addictive Meaning in Odia (Oriya). ( addictive ଶବ୍ଦର ଓଡିଆ ଅର୍ଥ)
ନିଶା, ଅଭ୍ୟାସ,
Adjective:
ନିଶା, ଅଭ୍ୟାସ,
People Also Search:
addictivenessaddicts
adding
adding machine
adding up
addio
addis ababa
addison's disease
addison's syndrome
addition
addition reaction
additional
additionality
additionally
additions
addictive తెలుగు అర్థానికి ఉదాహరణ:
.| ନିଶା ଦ୍ରବ୍ୟ ସେବନ ପାଇଁ ନିଲମ୍ବନ |ଜୁଲାଇ ୨୦୧୧ରେ ଜାପାନଠାରେ ହେବାକୁ ଥିବା ଏସିଯା ଆଥଲେଟିକ ଚମପିଅନଶିପର ଅବ୍ୟବହିତ ଅଉର୍ବାରୁ ତାଙ୍କ ରକ୍ତ ନମୁନାରେ ନିଷିଦ୍ଧ ଶକ୍ତିବର୍ଦ୍ଧକ ଔଷଧ ମିଳିଥିବାର ଜଣାପଡିୟହିଲା ।
ପ୍ରାକ୍ ଲକ୍ଷଣରେ ବାନ୍ତି, ପେଟ ଯନ୍ତ୍ରଣା (abdominal pain) ଓ ନିଶାଗ୍ରସ୍ତ (intoxication) ହୁଏ ।
ସେତେବେଳକୁ ନମ୍ରତାଙ୍କର ବଡ଼ ଭଉଣୀଙ୍କର ବିବାହ ହୋଇସାରିଥିଲା, ତେଣୁ ଘର ସମ୍ଭାଳିବାକୁ ନମ୍ରତା ଅଭିନୟକୁ ନିଜର ନିଶା ସହ ପେଶା ଭାବରେ ବାଛି ନେଇଥିଲେ ।
ଡବାବାଲାଙ୍କୁ କର୍ତ୍ତବ୍ୟ ସମୟରେ ନିଶା ସେବନ, ପରିଧାନରେ ତ୍ରୁଟି ବିଚ୍ୟୁତି କିମ୍ବା ଅନୁପସ୍ଥିତି ପାଇଁ ଜରିମାନା ଦେବାକୁ ପଡ଼େ ।
|ଦାବୀ|ଏଥିପାଇଁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତଥା ବିଭିନ୍ନ ସଂଗଠନ ପକ୍ଷରୁ ନମତରା ଘଟଣାକୁ ନେଇ ଆରଡିସିଙ୍କୁ ଦାବିପତ୍ରଦାନ କରାଯାଇଥିଲା ।
ଏବେ ବୁଗୀର ପରିବାର ଲୋକ ଜାଣିଲେ ଯେ ଟୁଇଟର ହେଉଛି ନିଶାର ଅସଲ ସ୍ୱାମୀ କିନ୍ତୁ ନିଶା ଏହି ସବୁ ବିଷୟରେ କିଛି ବି ଜାଣି ନ ଥିଲା ।
| ଆଧାର |ନିଶା ଉଦ୍ରେକକାରୀ ଔଷଧ|ମଦ|ପାତନ ପ୍ରସ୍ତୁତ ପାନୀୟ| ଔଷଧ ଲୋକ ସଭା ଭାରତୀୟ ସଂସଦର ତଳ ସଦନ।
|ପରେ ପରେ ସେମାନଙ୍କର ଚାଲିଚଳନ ପାଇଁ ବୁଗିର ଘରଲୋକ ତଥା ନିଶାକୁ ମଧ୍ୟ ସନ୍ଦେହ ହେଲା ।
ଏହା ଯୋଗୁ ହାଲ୍ୟୁସିନେସନ (hallucinations), ବିକୃତ ଧ୍ୱନି ଶ୍ରବଣ ଓ ହିଂସାପରାୟଣ ବ୍ୟବହାର (violent behavior ଦେଖାଯାଇପାରେ). ଏହା ଏକ ମନୋରଞ୍ଜନକାରୀ ନିଶାଦ୍ରବ୍ୟ recreational drug ଯାହାକୁ ଧୂମ୍ର (smoked) କରି ନିଆଯାଏ କିନ୍ତୁ ପାଟିରେ (by mouth), ନାକବାଟେ ଆଘ୍ରାଣକରି (snorted) ବା ଇଞ୍ଜେକସନ (injected) ଆକାରରେ ନିଆଯାଇପାରେ ।
ରୁଦ୍ର ବାବୁଙ୍କର ସବୁ ପୁଅ, ଝିଅ ଏବଂ ନାତି ନାତୁଣୀମାନଙ୍କ ଘର ଠିକଣା ଖୋଜି ମହେଶ୍ ଯାଇ ସେଠାରେ ବିଭିନ୍ନ ଉପାୟରେ ରୁଦ୍ର ବାବୁଙ୍କ ଦୁଖଃ ଏବଂ ନିଶାଭ୍ୟାସ କଥା କହି ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ମନେଇଲା ।
ଏହା ସାଧାରଣତଃ ନିଶାଯୁକ୍ତ ଏବଂ ପେଟ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ।
|ଚଉଡ଼ା ତାମସା : ମେହେନ୍ତରମାନଙ୍କର ନିଶାସେବନ ଓ ମେହେନ୍ତରାଣୀମାନଙ୍କ ସହିତ ମିଳିତ ହେବାର ବିଷୟ।
addictive's Usage Examples:
Eventually, though, it becomes sneakily addictive -- it"s a stealth pop song.
Dre and that it was as addictive as it was back when over 3"nbsp;million record buyers got hooked on The Chronic and Snoop Dogg's Dre-produced Doggystyle and went on to commend Dr.
Doctors focusing on addiction medicine are medical specialists who focus on addictive disease and have had special study and training focusing on the prevention.
Martin Aston of Music Week said the song has a wonderfully addictive chorus and plenty of glam-pop charm.
lightweight, with critics overlooking or ignoring the fact that Voorsanger"s guileful ability to make work that is as addictive and kitsch as Heat magazine,.
defraud by denying the adverse health effects of smoking, denying the addictiveness of nicotine, denying their manipulation of the nicotine content of cigarettes.
The editors wrote, "[T]his game is not only mind-bogglingly fun for puzzle fans of all ages, it is also solid, well-designed, addictive.
Tobacco smoke contains nicotine, which is addictive and can cause dependence.
across the album, moving with an energy that is addictively daunting and dauntingly addictive at the same time.
Roland Waddilove of Atari ST User gave the game a perfect score and declared it to be one of the year's best vertically-scrolling shoot 'em ups, but stated that while the gameplay is fast and addictive, it lacked originality in the face of a saturated shoot 'em up market.
plagiarism in graphics and game mechanics, while other reviewers found it addictive.
Allmusic reviewer Bret Adams has praised the song as "addictive" and "wickedly catchy", also marking it as an "album pick" for being one of the best tracks.
"Super Crate Box on iOS box is hatefully addictive, delightfully anachronistic".
Synonyms:
habit-forming,
Antonyms:
nonaddictive,