after death Meaning in Odia (Oriya). ( after death ଶବ୍ଦର ଓଡିଆ ଅର୍ଥ)
ମୃତ୍ୟୁ ପରେ, ଜୀବନର ଶେଷରେ,
People Also Search:
after hoursafter image
after one's own heart
after some time
after taste
after that
afterbirth
afterbirths
afterburner
afterburners
aftercare
aftercrop
afterdeck
afterdecks
aftereffect
after death తెలుగు అర్థానికి ఉదాహరణ:
|୧୯୭୩ର ଏକ ରିପୋର୍ଟରୁ ଜଣାପଡିଛି ଯେ ସମସ୍ତ ଲୋକଙ୍କ ଶବ ବ୍ୟବଚ୍ଛେଦ (ମୃତ୍ୟୁ ପରେ ଶରୀରର ପରୀକ୍ଷା)ରେ ନଅ ପ୍ରତିଶତ ସିଭିଏସଟି ମିଳିପାରିବ ।
କାହାର ମୃତ୍ୟୁ ପରେ ସାଧାରଣ ଲୋକଙ୍କୁ ପଚରାଉଚରା କରି ଏକ ସୁବ୍ୟବସ୍ଥିତ ପ୍ରଣାଳୀରେ ମୃତ୍ୟୁର କାରଣ ନିର୍ଣ୍ଣୟ କରିବାକୁ ଭର୍ବାଲ୍ ଅଟୋପ୍ସି କୁହାଯାଏ ।
|ତାରା ସୁନ୍ଦରୀ ଅଭିନୟ ଜଗତରୁ ୧୯୨୨ରେ ତାଙ୍କ ପୁଅର ମୃତ୍ୟୁ ପରେ ଅବସର ନେଇଥିଲେ ।
ସେ ବିଷ୍ଣୁଙ୍କର ବୈକୁଣ୍ଠପୁର ବିଜେ କରିଥିଲେ ବୋଲି ଅନେକ ମାନନ୍ତି ଏବଂ ତାଙ୍କର ମୃତ୍ୟୁ ପରେ ସେ ଆରମ୍ଭ କରିଥିବା ଅଙ୍ଗକୋର ବତର ନିର୍ମାଣ କାର୍ଯ୍ୟ ହିଁ ଶେଷ ହୋଇଥିଲା ।
|କିଛି ସମୟ ପାଇଁ ଗୁମ୍ଫା ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହେଲା କିନ୍ତୁ ୪୭୭ରେ ହରିସେନଙ୍କ ମୃତ୍ୟୁ ପରେ ପୁଣି ସ୍ଥଗିତ ହେଲା ।
ଶର୍ମାଙ୍କର ମୃତ୍ୟୁ ପରେ ଦାମୋଦର ବୋରାଙ୍କଠାରୁ ପ୍ରଶିକ୍ଷଣ ନେଲେ ।
ସିଜରଙ୍କ ମୃତ୍ୟୁ ପରେ ସେ ରୋମର ସମ୍ରାଟ ହୋଇଥିଲେ ଏବଂ ସିନେଟର ଅନୁମୋଦନ କ୍ରମେ ଅଗଷ୍ଟସ ନାମ ଗ୍ରହଣ କରିବା ସହ ସେହି ନାମରେ ସର୍ବତ୍ର ପରିଚିତ ହୋଇଥିଲେ ।
ନିଜ ପରିବାରର ପ୍ରିୟଜନଙ୍କ ମୃତ୍ୟୁ ପରେ ପରିବାରର ଲୋକେ ସର୍ବେକ୍ଷଣ ନିମନ୍ତେ ତଥ୍ୟ ଦେବାପାଇଁ କେତେ ଇଚ୍ଛୁକ, ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଥିବାରୁ ମୃତ୍ୟୁର ଭୁଲ କାରଣ ନିର୍ଣ୍ଣୟ ଓ ସାଧାରଣରେ ମାତୃ ମୃତ୍ୟୁ ସମ୍ପର୍କୀୟ ତଥ୍ୟ ସଂଗ୍ରହରେ ବିଭିନ୍ନ ବାଧା ପରି ଅସୁବିଧା ରହିପାରେ ।
ତେଣୁ ତାଙ୍କର ମୃତ୍ୟୁ ପରେ ନୟାଗଡ଼ ବିଧାନ ସଭା ଆସନଟି ଖାଲି ପଡ଼ିଥିଲା ।
|ସପ୍ତମ ଜୟବର୍ମନଙ୍କ ମୃତ୍ୟୁ ପରେ ମନ୍ଦିରରେ ହୋଇଥିବା ନିର୍ମାଣ |ସପ୍ତମ ଜୟବର୍ମନଙ୍କ ପରେ ବାୟୋନ୍ ମନ୍ଦିର ପରବର୍ତ୍ତୀ ସମ୍ରାଟମାନଙ୍କଦ୍ୱାରା ବାରମ୍ବାର ନବୀକୃତ ତଥା ପରିବର୍ତ୍ତିତ ହୋଇଥିଲା ।
ଏହି ଯୁଦ୍ଧ ସମୟରେ କିଛି ସମୟ ପାଇଁ ପୁର୍ବ ପ୍ରୁସିଆ ,ଏଭଳିକି ବର୍ଲିନ୍ ,ରଷିଆ ସହ ମିଶି ଯାଇଥିଲା l ଏଲିଜାବେଥ୍ଙ୍କ ମୃତ୍ୟୁ ପରେ ଏହି ସବୁ ବିଜିତ ରାଜ୍ୟ ଗୁଡିକୁ, ପ୍ରୁସିଆ ସପକ୍ଷ ବାଦୀ ରୁଷିୟ ସମ୍ରାଟ୍ ତୃତୀୟ ପିଟର, ପ୍ରୁସିଆ ରାଜ୍ୟକୁ ଫେରାଇ ଦେଇଥିଲେ ।
ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ପର୍ଯ୍ୟନ୍ତ ଏହି ରୋଗର ନିର୍ଣ୍ଣୟ ସାଧାରଣତଃ ମୃତ୍ୟୁ ପରେ କରାଯାଉଥିଲା ।
| ରାମାନୁଜନଙ୍କ ଘଟନା ବହୁଳ ସଂକ୍ଷିପ୍ତ ଜୀବନ ଓ ତଦୁପରାନ୍ତ ଘଟନାକ୍ରମ | ରାମାନୁଜନଙ୍କ ପ୍ରକାଶିତ କେତେକ ବହି |ଏଇ ବହିଟି ୧୯୨୭ ମସିହାରେ ରାମାନୁଜନଙ୍କ ମୃତ୍ୟୁ ପରେ ପ୍ରକାଶିତ ହୋଇଥିଲା।
after death's Usage Examples:
Belonging to a wealthy family, he never had any financial trouble and had an unremarkable life until he met a grass cutter who wanted to give something to society so he could be remembered after death too.
The anāgāmin is not reborn into the human world after death, but into the heaven of the Pure Abodes, where only anāgāmins.
adapted for the purpose of disposing of cremated ashes after death: these columbaria were generally constructed underground.
of Hell after death because they were liars, murderers, adulterers, whoremongers, etc.
Death, spiritualism and religions are themes that Walter has discussed countlessly through his career, including reincarnation, life after death and theology.
abuse, or serious bodily injury of the victim before death; The murderer dismembers, mutilates, or disfigures the victim"s body, whether before or after death.
" The rasta is expected to be transmuted after death into a "garment of glory" for the soul ("the Perfecter of.
after death Marley is forced to roam the face of the earth in Purgatory, fettered in chains, cash boxes and ledger books, desperately wanting to help the.
According to Tibetan tradition, after death and before one"s next birth, when one"s consciousness is not connected.
did after death of Alexander VI a career as embassador.
for a blessed existence after death and of the transformations and transmigrations of the ba and akh and so on.
On the left side of the face were two abraided wounds, which had been caused either during life or immediately after death.
Body donation, anatomical donation, or body bequest is the donation of a whole body after death for research and education.
Synonyms:
late,
Antonyms:
early, middle,