<< admin administered >>

administer Meaning in Odia (Oriya). ( administer ଶବ୍ଦର ଓଡିଆ ଅର୍ଥ)



ପ୍ରଶାସକ, ଶାସନ କରିବାକୁ,

Verb:

ପୋଷଣ,

administer తెలుగు అర్థానికి ఉదాహరణ:

ବୃତ୍ତିରେ ସେ ଜଣେ ପୁଲିସ ଅଧିକାରୀ ଥିଲେ ଓ ଶ୍ରୀମନ୍ଦିରର ପ୍ରଶାସକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

୧୯୭୪-୭୫ ମସିହାରେ ପ୍ରଶାସକ ଏ.ଏନ. ତିଓ୍ୱାରୀ ରାଣୀପୁର|ଆସିଥିଲେ ।

ନବକଳେବରକୁ ନେଇ ୧୯୧୨ରୁ ୨୦୧୫ମଧ୍ୟରେ ହୋଇଥିବା ସାତଟି ନବକଳେବରର ୨୮ଟି ସ୍ଥାନର ବିବରଣୀ ଓ ଉଭୟ ମନ୍ଦିର ପ୍ରଶାସକ ଏବଂ ଭକ୍ତଙ୍କର ପ୍ରତ୍ୟକ୍ଷ ଅନୁଭୂତି ସହ କେତେକ ଫଟୋଚିତ୍ର ଓ ସାକ୍ଷାତକାର ଏଥିରେ ସ୍ଥାନିତ ।

ସେ ଯାହାହେଉ, ଚତୁର ରାଜନୈତିକ ଗୋଟିଚାଳନାଦ୍ୱାରା ବ୍ୟବସାୟୀ ଇଂରେଜ ପ୍ରଶାସକ ଶକ୍ତିଶାଳୀ ଓଡ଼ିଆଜାତିକୁ ତିନି ଭାଗରେ ବିଭକ୍ତ କରି ପଡ଼ୋଶୀ ତେଲୁଗୁ, ବଙ୍ଗାଳୀ ଓ ହିନ୍ଦୀଭାଷୀଙ୍କଦ୍ୱାରା ଧନ, ଧର୍ମ ଓ ଭାଷା ଧ୍ୱଂସ କରିବାର ଛଦ୍ମ ପ୍ରଚେଷ୍ଟା ମଧ୍ୟରେ ନିଜକୁ ଓଡ଼ିଆ ଜାତିର ହିତାକାଂକ୍ଷୀ ଭାବେ ବିଶ୍ୱସନୀୟ ପରିଚୟଟିଏ ସ୍ଥାପନ କରିବାରେ ବହୁ ବିଳମ୍ବରେ ସଫଳ ହେଲେ ।

|ଆଧାର|ଅମାବାସ୍ୟା ହାଡ଼ିବନ୍ଧୁ ମିର୍ଦ୍ଧା (୨ ଅପ୍ରେଲ ୧୯୪୧ - ୧ ମଇ ୨୦୧୪), ଏକାଧାରରେ ଜଣେ ସାହିତ୍ୟିକ, ଶିକ୍ଷାବିତ, ପ୍ରଶାସକ ଓ ସଂଗଠକ ଥିଲେ ।

| ଜୀବନ|ଲଢେଇ|ପେଶାବର ପ୍ରଶାସକ ମିତ୍ର ମହମ୍ମଦ ମହାରାଜା ରଣଜିତ୍ ସିଂଙ୍କୁ ନଜର ଦେବା କୁବୁଲ କରିଥିଲେ ।

ଇଂରେଜ ପ୍ରଶାସକ ଜନ ବିମସ (୧୮୬୯-୧୮୭୭)ଙ୍କଦ୍ୱାରା ରଚିତ Memories of a Bengal Civilian ପୁସ୍ତକର ୩୨୩ ପୃଷ୍ଠାର ଶେଷଭାଗରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଜଗନ୍ନାଥ ରଥରେ ବସିଯିବାର ବଡ଼ ଉତ୍ସବ ଦିନ ରାଜା ମନ୍ଦିର ଆଗରେ ଥିବା ପାହାଚକୁ ସୁନାର ପହଁରାରେ ଓଳାନ୍ତି ।

| ଅନୁସନ୍ଧାନ |ଆକସ୍ମିକ ଅଗ୍ନିକାଣ୍ଡରେ ଆପୋଲୋ-୧ର ବିଫଳତା ପରେ ପରେ କୌଣସି ଅବାଞ୍ଛିତ ସ୍ଥିତିରୁ ରକ୍ଷା ପାଇବା ପାଇଁ ନାସାର ତତ୍କାଳୀନ ପ୍ରଶାସକ ଜେମସ ଇ ୱେବ ଏହି ବିଫଳତାର କାରଣ ଜାଣିବାପାଇଁ ଆଇନାନୁମୋଦିତ ପନ୍ଥାରେ ଏକ ଅନୁସନ୍ଧାନ କରିବା ପାଇଁ ଆମେରିକାର ତତ୍କାଳିନ ରାଷ୍ଟ୍ରପତି ଲିଣ୍ଡନ ବି ଜନସନଙ୍କ ଅନୁମତି ଲୋଡିଲେ ।

ଦେଶକୁ ଆନେକ ଉଚ୍ଚକୋଟୀର ବୁଦ୍ଧିଜୀବୀ ଓ ପ୍ରଶାସକ ଦେଇଥିବା ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ) କଟକର ଏକ ଅନନ୍ୟ ଅଙ୍ଗ ।

|ଗୀତ|ଆଧାର|ବାହାର ଆଧାର|୨୦୦୫ର ଓଡ଼ିଆ କଥାଚିତ୍ର|କଥାଚିତ୍ର ପ୍ରକଳ୍ପରେ ଆଧାର ଯୋଡ଼ା ହେବାକୁ ଥିବା ପ୍ରସଙ୍ଗ ଦୁର୍ଗା ଶକ୍ତି ନାଗପାଳ (ଜନ୍ମ ୨୫ ଜୁନ ୧୯୮୫) ଜଣେ ଭାରତୀୟ ପ୍ରଶାସକ, ଭାରତୀୟ ପ୍ରଶାସନିକ ସେବାର ଉତ୍ତର ପ୍ରଦେଶର କାର୍ଡରେ ସିଭିଲ ସେବକ ଏବଂ ଅଧିକାରୀ ଅଟନ୍ତି ।

|ଜିଲ୍ଲା ମୂଖ୍ୟ ପ୍ରଶାସକ ଯିଏ କି IASର କର୍ମଚାରୀ ଜିଲ୍ଲାର ପ୍ରଶାସନିକ ଓ ଆୟ ଆଦାୟ ଦାୟିତ୍ୱରେ ଅଛନ୍ତି ।

ଏହି ସମ୍ବାଦ ଇଂରେଜମାନଙ୍କ ନିକଟରେ ପହଞ୍ଚିବାପରେ ତାଙ୍କୁ ଧରି ଦେବାପାଇଁ ପ୍ରଶାସକମାନେ ନୟାଗଡ଼ ରାଜାଙ୍କୁ ପରୱାନା ପଠାଇଲେ ।

administer's Usage Examples:

Evidence in studies with rats has indicated that the potency of piracetam is increased when administered with choline.


()SephirotKabbalistic words and phrases The regions of Djibouti are the primary geographical divisions through which Djibouti is administered.


Crown entity responsible for administering the country"s no-fault accidental injury compensation scheme, commonly referred to as the ACC scheme.


sterile plastic applicators, eye drops were administered using an eye dropper, a glass pipette with a rubber bulb.


Additionally, revenues from V2G in an SCE pilot project were lower than the costs of administering the project, indicating that V2G still has a ways to go before being economically feasible.


Following the UEFA Cup tie against Skoda Xanthi on 29 September, Xavier was administered a drugs test and failed.


Willmar was appointed the "Agent national" of the commission which transitionally administered the country.


"Assisted suicide" has been used to describe what proponents refer to as medical aid in dying in the United States for terminally ill adults who self-administer.


The House voted 277 to 148 to administer the oath to their five Mississippi colleagues.


The Committee on Orphan Medicinal Products (COMP) administers the granting of orphan drug status since 2000.


Intraoperative radiation therapy (IORT), is radiation therapy that is administered during surgery directly in the operating room (hence intraoperative).


Jean-Théodore Laurent had to leave the country under pressure from anti-clericalists, Nicolas Adames provisionally administered the Apostolic Vicariate.


Swindle, Gluck contends that the wine industry is "populated by liars, scroungers and cheats, administered by charlatans and snake-oil salesman and run.



Synonyms:

administrate, care, superintend, deal, handle, supervise, pontificate, oversee, manage,

Antonyms:

success, good fortune, good luck, hide, shrink,

administer's Meaning in Other Sites