actively Meaning in Odia (Oriya). ( actively ଶବ୍ଦର ଓଡିଆ ଅର୍ଥ)
ସକ୍ରିୟ ଭାବରେ,
Adverb:
ସକ୍ରିୟ ଭାବରେ |,
People Also Search:
activenessactives
activex
activism
activisms
activist
activists
activities
activity
activize
acton
actor
actor's agent
actor's assistant
actors
actively తెలుగు అర్థానికి ఉదాహరణ:
|ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଏବଂ ଗବେଷଣାଗାର ଏବଂ ଅନୁଷ୍ଠାନ ସହିତ ସମ୍ପର୍କ ମାଧ୍ୟମରେ ସକ୍ରିୟ ଭାବରେ ଦୃଢ଼ ସମ୍ପର୍କ ସ୍ଥାପନ କରିବା ।
ଏହା ମୁଖ୍ୟତଃ ଦକ୍ଷିଣ ଏବଂ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ସକ୍ରିୟ ଭାବରେ କାମ କରୁଛି ।
ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଗଦର ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ଫିଲିପାଇନ୍ସରୁ ଭାରତ ଆସି ପଞ୍ଜାବର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ଇଂରେଜମାନଙ୍କ ହାତରେ ଧରାପଡ଼ି ଲାହୋର ଜେଲରେ ଦୁଇ ବର୍ଷ କାରାଦଣ୍ଡ ଭୋଗିଥିଲେ ।
ଏହି ରୋଗକୁ ଅଧୁନା ପାଣ୍ଡେମିକ ଶ୍ରେଣୀରେ ନିଆଯାଉଛି ଯାହାର ଅର୍ଥ ଏହା ଏକ ବିରାଟ କ୍ଷେତ୍ରରେ ଥାଏ ଓ ସକ୍ରିୟ ଭାବରେ ବାପେ ।
|ଦ ଗୋଲ୍ଡନ ଥ୍ରେସ୍ ହୋଲ୍ଡ - ୧୯୦୫|ଦ ବାର୍ଡ ଅବ୍ ଟାଇମ-୧୯୧୨|ଦ ବ୍ରୋକନ ଉଇଙ୍ଗ-୧୯୧୭| ଗୁରୂତ୍ୱପୂର୍ଣ୍ଣ ଘଟଣାବଳୀ ||୧୯୦୫ ମସିହାରେ ବଙ୍ଗଭଙ୍ଗ ପରେ ସରୋଜିନୀ ସକ୍ରିୟ ଭାବରେ ଭାରତର ସ୍ୱାଧୀନତା ଅନ୍ଦୋଳନରେ ଯୋଗଦେଲେ ।
ସେ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଭାରତ ଛାଡ଼ ଆନ୍ଦୋଳନ ଆଦିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି କାରାବରଣ କରିଥିଲେ ।
|ମହାଦେଶ ତମାଳିକା କର୍ମାକର (ଜନ୍ମ: ୨ ଜୁଲାଇ ୧୯୭୦) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ସକ୍ରିୟ ଭାବରେ ଅଭିନୟ କରନ୍ତି ।
actively's Usage Examples:
end, SFT has been actively involved in provision of livelihood security, drudgery reduction, natural resource management, health and education.
Seisachtheia reforms The seisachtheia laws immediately cancelled all outstanding debts, retroactively emancipated all previously enslaved debtors, reinstated all confiscated serf property to the hektemoroi, and forbade the use of personal freedom as collateral in all future debts.
Human echolocation is the ability of humans to detect objects in their environment by sensing echoes from those objects, by actively creating sounds: for.
Transmembrane proteins, also known as ion transporter or ion pump proteins, actively push ions across the membrane and establish.
Earlier heroes were retroactively eligible.
She had sovereign powers in Tortona for life, and actively participated in the rule of the city.
United States government began to actively enforce bans on Kiowa cultural ceremonials and the Gourd Dance was out of normal practice by the late 1930s.
Sartwell remains actively involved in music criticism, including writing a country music column for the NY Press.
He seems haunted by some undisclosed past event, to the point where he actively opposes the notion of Alison becoming a companion.
Protecting ClientsIn regard to rendering assistance, religious organization shall not discriminate against an individual on the basis of religion, a religious belief, or refusal to actively participate in a religious practice.
There are many different treatment options for phantom limb pain that are actively being researched.
As women, Beguines were forbidden to preach and teach, yet they actively exhorted their fellow Christians to live lives of penance, service, and prayer.
The badge is worn only while actively assigned to the USAF HG or BHG; upon completion of the member's tour of duty it must be removed.