<< administrable administrate >>

administrants Meaning in Odia (Oriya). ( administrants ଶବ୍ଦର ଓଡିଆ ଅର୍ଥ)



ପ୍ରଶାସକ,

Verb:

ପରିଚାଳନା କରିବାକୁ, ଶାସନ କରିବାକୁ |, ମାନିବାକୁ,

administrants తెలుగు అర్థానికి ఉదాహరణ:

ବୃତ୍ତିରେ ସେ ଜଣେ ପୁଲିସ ଅଧିକାରୀ ଥିଲେ ଓ ଶ୍ରୀମନ୍ଦିରର ପ୍ରଶାସକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

୧୯୭୪-୭୫ ମସିହାରେ ପ୍ରଶାସକ ଏ.ଏନ. ତିଓ୍ୱାରୀ ରାଣୀପୁର|ଆସିଥିଲେ ।

ନବକଳେବରକୁ ନେଇ ୧୯୧୨ରୁ ୨୦୧୫ମଧ୍ୟରେ ହୋଇଥିବା ସାତଟି ନବକଳେବରର ୨୮ଟି ସ୍ଥାନର ବିବରଣୀ ଓ ଉଭୟ ମନ୍ଦିର ପ୍ରଶାସକ ଏବଂ ଭକ୍ତଙ୍କର ପ୍ରତ୍ୟକ୍ଷ ଅନୁଭୂତି ସହ କେତେକ ଫଟୋଚିତ୍ର ଓ ସାକ୍ଷାତକାର ଏଥିରେ ସ୍ଥାନିତ ।

ସେ ଯାହାହେଉ, ଚତୁର ରାଜନୈତିକ ଗୋଟିଚାଳନାଦ୍ୱାରା ବ୍ୟବସାୟୀ ଇଂରେଜ ପ୍ରଶାସକ ଶକ୍ତିଶାଳୀ ଓଡ଼ିଆଜାତିକୁ ତିନି ଭାଗରେ ବିଭକ୍ତ କରି ପଡ଼ୋଶୀ ତେଲୁଗୁ, ବଙ୍ଗାଳୀ ଓ ହିନ୍ଦୀଭାଷୀଙ୍କଦ୍ୱାରା ଧନ, ଧର୍ମ ଓ ଭାଷା ଧ୍ୱଂସ କରିବାର ଛଦ୍ମ ପ୍ରଚେଷ୍ଟା ମଧ୍ୟରେ ନିଜକୁ ଓଡ଼ିଆ ଜାତିର ହିତାକାଂକ୍ଷୀ ଭାବେ ବିଶ୍ୱସନୀୟ ପରିଚୟଟିଏ ସ୍ଥାପନ କରିବାରେ ବହୁ ବିଳମ୍ବରେ ସଫଳ ହେଲେ ।

|ଆଧାର|ଅମାବାସ୍ୟା ହାଡ଼ିବନ୍ଧୁ ମିର୍ଦ୍ଧା (୨ ଅପ୍ରେଲ ୧୯୪୧ - ୧ ମଇ ୨୦୧୪), ଏକାଧାରରେ ଜଣେ ସାହିତ୍ୟିକ, ଶିକ୍ଷାବିତ, ପ୍ରଶାସକ ଓ ସଂଗଠକ ଥିଲେ ।

| ଜୀବନ|ଲଢେଇ|ପେଶାବର ପ୍ରଶାସକ ମିତ୍ର ମହମ୍ମଦ ମହାରାଜା ରଣଜିତ୍ ସିଂଙ୍କୁ ନଜର ଦେବା କୁବୁଲ କରିଥିଲେ ।

ଇଂରେଜ ପ୍ରଶାସକ ଜନ ବିମସ (୧୮୬୯-୧୮୭୭)ଙ୍କଦ୍ୱାରା ରଚିତ Memories of a Bengal Civilian ପୁସ୍ତକର ୩୨୩ ପୃଷ୍ଠାର ଶେଷଭାଗରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଜଗନ୍ନାଥ ରଥରେ ବସିଯିବାର ବଡ଼ ଉତ୍ସବ ଦିନ ରାଜା ମନ୍ଦିର ଆଗରେ ଥିବା ପାହାଚକୁ ସୁନାର ପହଁରାରେ ଓଳାନ୍ତି ।

| ଅନୁସନ୍ଧାନ |ଆକସ୍ମିକ ଅଗ୍ନିକାଣ୍ଡରେ ଆପୋଲୋ-୧ର ବିଫଳତା ପରେ ପରେ କୌଣସି ଅବାଞ୍ଛିତ ସ୍ଥିତିରୁ ରକ୍ଷା ପାଇବା ପାଇଁ ନାସାର ତତ୍କାଳୀନ ପ୍ରଶାସକ ଜେମସ ଇ ୱେବ ଏହି ବିଫଳତାର କାରଣ ଜାଣିବାପାଇଁ ଆଇନାନୁମୋଦିତ ପନ୍ଥାରେ ଏକ ଅନୁସନ୍ଧାନ କରିବା ପାଇଁ ଆମେରିକାର ତତ୍କାଳିନ ରାଷ୍ଟ୍ରପତି ଲିଣ୍ଡନ ବି ଜନସନଙ୍କ ଅନୁମତି ଲୋଡିଲେ ।

ଦେଶକୁ ଆନେକ ଉଚ୍ଚକୋଟୀର ବୁଦ୍ଧିଜୀବୀ ଓ ପ୍ରଶାସକ ଦେଇଥିବା ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ) କଟକର ଏକ ଅନନ୍ୟ ଅଙ୍ଗ ।

|ଗୀତ|ଆଧାର|ବାହାର ଆଧାର|୨୦୦୫ର ଓଡ଼ିଆ କଥାଚିତ୍ର|କଥାଚିତ୍ର ପ୍ରକଳ୍ପରେ ଆଧାର ଯୋଡ଼ା ହେବାକୁ ଥିବା ପ୍ରସଙ୍ଗ ଦୁର୍ଗା ଶକ୍ତି ନାଗପାଳ (ଜନ୍ମ ୨୫ ଜୁନ ୧୯୮୫) ଜଣେ ଭାରତୀୟ ପ୍ରଶାସକ, ଭାରତୀୟ ପ୍ରଶାସନିକ ସେବାର ଉତ୍ତର ପ୍ରଦେଶର କାର୍ଡରେ ସିଭିଲ ସେବକ ଏବଂ ଅଧିକାରୀ ଅଟନ୍ତି ।

|ଜିଲ୍ଲା ମୂଖ୍ୟ ପ୍ରଶାସକ ଯିଏ କି IASର କର୍ମଚାରୀ ଜିଲ୍ଲାର ପ୍ରଶାସନିକ ଓ ଆୟ ଆଦାୟ ଦାୟିତ୍ୱରେ ଅଛନ୍ତି ।

ଏହି ସମ୍ବାଦ ଇଂରେଜମାନଙ୍କ ନିକଟରେ ପହଞ୍ଚିବାପରେ ତାଙ୍କୁ ଧରି ଦେବାପାଇଁ ପ୍ରଶାସକମାନେ ନୟାଗଡ଼ ରାଜାଙ୍କୁ ପରୱାନା ପଠାଇଲେ ।

administrants's Usage Examples:

administer; however, many provinces now permit the licensing of lay administrants.


et syndicats représentant les corps civils de hauts fonctionnaires "administrants", soit environ 8 000 hauts fonctionnaires recrutés pour une large part.



administrants's Meaning in Other Sites