afore Meaning in Odia (Oriya). ( afore ଶବ୍ଦର ଓଡିଆ ଅର୍ଥ)
ପୂର୍ବରୁ,
Preposition:
ଅତୀତରେ, ଆଗୁଆ, ପ୍ରଥମେ, ଅଗ୍ରଗାମୀ, ପୂର୍ବରୁ, ଅଗରେ,
People Also Search:
aforecitedaforegoing
aforehand
aforementioned
aforenamed
aforesaid
aforethought
aforethoughts
aforetime
afoul
afp
afraid
afraid of
afreet
afresh
afore తెలుగు అర్థానికి ఉదాహరణ:
ପୂର୍ବରୁ ଏହାକୁ ଏଡୋ ନାମରେ ଜଣାଯାଉଥିଲା।
କିନ୍ତୁ ଯଦି ଯନ୍ତ୍ରଟି ବ୍ୟକ୍ତିଙ୍କ ଆଡ଼କୁ ଗତି କରେ ତେବେ ବ୍ୟକ୍ତି ଜଣକ ଏକ ସେକେଣ୍ଡ ହେବା ପୂର୍ବରୁ ପରବର୍ତ୍ତୀ ବଲ୍ଟି ପାଇବେ ।
ଏହା ପୂର୍ବରୁ ସତ୍ୟେନ୍ଦ୍ର ମଧ୍ୟ ଆଇନ୍ଷ୍ଟାଇନ୍ଦ୍ୱାରା ଲିଖିତ ସାଧାରଣ ଆପେକ୍ଷିକ ତତ୍ତ୍ୱକୁ ଜର୍ମାନରୁ ଈଂରାଜୀରେ ଅନୁବାଦ କରିଥିଲେ ।
|ଇତିହାସ| ନମକାରଣ |ଏଲ୍ୱକିୟରିଅ (Alwalkeria) ଡାଇନୋସରକୁ ପୂର୍ବରୁ ୱକେରିଆ (Walkeria) ଭାବେ ନାମକରଣ କରାଯାଇଥିଲା କିନ୍ତୁ ଅନ୍ତରାଷ୍ଟ୍ରୀୟ ପ୍ରାଣୀବୈଜ୍ଞାନିକ ନାମକରଣ କୋଡ (International Code of Zoological Nomenclature) ଅନୁଯାୟୀ ବର୍ତ୍ତମାନ ବଦଳେଇଦିଆଯାଇଛି ।
ଏହାର ଅର୍ଥ କୌଣସି କାର୍ଯ୍ୟ କରିବା ପୂର୍ବରୁ ବ୍ୟକ୍ତି ସେହି କାର୍ଯ୍ୟର ଲକ୍ଷ ଓ ଅର୍ଥକୁ ବୁଝିବା ଆବଶ୍ୟକ ।
|ଅର୍ଥ ବ୍ୟବସ୍ଥା|୧୯୬୨ ମସିହା ପର୍ଯ୍ୟନ୍ତ, ଘାଟୀ ବନ୍ଦ କରାଯିବା ପୂର୍ବରୁ ବହୁ ପ୍ରକାର ଜିନିଷ ଯଥା:- ପେନ, ଘଣ୍ଟା, ଖାଦ୍ୟ, ସୂତା କପଡ଼ା, ଖାଦ୍ୟ ତେଲ, ସାବୁନ, ଭବନ ନିର୍ମାଣ ସାମଗ୍ରୀ ଇତ୍ୟାଦିକୁ ଚାରି ଚକା ଯୁକ୍ତ ଗାଡ଼ିଦ୍ୱାରା ଘାଟୀକୁ ଅତିକ୍ରମ କରି ଖଚର ମାନଙ୍କ ପିଠିରେ ଲଦା ହୋଇ ତିବ୍ବତ ପଠା ଯାଉଥିଲା ।
|ରୋଗୀର ପୂର୍ବରୁ ବାତ/ଏପିଲେପ୍ସି ଥିଲେ ସ୍ଟାଟସ୍ ଏପିଲେପ୍ଟିକସ୍ ହୋଇପାରେ ବା ଅନ୍ୟାନ୍ୟ ମସ୍ତିଷ୍କ ରୋଗ ଥାଇପାରେ ।
ପୂର୍ବରୁ ଏମାନେ ଆଫ୍ରିକୀୟ ଦୁଇ କେନିଆ ଲାଞ୍ଜ ବିଶିଷ୍ଟ ଡ୍ରୋଙ୍ଗୋ (African Fork-tailed Drongo ବା Dicrurus adsimilis) ଜାତିର ଡାଇକ୍ରୁରସ୍ ଆଡ୍ସିମିଲିସ୍ ମାକ୍ରୋସେର୍କସ୍ (Dicrurus adsimilis macrocercus) ନାମକ ଏକ ଉପଜାତି ଭାବେ ପରିଚିତ ଥିଲେ ।
ଶୀତ ସମୟ ସକାଳେ ୨-୩ ଘଣ୍ଟା ସୂର୍ଯ୍ୟୋଦୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ଅଧିକ ଶୀତ ଥାଏ ।
ମୃତ୍ୟୁ ପୂର୍ବରୁ ଋଷି ଏକଥା ଜାଣି ପାଣ୍ଡୁଙ୍କୁ ଅଭିଶାପ ଦେଇଥିଲେ ଯେ ସେ ଯେପରି ମରୁଛନ୍ତି, ସେହିଭଳି ପାଣ୍ଡୁ ଯେତେବେଳେ ବି ତାଙ୍କ ପତ୍ନୀଙ୍କ ସହ ସମ୍ଭୋଗ କରିବେ, ସେ ମଧ୍ୟ ମରିବେ ।
ଅଶୀ ଦଶକ ପୂର୍ବରୁ କେବଳ ପୀଡ଼ିତ ହିଁଁ ବାଦୀ ଭାବେ ନ୍ୟାୟ ପାଇଁଁ ଅଦାଲତି ମାମଲା ଦାୟର କରିପାରୁଥିଲେ ।
| ନିୟନ୍ତ୍ରଣ (Management) |ଗର୍ଭାବସ୍ଥା ପୂର୍ବରୁ ଓ ଗର୍ଭ ସମୟର ଡାକ୍ତରୀ ଓ ନର୍ସ ସେବାକୁ ପ୍ରାକ୍ ପ୍ରସବ ଚିକିତ୍ସା ସେବା (Prenatal care) କହନ୍ତି ।
ପୂର୍ବରୁ ମୁନି ଋଷି ମାନେ କଷ୍ଟ କରି ପ୍ରଭୁଙ୍କ କୃପା ଲାଭ କରିବା ପାଇଁ ତପସ୍ୟା କରିବା ଭଳି ଏହି ସେବାୟତ ମାନେ ହବିଷ କରି ପ୍ରଭୁଙ୍କ କୃପା ଲାଭ କରନ୍ତି ।
afore's Usage Examples:
any person or persons shall, on said Islands or Rocks, mar, injure, or deface, any of the trees or buildings aforesaid, or do any other injury to the.
The player can find "meteor bits" (apparently from the aforementioned panspermic meteor) or kill other cells to find parts that upgrade their creature.
aiming constantly to round out their possessions and desiring to dominate undividedly the whole of North America will take the afore-mentioned colonies from.
described Rachel"s behavior in the aforementioned scene as "totally, patronizingly racist".
Other stations serving Nuneaton included the aforementioned Abbey Street, and two suburban stations at on the line towards Birmingham, and on the line to Coventry.
With vehicles giving power back to the grid, the aforementioned smart-meters would have to be in place in order to measure the amount of power being transferred to the grid.
Swedish author Astrid Lindgren, known for the Pippi Longstocking series, created a character, Madicken, who is often portrayed wearing a pinafore.
carriage cattle, I hae four brutes o" gallant mettle, As ever drew afore a pettle.
upon the receipts of any such debits, dues, sums of money aforesaid acquittances or other sufficient discharges for and in my name to do execute and preform.
This book the Boanerges aforesaid caused to be indited for himself .
The aforementioned bodies are the only ones possessing the authority to impose sanctions.
Each grinding wheel at all of the aforementioned stages has a varying degree of abrasive.