋଲାଜେନ ସୂତ୍ରତନ୍ତୁ ଓ ପ୍ରୋଟିଓଗ୍ଲାଇକାନ ଭଳି ପ୍ରୋଟିନ ପଦାର୍ଥ ଥାଏ ଯାହାକୁ ଗ୍ରାଉଣ୍ଡ ସବସ୍ଟାନ୍ସ (Ground substance) କୁହାଯାଏ ।
ଚାରିଆଡେ ହେଉଥିଲେ ହେଁ ଏହାର ଜନ୍ମସ୍ଥଳୀ ଦକ୍ଷିଣ ପୂର୍ବ ଏସିଆରେ ଏକଥା ଅଧିକାଂଶ ଗବେଷକ ମତ ଦିଅନ୍ତି ।
ତାଙ୍କରି ଉଦ୍ୟମରେ ଓଡ଼ିଶାର ଚାରିଆଡେ ପାଇକ ଜାଗରଣ ଦେଖା ଦେଇଥିଲା।
|ଭାରତର ଚାରିଆଡେ ଏହି ସ୍କୁଲଟିର ଖ୍ୟାତି ରହିଥିଲା ।
ସେଠାରୁ ସତୀଙ୍କ ଶବକୁ କାନ୍ଧରେ ପକାଇ ଚାରିଆଡେ ଘୁରିବୁଲିଲେ ।
ଏହାର ଚାରିଆଡେ ଥିବା ଅନ୍ୟ ତନ୍ତୁ ଯଥା ପେରିଓସ୍ଟିଅମ, ମାଂସ ପେଶୀ, ସ୍ନାୟୁ, ରକ୍ତ ନଳୀ ଚର୍ମ ତଳ ତନ୍ତୁ, ଆଖି, କାନ, ସାଇନସ୍ ଓ ଶ୍ଳେଷ୍ମ ଝିଲ୍ଲୀରେ କିଛି ରୋଗ ଥିଲେ ଯନ୍ତ୍ରଣା ହୁଏ, କାରଣ ଏ ଗୁଡିକରେ ସ୍ନାୟୁ ଥାଆନ୍ତି ।
ପରେ ସେ ମୁକ୍ତ ହୋଇ ଚାରିଆଡେ ଜୀବାଣୁ ଖେଳାଇବାକୁ ଲାଗିଲା, ଯାହାଫଳରେ ପିଲାମାନେ ସବୁ ବୁଢ଼ା ହେବାକୁ ଲାଗିଲେ ।
ଦୁନିଆର ଚାରିଆଡେ଼ ଏହି ଭଳି ପୁସ୍ତକ ପ୍ରକାଶ ପାଉଥିଲା ବେଳେ ଆମେ କଣ ସେଭଳି କରି ପାରିବା ନାହିଁ ? ଏହି ପ୍ରଶ୍ନ ଯେତେବେଳେ ମୋ ମନ ଭିତରେ ଉଠିଛି, ମୁଁ ବ୍ୟଥିତ ହୋଇ ପଡ଼ିଛି... ନିଶ୍ଚୟ ପ୍ରକାଶ ପାଇବା ଉଚିତ ବୋଲି ବିଚାରି ୧୯୫୪ରେ ଗୋଟିଏ ଯୋଜନା କଲି ଓ ଆଜିର ଏହି ପ୍ରଥମ ଖଣ୍ଡିକ ସେଇ ଯୋଜନାର ଫ ଳ ।
ଆଉରଙ୍ଗଜେବଙ୍କର ଏହିପରି ଧର୍ମାନ୍ଧ ନୀତି ଫଳରେ ପଞ୍ଜାବର ସତନାମୀ ମାନେ, ମଥୁରାର ଜାଠମାନେ, ରାଜପୁତ ଓ ମରହଟ୍ଟାମାନେ ଚାରିଆଡେ ବିଦ୍ରୋହ କରିବାଅକୁ ଲାଗିଲେ ।
all over's Usage Examples:
If red is assumed, then the problem arises regarding whether or not any object satisfying the condition of being red all over would necessarily preclude said object from also satisfying the requirement of being black and white.
For example, at Charters Towers, the rainfall over the wet season can vary from less than in 1901/1902 to over in 1973/1974.
Water should be poured over the head three times so that it flows all over the body, ensuring that.
They resemble a sandspur, having pointed projections all over, and they are sometimes described as tufted, fluffy, or spiky in appearance.
Elements of Portuguese architecture introduced by returnee ex-slaves from Brazil and the Caribbean, although present all over the.
The song eventually set off protests all over the country and a potential ban on the song was debated in the Indian Parliament.
Working primarily as a [(professional wrestling)|heel], Street travelled all over the world including wrestling in Germany, Canada and Mexico.
Senator Henry Cabot Lodge saw in the strike the dangers of the national labor movement: If the American Federation of Labor succeeds in getting hold of the police in Boston it will go all over the country, and we shall be in measurable distance of Soviet government by labor unions.
Afterwards, slave trades sprang up all over Egypt.
Polymyalgia rheumatica (PMR) is a syndrome with pain or stiffness, usually in the neck, shoulders, upper arms, and hips, but which may occur all over.
Another view is that the Salt and Light passages refer to a duality of roles in the disciples to be like a light from a city, viewable from all over the world, and to be spread out as salt is: to congregate and spread.
Synonyms:
over,
Antonyms:
incompleteness, incomplete,