<< adding machine addio >>

adding up Meaning in Odia (Oriya). ( adding up ଶବ୍ଦର ଓଡିଆ ଅର୍ଥ)



ଯୋଗ କରିବା, ମୋଟ ଦରମା,

adding up తెలుగు అర్థానికి ఉదాహరణ:

|ନିଜ ଅନୁଷ୍ଠାନରେ ବ୍ଲକ୍‌ଚେନ୍‌ ବ୍ୟବସ୍ଥାର ଉପଯୋଗ କରିବାର ଇଚ୍ଛା ରଖୁଥିବା କିନ୍ତୁ ମୁକ୍ତ ବ୍ଲକ୍‌ଚେନ୍‌ ବ୍ୟବସ୍ଥାର ନିୟନ୍ତ୍ରଣହୀନତାରେ ସନ୍ତୁଷ୍ଟ ନଥିବା ବ୍ୟକ୍ତିଙ୍କ ପାଇଁ ଘରୋଇ ବ୍ଲକ୍‌ଚେନ୍‌ ଏକ ମଧ୍ୟମ ପଥ ।

| ଇତିହାସ |ପାରଳାଖେମୁଣ୍ଡିର ରାଜା ତାଙ୍କ ରାଜଧାନୀ ସହ ୪୦ କି.ମି ଦୂରରେ ଥିବା ନୁଆପଡା ରେଳ ଷ୍ଟେସନ ସହ ସଂଯୋଗ କରିବାପାଇଁ ନିଷ୍ପତ୍ତି ନେଲେ ।

|ଗୋଟିଏ ଏଣ୍ଡୋପ୍ରୋବ ଉପଯୋଗ କରିବା ଦ୍ୱାରା, ଯେଉଁଥିରେ ଗୋଟିଏ ପ୍ରୋବକୁ ପୁରାଇ ଟ୍ରାନ୍ସଡ୍ୟୁସରକୁ ନିୟନ୍ତ୍ରଣର ସହ କାଢ଼ିଲେ ଆୟତନ ଜଣାପଡ଼ିଥାଏ ।

ଗୋଟିଏ କ୍ୱାଣ୍ଟମ କମ୍ପ୍ୟୁଟରକୁ ବାସ୍ତବରେ ଉପଯୋଗ କରିବା ପାଇଁ ଦୁଇଟି ମୁଖ୍ୟ ପନ୍ଥା ରହିଛି : ଡିଜିଟାଲ ଏବଂ ଆନାଲଗ ।

ସେ ଜବ୍ସଙ୍କ ଘରେ ରହି ତାଙ୍କ ପାଇଁ ଫୋନଦ୍ୱାରା ପୁଞ୍ଜିନିବେଷକଙ୍କୁ ଯୋଗାଯୋଗ କରିବାକୁ ଲାଗିଲେ।

କୌରଙ୍କ ପ୍ରତିଭା ଦେଖି ସ୍ୱାମୀ ତାଙ୍କୁ ସ‌ହ‌ଯୋଗ କରିବାକୁ ଲାଗିଲେ ଓ ଅବିଳମ୍ବେ ବମ୍ବେରେ (Bombay) ସଙ୍ଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର (Ghulam Haider) ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ (Hindi film industry) ତାଙ୍କୁ ପେଷାଦାର ପ୍ରଚ୍ଚଦପଟ ଗାୟିକା ଭାବରେ ଗାଇବା ସୁଯୋଗ ଦେଇଥିଲେ ।

ଧାରା ୪୯୭ରେ ବ୍ୟଭିଚାର ସଂପର୍କରେ ଅଭିଯୋଗ କରିବା ପାଇଁ କେବଳ ପୁରୁଷ ସକ୍ଷମ ଥିଲେ, ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ବିପକ୍ଷରେ ଏଭଳି ଅଭିଯୋଗ କରିପରୁ ନ ଥିଲେ ।

|ଜିଆଇ ଟ୍ୟାଗ ଏକ ପ୍ୟାଟେଣ୍ଟ ସଦୃଶ୍ୟ ଅନ୍ୟ କାହାକୁ ଦିଆଯାଇଥିବା ଜିନିଷନିଜର ନାମ ଯୋଗ କରିବା ଅନୁମତି ଦିଏ ନାହିଁ ।

ପରବର୍ତ୍ତୀ ଗୁରୁମାନଙ୍କଦ୍ୱାରା ଦୀନବନ୍ଧୁ ଦାସଙ୍କ ପାଣ୍ଡୁଲିପିକୁ ସଂଶୋଧନ କରି ସେଥିରେ ଛାନ୍ଦ ଚୌପଦୀ ସଂଯୋଗ କରିବା ଫଳରୁ ଏହାକୁ ସମସ୍ତ ଶ୍ରେଣୀର ଲୋକ ଗ୍ରହଣ କଲେ ।

|ଅସ୍ତ୍ରବିରତି ଉଲ୍ଲଂଘନ ସମୟରେ ଦେଶର ବିକାଶରେ ସହଯୋଗ କରିବାକୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରିଥିଲେ ଯାହାଦ୍ୱାରା ୨୦୦୩ ଜୁନ୍ ୨୦୦୩ରେ ଶ୍ରୀଲଙ୍କାର ପୁନଃନିର୍ମାଣ ଏବଂ ବିକାଶ ଉପରେ ଟୋକିଓ ଦାତା ସମ୍ମିଳନୀ(Tokyo Donor Conference) ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପୁନଃନିର୍ମାଣ ଏବଂ ବିକାଶ ସହାୟତା ପାଇଁ ଶ୍ରୀଲଙ୍କା ୪.୫ ବିଲିୟନ ଡଲାରରୁ ଅଧିକ ଆର୍ଥିକ ସହାୟତା ପାଇଥିଲା ।

ରଣେନ୍ଦ୍ରଙ୍କର ଏହି ମନ୍ତବ୍ୟ ଉପରେ ରାଧାରାଣୀ ଅଭିଯୋଗ କରିବାପରେ ଗୃହର ବିରୋଧୀ ଦଳର ନେତା ନରସିଂହ ମିଶ୍ର ଶାସକ ଦଳ ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା ବିଧାୟିକା ରାଜଶ୍ରୀ ମଲ୍ଲିକ ଆଦି ରାଧାରାଣୀଙ୍କୁ ସମର୍ଥନ କରିବା ସହ ରଣେନ୍ଦ୍ରଙ୍କୁ ଭୁଲ ମାଗି ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ ।

|ବକେୟା ରାଶି ହସ୍ତାନ୍ତରୀକରଣ|କିଛି ଗ୍ରାହକ କ୍ରେଡିଟ କାର୍ଡ଼କୁ ଅଳ୍ପ ସମୟ ପାଇଁ ଋଣ ହିସାବରେ ଉପଯୋଗ କରିବାକୁ ନେଇଥାନ୍ତି ।

adding up's Usage Examples:

This table was thus compiled by adding up single entries from the IOC database.


player adding up points in their melded cards (sets and runs) and deducting points from cards that have not been melded.


1, 2, 4, 71, and 142, adding up to 220, in turn, the divisors of 220 add up to 284, making the two a pair of amicable numbers.


Padding up that wafer-thin story with inanities and songs is a terrible test of the viewer’s patience.


Luminous intensity is analogous to radiant intensity, but instead of simply adding up the contributions of every wavelength of light in the source"s spectrum.


The expansion consists of extensions built onto the Coliseum's north and south entrances, increasing concourse space by and adding up to 40 additional points of sale for concessions.


mammal family, with a typical population of a few shrews per forest acre, adding up to an order of magnitude of 100 billion shrews in the world.


Series of Poker bracelet winner with multiple live tournament results adding up to over "2.


Single Top 100 and predecessors were compiled from 1970 until 1978 by adding up points.


Chinese porcelains, and twelve European porcelains, adding up to a total of 2,377 pieces.


Due to the large number of processes involved "mdash;adding up processes providing the services and clients accessing them"mdash; establishing one-to-one IPC communications between all of them becomes an inefficient and quite unreliable approach.


Paul Antonopoulos entitled "Jumping to conclusions; something is not adding up in Idlib chemical weapons attack".



Synonyms:

current,

Antonyms:

noncurrent, styleless,

adding up's Meaning in Other Sites