<< aforethoughts afoul >>

aforetime Meaning in Odia (Oriya). ( aforetime ଶବ୍ଦର ଓଡିଆ ଅର୍ଥ)



ପୂର୍ବ ସମୟ, ଅକାଳରେ, ଅତୀତରେ, ପୂର୍ବରୁ, ସମୟ ଆଗରେ,

aforetime తెలుగు అర్థానికి ఉదాహరణ:

|ନୌବାଣିଜ୍ୟରେ ମହାନଦୀର ଭୂମିକା|ଖ୍ରୀଷ୍ଟପୂର୍ବ ସମୟରୁ ମହାନଦୀର ମୁହାଣ ଦେଶରେ ମନ୍ନଦ ନାମକ ବନ୍ଦର ବିଶ୍ୱ ପ୍ରସିଦ୍ଧ ଥିଲା।

ସେ ଯାହା ହେଉ, ଆଧୁନିକ ଯୁଗରେ ଜଙ୍ଗଲ ଉଚ୍ଛେଦ ଆହୁରି ବଢ଼ିଯାଇଥିବାରୁ ପୂର୍ବ ସମୟର କେବଳ ୧୦% ଜଙ୍ଗଲ ବଞ୍ଚି ରହିଛି ।

|ବଡ଼ଦିନ ପାଳନର ପରମ୍ପରାରେ ଖ୍ରୀଷ୍ଟୀୟ ଧାର୍ମିକ ପ୍ରଥା, ଖ୍ରୀଷ୍ଟପୂର୍ବ ସମୟର କିଛି ଧାର୍ମିକ ପ୍ରଥା ଓ ଅନ୍ୟ କେତେକ ଉଦାରପନ୍ଥୀ ଧାର୍ମିକ ପ୍ରଥା ସମ୍ମିଶ୍ରିତ ହୋଇ ରହିଛି ।

|ହିନ୍ଦୁ ପୁରାଣ ଅନୁସାରେ ତୁଳସୀ ବୃକ୍ଷ ପୂର୍ବ ସମୟରେ ବୃନ୍ଦା (ତୁଳସୀର ଏକ ପ୍ରତିଶବ୍ଦ) ନାମକ ଜଣେ ମହିଳା ଥିଲେ ।

| ପ୍ରାନ୍ତ ସମୟ (Term), ପ୍ରାନ୍ତ ପୂର୍ବ ସମୟ (Preterm), ପ୍ରାନ୍ତ ପର ସମୟ (Postterm) |ଗର୍ଭ ସମୟ ୪୨ ସପ୍ତାହ ବା ୨୯୪ ଦିନ ପୂର୍ବରୁ ଓ ୩୭ ସପ୍ତାହ ପୂର୍ଣ୍ଣ ହେଲେ ଟର୍ମ ହୋଇଗଲା ବୋଲି କୁହାଯାଏ ।

ପ୍ରସବପୂର୍ବ ସମୟଠାରୁ ରଜୋନିବୃତ୍ତି ପର୍ଯ୍ୟନ୍ତ ଡିମ୍ବାଶୟଦ୍ୱୟ ବିଭିନ୍ନ ସ୍ତର ଦେଇ ବିକଶିତ ହୋଇଥାଏ ।

ପୂର୍ବ ସମୟର ତଥା ଗ୍ରାମର ପ୍ରସିଦ୍ଧ ଓଡ଼ିଶୀ ସଙ୍କୀର୍ତ୍ତନ ମଣ୍ଡଳୀ ବର୍ତ୍ତମାନ ତାହାର ସ୍ଥିତି ବଜାୟ ରଖିଥିଲେ ମଧ୍ୟ ଏହା ସମୟାଭିମୁଖୀ ଓ ବିଲୁପ୍ତପ୍ରାୟ ଅବସ୍ଥାରେ ||ଦୁର୍ଗାପୁର ଗ୍ରାମବାସୀ ମାନଙ୍କର ଖାଦ୍ୟାଭ୍ୟାସ ପ୍ରାୟତଃ ଓଡିଶାବାସୀଙ୍କ ଖାଦ୍ୟାଭ୍ୟାସ ସହିତ କେତେକାଂଶରେ ସମାନତା ଦେଖାଯାଏ ।

|ସୋମ ରାଜବଂଶ :|ପୂର୍ବ ସମୟରେ ଅନେକ ସାନା ରାଜ୍ୟ ହିସାବରେ ଜମିଦାର ବା ମୁଖ୍ୟମାନଙ୍କଦ୍ୱାରା ଶାସିତ ହେଉଥିବା ଅଞ୍ଚଳ ସବୁକୁ ସୋମ ବଂଶର ରାଜା ତିବରଦେବ ଯାହାଙ୍କ ରାଜଧାନୀ ଆଧୁନିକ ଛତିଶଗଡ଼ର ଶ୍ରୀପୁରଠାରେ ଥିଲା, ସେ ସବୁକୁ ଅଧିକାର କରି ନେଇ ଦକ୍ଷିଣ କୋଶଳ ନାମରେ ରାଜ୍ୟ ଗଠନ କରିଥିଲେ ।

ତୁଳନାତ୍ମକ ଭାବେ ବ୍ୟୟାମଦ୍ୱାରା ଚିକିତ୍ସା ପରବର୍ତ୍ତୀ ସମୟରେ ଯନ୍ତ୍ରଣା ପରିମାଣ, ଅସମର୍ଥତା ଓ କଟିର ଦୀର୍ଘ କାଳୀନ କ୍ରିୟା ପୂର୍ବ ସମୟ ଅପେକ୍ଷା ଉନ୍ନତି ଲାଭ କରେ ।

|ମହାନଦୀ ମୁହାଣରେ ଖ୍ରୀଷ୍ଟପୂର୍ବ ସମୟରୁ ଏକ ପ୍ରତିଷ୍ଠିତ ବନ୍ଦର ଥିଲା ବୋଲି ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଭୂଗୋଳବିତ୍‌ ଟଲେମି ବର୍ଣ୍ଣନା କରିଯାଇଛନ୍ତି୤ ସେହି ବନ୍ଦରର ନାମ ମନ୍ନଦ ଥିଲା।

ପୂର୍ବ ସମୟରେ ଏମାନଙ୍କ ଭୌଗୋଳିକ ବ୍ୟାପ୍ତିର ମାତ୍ର ୨% ଅଂଶରେ ବର୍ତ୍ତମାନ ଏହି ପ୍ରଜାତିର କୁମ୍ଭୀର ଦୃଶ୍ୟମାନ ହେଉଛନ୍ତି ।

|୨. ଛବି ସେନ୍ସର୍ (ଈଂରାଜୀରେ Image Sensors) ପୂର୍ବ ସମୟର କଳମୁକୁରରେ ବ୍ୟବହୃତ ହେଉଥିଲା ।

କିନ୍ତୁ ପୂର୍ବ ସମୟରେ ମୌର୍ଯ୍ୟ ଓ ଚୋଳ ବଂଶର ସାମ୍ରାଜ୍ୟର ଅନେକ ଅଂଶ ଯେଉଁଠାରେ ବର୍ତ୍ତମାନ ଚୀନ‍ର ନିୟନ୍ତ୍ରଣ ରହିଛି ଓ ଯେଉଁଠାରେ ଭାରତୀୟ ପରମ୍ପରା ଆଜି ବି ଉଦ୍ଜୀବିତ, ସେହି ସବୁ ସ୍ଥାନ ଉପରେ ଭାରତ ନିଜର ଅଧିକାର ଦାବୀ କରେ ନାହିଁ ।

aforetime's Usage Examples:

Commedia: "Florence, within her ancient walls embraced, Whence nones and terce still ring to all the town, Abode aforetime, peaceful, temperate, chaste.


aforetime thou wast ever staunch in fight, and dost also urge on another, wheresoever thou seest one shrinking from fight, therefore now cease thou not, but.


our deaths, far from home and unremembered, but: "Thoas, seeing that aforetime thou wast ever staunch in fight, and dost also urge on another, wheresoever.


/ But that was aforetime and she is laid up now .


" Powell 1883) † I remember of yore   were born the Jötuns, they who aforetime   fostered me : nine worlds I remember,   nine in the Tree, the glorious.


present inhabitants of Novgorod are descended from the Varangian race, but aforetime they were Slavs [преже бо бѣша Словѣни].


Spell 470 reads, O You of the dawn who wake and sleep, O You who are in limpness, dwelling aforetime in Nedit, I have appeared as Pakhet the Great, whose.


is among the Æsir; another among the Rime-Giants, in that place where aforetime was the Yawning Void; the third stands over Niflheim, and under that root.


and in preparation for one who warred against Allah and His Messenger aforetime.


Ro-Setjau, – so greatly did he love antiquity and the noble folk who were aforetime, along with the excellence (of) all that they had made, so well, and repeatedly.


proportions - and a picturesque granite gateway, still remain to attest its aforetime importance".


The whole was valued aforetime and then at 40s.


You of the dawn who wake and sleep, O You who are in limpness, dwelling aforetime in Nedit, I have appeared as Pakhet the Great, whose eyes are keen and.



aforetime's Meaning in Other Sites