after that Meaning in Odia (Oriya). ( after that ଶବ୍ଦର ଓଡିଆ ଅର୍ଥ)
ତାହା ପରେ, ତା’ପରେ, ଚତୁର,
People Also Search:
afterbirthafterbirths
afterburner
afterburners
aftercare
aftercrop
afterdeck
afterdecks
aftereffect
aftereffects
aftergame
afterglow
afterglows
afterings
afterlife
after that తెలుగు అర్థానికి ఉదాహరణ:
ତାହା ପରେ ମିଥିଳା ୧ ଶତାବ୍ଦୀରୁ ଅଧିକ କାଳ ଯାଏ ଗଣତନ୍ତ୍ର ଥିଲା ।
ତାହା ପରେ ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡାଣ ଶିକ୍ଷାରେ ଯୋଗଦେଇଥିଲେ ।
ତାହା ପରେ କପିଳେନ୍ଦ୍ରଦେବ, ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶାସକ ଥିଲେ ।
|ଇରାନ୍ରେ ୪ଟି ଭିନ୍ନ ପ୍ରକାରର ଭାତ ବା ପଲଉ ପ୍ରସ୍ତୁତିର ପ୍ରଣାଳୀ ହେଲା :|ଚେଲୋ: ଓଦା ଚାଉଳକୁ ବହୁ ଯତ୍ନର ସହିତ ଦରଶିଝା ଅବସ୍ଥା ପର୍ଯ୍ୟନ୍ତ ଶିଝାଯାଏ ଓ ତାହା ପରେ ପାଣି ନିଗାଡ଼ି ଦିଆଯାଏ ।
ତାହା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୀ ରୋକି ମଲ୍ଲ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ ।
ତାହା ପରେ ସେ ଘରେଇ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନରେ ବିଫଳ ହେଇଥିଲେ ।
|ତାହା ପରେ ସେ ଏକ ସଫଳ ତଥା ନିର୍ଭରଯୋଗ୍ୟ ଅପନର ହିସାବରେ ଦଳରେ ରହିଲେ ।
ତାହା ପରେ ୨୦୧୭ ମସିହା ସେପ୍ଟେମ୍ବର ୩୦ରୁ ମାର୍ଚ୍ଚ୍ ୪ ତାରିଖ ପର୍ଯ୍ୟନ୍ତ ପେନ୍ସିଲ୍ଭେନିଆ ରାଜ୍ୟର ଫିଲାଡେଲ୍ଫିଆ ନଗରୀର "ଦ ଫ୍ରାଂକ୍ଲିନ୍ ଇନ୍ଷ୍ଟିଚ୍ୟୁଟ୍"ଠାରେ ପରିକଳ୍ପିତ ବାସ୍ତବିକତା (augmented reality) ବୈଷୟିକ କୌଶଳର ଭିତ୍ତିଭୂମିରେ ଏହି ମୂର୍ତ୍ତିଗୁଡ଼ିକ ପ୍ରଦର୍ଶିତ ହୋଇଥିଲେ ।
|୧୯୫୦ ଦଶନ୍ଧି ଓ ତାହା ପରେ ଭାରତୀୟ ସେନା ଏହି ଅଞ୍ଚଳର ନିରୀକ୍ଷଣ କରିବାକୁ ଲାଗିଲେ ଓ ବିସ୍ତୃତ ଭାବେ ମାନଚିତ୍ର ପ୍ରସ୍ତୁତ କଲେ ।
ତାହା ପରେ ସେ ପାକିସ୍ଥାନ ସହ 2ଟି ଟେଷ୍ଟ ଖେଳିଥିଲେ ।
|ଗୁଣ୍ଟୁରରେ ଯେଉଁଠାରେ ସେ ପ୍ରଥମେ ଡାକ୍ତରୀ କାମ ଆରମ୍ଭ କରିଥିଲେ ତାହା ପରେ ସେଣ୍ଟ୍ ଯୋଶେଫ୍ ଡାକ୍ତରଖାନାରେ ପରିଣତ ହୋଇଥିଲା ।
|ହୋଗେନାକ୍କଲ୍ଠାରେ କାବେରୀ ନଦୀ ପ୍ରଶସ୍ତ ହୋଇ ପ୍ରଥମେ ପଥର ଓ ତାହା ପରେ ବାଲିଆ ତଟ ସହିତ ପ୍ରବାହିତ ହୋଇଛି ।
ସେ ତାହା ପରେ ଇଣ୍ଡିଆ A ଦଳରେ ମନୋନିତ ହେଇ ଦକ୍ଷିଣ ଆଫ୍ରିକା A ଓ ବାଂଲାଦେଶ A ଦଳ ସହ ଭାରତରେ ସିରିଜ ଖେଳିଥିଲେ ।
after that's Usage Examples:
By 1930, she was sailing for the Vacuum Oil Company, and, after that company's 1931 merger with Standard Oil Company of New York (or Socony), for the Socony-Vacuum Oil Company which was later renamed Mobil Oil.
They made peace after that.
He retired after that Cup win, but returned after one season to play for the Cup-winning team of 1922–23, the third in four seasons, all with Darragh in the lineup.
The story of the Telegony comes chronologically after that of the Odyssey and is the final episode in the Epic Cycle.
The duo teamed together until Adonis' death in July 4, and after that date, Murdoch would not return to Japan for 5 months.
Cleveland IndiansHis father was fired by the Pirates during the 1985 season, and Peterson left the Pittsburgh system after that season as well.
He was replaced after that Mets season by Gary Cohen.
Soon after that magnificent win, Koblet was invited to Mexico to follow the national amateur tour.
It contested two more by-elections after that, the last of which was a by-election held on October 7, 1937 in the Edmonton electoral district in which Jan Lakeman, leader of the Alberta Communists, finished third.
Lucy is seen in blushingly high spirits after that while Yutaka is secluded at his desk.
On January 9, 2013 Silvertide announced on WMMR that they are going to play a reunion show on March 9, 2013 at The TLA and enter the studio sometime after that show.
He coached Providence for one more year after that, coaching teams in the Western Hockey League and the Central Hockey League thereafter.
Not long after that, the police mistakenly arrest their friend Chet for the robbery.
Synonyms:
lotion, after-shave, bay rum,
Antonyms:
aperiodic, formal, continual, noncyclic, nonoscillatory,